ETV Bharat / bharat

ମିରଟରେ ଏକାସାଙ୍ଗରେ ୩ ସନ୍ତାନକୁ ଜନ୍ମ ଦେଲେ ମହିଳା - ଏକାସାଙ୍ଗ ତିନୋଟି ପିଲାଙ୍କୁ ଜନ୍ମ ଦେଲେ ମହିଳା

ଏକାସାଙ୍ଗରେ ତିନୋଟି ସନ୍ତାନଙ୍କୁ ଜନ୍ମ ଦେଲେ ଜଣେ ମହିଳା । ମିରଟ ମେଡିକାଲ କଲେଜରେ ଏଭଳି ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

woman gave birth to three children in meerut medical college
ମିରଟରେ ଏକାସାଙ୍ଗରେ ୩ ସନ୍ତାନକୁ ଜନ୍ମ ଦେଲେ ମହିଳା
author img

By

Published : Apr 15, 2022, 10:45 PM IST

ଲକ୍ଷ୍ନୌ: ଏକାସାଙ୍ଗରେ ତିନୋଟି ସନ୍ତାନଙ୍କୁ ଜନ୍ମ ଦେଲେ ଜଣେ ମହିଳା । ମିରଟ ମେଡିକାଲ କଲେଜରେ ଏଭଳି ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳାଙ୍କୁ ପ୍ରସୂତି ଯନ୍ତ୍ରଣା ପରେ ଡେଲିଭେରୀ ପାଇଁ ମିରଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ମହିଳା ଜଣକ ଏକାସାଙ୍ଗରେ ୩ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ପ୍ରଥମ ଥର ପାଇଁ ଗର୍ଭ ଧାରଣ କରିଥିଲେ ମହିଳା । ଦୁର୍ଗାନଗର ବାସିନ୍ଦା ରବିନ ସକ୍ସେନାଙ୍କ ପତ୍ନୀ ନୈନା ଏକା ସାଙ୍ଗରେ ତିନୋଟି ସନ୍ତାନ ମାତୃତ୍ବ ଲାଭ କରିଛନ୍ତି । ଗର୍ଭରେ ତିନୋଟି ସନ୍ତାନ ଥିବା ଜଣା ପଡ଼ିବା ପରେ ତାଙ୍କର ଅପରେସନ କରାଯାଇଥିଲା ।

woman gave birth to three children in meerut medical college
ମିରଟରେ ଏକାସାଙ୍ଗରେ ୩ ସନ୍ତାନକୁ ଜନ୍ମ ଦେଲେ ମହିଳା
woman gave birth to three children in meerut medical college
ମିରଟରେ ଏକାସାଙ୍ଗରେ ୩ ସନ୍ତାନକୁ ଜନ୍ମ ଦେଲେ ମହିଳା

ଏହାପରେ ସେ ଦୁଇଟି ପୁତ୍ର ସନ୍ତାନ ଓ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମିରଟ ମେଡିକାଲ କଲେଜରେ ଡାକ୍ତର ଅରୁଣା ବର୍ମାଙ୍କ ତତ୍ତ୍ବବଧାନରେ ନୈନାଙ୍କ ରହିଛନ୍ତି । ସମସ୍ତ ଛୁଆ ସୁସ୍ତସବଳ ଅଛନ୍ତି । ତେବେ ତିନି ନବଜାତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏନ୍ଆ‌ଇସିୟୁରେ ରଖାଯାଇଛି । ଗୋଟିଏ ଛୁଆ ନୈନାଙ୍କୁ ଦିଆଯାଇଛି । ଖୁବଶୀଘ୍ର ବାକି ଦୁଇଜଣଙ୍କୁ ମଧ୍ୟ ତାଙ୍କ ମାଆ ପାଖରେ ଛଡ଼ାଯିବ ବୋଲି କହିଛନ୍ତି ଡାକ୍ତର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.