ETV Bharat / briefs

ରାମମନ୍ଦିର ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଦାଖଲ ହେଲା ଆଉ ଏକ ପିଟିସନ - ayodhya issue

ରାମମନ୍ଦିର ପ୍ରସଙ୍ଗରେ ସରକାରଙ୍କ ଆବେଦନକୁ ଚ୍ୟାଲେଞ୍ଜ । ରାମଜନ୍ମଭୂମି-ବାବ୍ରି ମସଜିଦ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ ଦାଖଲ ।

ଫାଇଲ ଫଟୋ
author img

By

Published : Apr 9, 2019, 1:55 PM IST

ନୂଆଦିଲ୍ଲୀ: ନିର୍ବାଚନୀ ଋତୁରେ ଆହୁରି ତାଜା ହେଲା ରାମମନ୍ଦିର ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ଆବେଦନକୁ ଚ୍ୟାଲେଞ୍ଜ କରିଛି ନିର୍ମୋହୀ ଆଖଡ଼ା । ରାମଜନ୍ମଭୂମି-ବାବ୍ରି ମସଜିଦ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ଆଉ ଏକ ପିଟିସନ । ବିବାଦୀୟ ସ୍ଥଳ ଆଖପାଖରେ ଥିବା ଜମିକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର ପାଇଁ କେନ୍ଦ୍ର ସରକାର ଯେଉଁ ଆବେଦନ କରିଥିଲେ ତାକୁ ସିଧାସଳଖ ବିରୋଧ କରିଛି ଏହି ସଂଗଠନ ।

ତେବେ ସୁପ୍ରିମକୋର୍ଟଙ୍କୁ ପ୍ରଥମେ ଭୂମି ବିବାଦର ଶୁଣାଣି କରିବା ଆବଶ୍ୟକ ବୋଲି ନିର୍ମୋହୀ ଆଖଡ଼ା ପକ୍ଷରୁ କୁହାଯାଇଛି । କେନ୍ଦ୍ରର ଜମି ଅଧିଗ୍ରହଣ ଦ୍ବାରା ସଞ୍ଚାଳିତ ଅନେକ ମନ୍ଦିର ନଷ୍ଟ ହୋଇଥିବା ପିଟିସନରେ ଦର୍ଶାଯାଇଛି ।

ସୂଚନା ଯୋଗ୍ୟ, କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି 2.77 ଏକର ବିବାଦୀୟ ଜମି ନିକଟରେ ଥିବା ୬୭ ଏକର ଜାଗାକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବାକୁ ଆବେଦନ କରିଥିଲେ ।

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.