ETV Bharat / briefs

ବିଶ୍ବକପ: ଫିଜିଓଙ୍କ ନଜରରେ ଭାରତୀୟ ଦଳ - ଭୁବନେଶ୍ବର କୁମାର

ଭୁବନେଶ୍ବର କୁମାର ପାକ୍‌ ବିପକ୍ଷରେ ବୋଲିଂ କରୁଥିବା ସମୟରେ ଆହତ ହୋଇଥିଲେ । ଫଳରେ ତାଙ୍କୁ ଅଧା ଓଭରରୁ ଗ୍ରାଉଣ୍ଡ ଛାଡିବାକୁ ପଡିଥିଲା । ତାଙ୍କୁ ଠିକ୍‌ କରିବା ପାଇଁ ଫିଜିଓ ଲାଗି ପଡିଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 20, 2019, 11:32 AM IST

Updated : Jun 20, 2019, 12:37 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ସପୋର୍ଟ ଷ୍ଟାଫଙ୍କ ନଜରରେ ବୋଲର ଭୁବନେଶ୍ବର କୁମାର । ଦଳର ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଙ୍ଗ୍ କୋଚ ଶଙ୍କର ବାସୁ କହିଛନ୍ତି ଯେ, ଟିମ୍‌ର ଫିଜିଓ , ଭୁବନେଶ୍ବର କୁମାରଙ୍କୁ ଆହତରୁ ମୁକେଳାଇବା ପାଇଁ ଫିଜିଓ ଥେରାପିଷ୍ଟ ଧ୍ୟାନ ଦେଉଛନ୍ତି। ଖୁବ୍‌ ଶୀଘ୍ର ତାଙ୍କର ସ୍ଥିତି ଜଣା ପଡାଯିବ।

ସୂଚନାଥାଉକି, ଭୁବନେଶ୍ବର କୁମାର ପାକ୍‌ ବିପକ୍ଷରେ ବୋଲିଂ କରୁଥିବା ସମୟରେ ଆହତ ହୋଇଥିଲେ। ଫଳରେ ତାଙ୍କୁ ଅଧା ଓଭରରୁ ଗ୍ରାଉଣ୍ଡ ଛାଡିବାକୁ ପଡିଥିଲା। ତାଙ୍କ ସ୍ଥାନରେ ବିଜୟ ଶଙ୍କର ନିର୍ଦ୍ଧାରିତ ଓଭର ବାକି ଥିବା ବଲ୍‌ ପକେଇଥିଲେ। ତେବେ ଅଧିନାୟକ ବିରାଟ କୋହଲି ସେହି ମ୍ୟାଚ ପରେ କହିଥିଲେ ଯେ, ଭୁବନେଶ୍ବର କୁମାର 2କିମ୍ବା 3ଟି ମ୍ୟାଚରୁ ବାଦ୍‌ ପଡି ପାରନ୍ତି।

ଅନ୍ୟପଟେ ବୁଧବାର ଦିନ ଟିମ୍‌ର ଦମଦାର ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ଆହତ ଯୋଗୁଁ ବିଶ୍ବକପରୁ ବାଦ୍‌ ପଡିଛନ୍ତି ।

Intro:Body:

blank

Conclusion:
Last Updated : Jun 20, 2019, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.