ETV Bharat / bharat

ଚାଲିଛି ମତଦାନ: 1ଟା ସୁଦ୍ଧା କେରଳରେ 47.28 % ମତଦାନ, ତାମିଲନାଡୁରେ 39% ମତଦାନ

author img

By

Published : Apr 6, 2021, 7:25 AM IST

Updated : Apr 6, 2021, 2:18 PM IST

କେରଳ-ପୁଡୁଚେରୀ-ତାମିଲାନାଡୁରେ ଚାଲିଛି ମତଦାନ
କେରଳ-ପୁଡୁଚେରୀ-ତାମିଲାନାଡୁରେ ଚାଲିଛି ମତଦାନ

14:08 April 06

ତାମିଲ ଅଭିନେତା ମାମୁତି ଭୋଟ୍ ଦେଇଛନ୍ତି

ତାମିଲ ଅଭିନେତା ମାମୁତି ଭୋଟ୍ ଦେଇଛନ୍ତି
ତାମିଲ ଅଭିନେତା ମାମୁତି ଭୋଟ୍ ଦେଇଛନ୍ତି

ତାମିଲ ଅଭିନେତା ମାମୁତି  କେରଳ ନିର୍ବାଚନ-2021 ପାଇଁ ଭୋଟ୍ ଦେଇଛନ୍ତି । ଏର୍ନାକୁଲାମର ପୋନୁରୁନିରେ ମତଦାନ କରିଛନ୍ତି । 

14:08 April 06

କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନ୍ ଦେଲେ ଭୋଟ୍

କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନ୍ ଦେଲେ ଭୋଟ୍
କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନ୍ ଦେଲେ ଭୋଟ୍

କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନ୍ ଥିରୁଅନନ୍ତପୁରମର ଉଲୁରର କୋଟାରାମ ବୁଥରେ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି, ‘ଏହି ନିର୍ବାଚନ କେରଳର ରାଜନୈତିକ ଇତିହାସରେ ଏକ ପ୍ରକାର ମାଇଲଖୁଣ୍ଟ ସୃଷ୍ଟି କରିବାକୁ ଯାଉଛି। ଲୋକେ ନିଜର ଅସନ୍ତୋଷ ବ୍ୟକ୍ତ କରିବେ ଓ ଉଭୟ UDF ଏବଂ LDF ମିଳିତ ମଞ୍ଚକୁ ପ୍ରତ୍ୟାଖ୍ୟାନ କରିବେ ’। 

13:13 April 06

ଦିନ 1 ସୁଦ୍ଧା ଭୋଟିଂ ପ୍ରତିଶତ

ଦିନ 1ଟା ସୁଦ୍ଧା କେରଳରେ ମୋଟ 47.28 ପ୍ରତିଶତ, ପୁଡୁଚେରୀରେ 53.76 ପ୍ରତିଶତ, ତାମିଲନାଡୁରେ 39.00 ପ୍ରତିଶତ ଭୋଟିଂ ରହିଛି ।

12:28 April 06

ଭୋଟ୍ ଦେଲେ ଶଶି ଥରୁର

ଭୋଟ୍ ଦେଲେ ଶଶୁି ଥରୁର
ଭୋଟ୍ ଦେଲେ ଶଶୁି ଥରୁର

କଂଗ୍ରେସର ସାଂସଦ ଶଶି ଥରୁର କେରଳର ଥିରୁଅନନ୍ତପୁରମରେ ଭୋଟ୍ ଦେଇଛନ୍ତି । ସେ କହିଛନ୍ତି, ‘ସକାଳ 10 ଟା ପରେ ମତଦାନ 20 ପ୍ରତିଶତ ଅଧିକ ରହିଛି, ଯାହା କେରଳ ପାଇଁ ଅସାଧାରଣ ଅଟେ। ଯେତେବେଳେ ଭୋଟିଂ ପ୍ରତିଶତ ବଢେ, ଜାଣିନେବା ଉଚିତ୍ କି UDF ଜିତିବ’ । 

12:19 April 06

ଦିନ 12ଟା ସୁଦ୍ଧା ଭୋଟିଂ ପ୍ରତିଶତ

ଦିନ 12ଟା ସୁଦ୍ଧା କେରଳରେ ମୋଟ 38.2 ପ୍ରତିଶତ, ପୁଡୁଚେରୀରେ 35.71 ପ୍ରତିଶତ, ତାମିଲନାଡୁରେ 22.92 ପ୍ରତିଶତ ଭୋଟିଂ ରହିଛି । 

11:56 April 06

ଏ.କେ ଆଣ୍ଟୋନି ଦେଲେ ଭୋଟ୍

ଏ.କେ ଆଣ୍ଟୋନି ଦେଲେ ଭୋଟ୍
ଏ.କେ ଆଣ୍ଟୋନି ଦେଲେ ଭୋଟ୍

କଂଗ୍ରେସ ନେତା ଏ.କେ ଆଣ୍ଟୋନି ଆଜି ଥିରୁଅନନ୍ତପୁରମର ଜଗତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି।

11:55 April 06

ଏଡାପାଦୀ କେ ପଲାନିସ୍ବାମୀ ଭୋଟ୍ ଦେଇଛନ୍ତି

ଏଡାପାଦୀ କେ ପଲାନିସ୍ବାମୀ ଭୋଟ୍ ଦେଇଛନ୍ତି

ତାମିଲନାଡୁ ମୁଖ୍ୟମନ୍ତ୍ରୀ  ଏଡାପାଦୀ କେ ପଲାନିସ୍ବାମୀ ଭୋଟ୍ ଦେଇଛନ୍ତି ।  ଇଦାପାଦିର ସିଲୁଭମ୍ପାଲାୟାମର  ମତଦାନ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।  

10:27 April 06

କେରଳର ଭୋଟିଂ ପ୍ରତିଶତ 18.5

ଦିନ 10ଟା ସୁଦ୍ଧା କେରଳରେ ଭୋଟିଂ ପ୍ରତିଶତ 18.5 % ରହିଛି । 

10:24 April 06

ଭୋଟ ଦେଲେ କାର୍ତ୍ତି ଚିଦାମ୍ବରମ

କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍ ସିଭଗଙ୍ଗା ଜିଲ୍ଲାର ତିରୁପଥୁର ନମ୍ବର-276 ମତଦାନ ବୁଥରେ ଭୋଟ୍ ଦେଇଛନ୍ତି ।

10:23 April 06

ଭୋଟ୍ ଦେଲେ ପୁଡୁଚେରୀର ଉପରାଜ୍ୟପାଳ ଡ଼ ତାମିଲାଇସାଇ

ଚେନ୍ନାଇର ଭିରୁଗାମବକ୍କାମରେ ଭୋଟ୍ ଦେଇଛନ୍ତି ତେଲେଙ୍ଗାନାର ରାଜ୍ୟପାଳ ତଥା ପୁଡୁଚେରୀର ଉପରାଜ୍ୟପାଳ ଡ଼ ତାମିଲାଇସାଇ । 

09:58 April 06

ଅଭିନେତା ଅଜିତ କୁମାର ଦେଲେ ଭୋଟ୍

ଅଭିନେତା ଅଜିତ କୁମାର ଦେଲେ ଭୋଟ୍
ଅଭିନେତା ଅଜିତ କୁମାର ଦେଲେ ଭୋଟ୍

ଭୋଟ୍ ଦେବା ପାଇଁ ଅଭିନେତା ଅଜିତ କୁମାର ଏବଂ ତାଙ୍କ ପତ୍ନୀ ଶାଲିନି ଥିରୁବନମିୟୁର ମତଦାନ ବୁଥରେ ପହଞ୍ଚିଛନ୍ତି ।

09:58 April 06

ଥାଲାପତି ବିଜୟ ଦେଲେ ଭୋଟ୍

ଥାଲାପତି ବିଜୟ ଦେଲେ ଭୋଟ୍
ଥାଲାପତି ବିଜୟ ଦେଲେ ଭୋଟ୍

ତାମିଲ ଅଭିନେତା ବିଜୟ, ଭେଲ୍ସ ଇଣ୍ଟରନ୍ୟାସନାଲ ପ୍ରି ସ୍କୁଲରେ ମତଦାନ ସାବ୍ୟସ୍ତ କରିଛନ୍ତି ।  

09:32 April 06

ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭମ୍ ଦେଲେ ଭୋଟ୍

ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭମ୍ ଦେଲେ ଭୋଟ୍
ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭମ୍ ଦେଲେ ଭୋଟ୍

ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭମ୍ ପେରିଆକୁଲମରେ ମତଦାନ ସାବ୍ୟସ୍ତ କରିଛନ୍ତି । ସେ କହିଛନ୍ତି, ‘ସମସ୍ତ ଏନଡିଏ ପ୍ରାର୍ଥୀ ନିଶ୍ଚିତ ଜିତିବେ। AIADMK କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବ ’ । 

09:32 April 06

ଦିନ 9ଟା 11 ସୁଦ୍ଧା ଭୋଟିଂ ପ୍ରତିଶତ

ଦିନ 9ଟା ସୁଦ୍ଧା ଭୋଟିଂ ପ୍ରତିଶତ କେରଳରେ 17.2, ତାମିଲନାଡୁରେ 13.8 , ପୁଡୁଚେରୀରେ 0.38 ପ୍ରତିଶତ ରହିଛି । 

09:13 April 06

ଭୋଟ୍ ଦେଲେ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ ବିଧାନସଭା ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି ପୂର୍ବତନ ସିଏମ୍ ତଥା କଂଗ୍ରେସ ନେତା ଭି.ନାରାୟଣସାମୀ । 

09:12 April 06

ରାଜନେତାଙ୍କ ଟଙ୍କା ବାଣ୍ଟିବା ନେଇ ବର୍ଷିଲେ କମଲ୍ ହାସନ

ଭୋଟ୍ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି କମଲ୍ ହାସନ । ରାଜନେତା ଟଙ୍କାବାଣ୍ଟିବା ନେଇ ବର୍ଷିଛନ୍ତି ହାସନ୍ । ସେ କହିଛନ୍ତି, ‘ପରବର୍ତ୍ତୀ କାର୍ଯ୍ୟ ହେଉଛି ଲୋକଙ୍କୁ କ୍ୟାସ୍ ଡିସଟ୍ରିବ୍ୟୁସନ ନେଇ ଶିକ୍ଷା ଦେବା । ଟଙ୍କା ବାଣ୍ଟିବା ସେମାନଙ୍କ ଜୀବନ ଏବଂ ଗଣତନ୍ତ୍ର ପାଇଁ  ବିପର୍ଯ୍ୟସ୍ତ । ରାଜନେତାଙ୍କ ଟଙ୍କା ଖର୍ଚ୍ଚ, ଲୋକଙ୍କ ମୁଣ୍ଡରେ ଦୋଷ ଲଦୁଛି ।   ଆମେ ଏହାକୁ ଗୁଣାତ୍ମକ କରିବାକୁ ଚେଷ୍ଟା କରୁଛୁ ’ । 

08:37 April 06

ପିନାରାଇ ବିଜୟନ୍ ଦେଲେ ଭୋଟ୍

ପିନାରାଇ ବିଜୟନ୍ ଦେଲେ ଭୋଟ୍

ଭୋଟ୍ ଦେବା ପାଇଁ କେରଳ ସିଏମ୍ ପିନାରାଇ ବିଜୟନ୍, ପିନାରାଇର ଏକ ମତଦାନ ବୁଥରେ ପହଞ୍ଚିଛନ୍ତି । 

08:36 April 06

ଡିଏମକେ ସଭାପତି ଏମ.କେ ଷ୍ଟାଲିନ ଦେଲେ ଭୋଟ୍

ଡିଏମକେ ସଭାପତି ଏମ.କେ ଷ୍ଟାଲିନ ଦେଲେ ଭୋଟ୍
ଡିଏମକେ ସଭାପତି ଏମ.କେ ଷ୍ଟାଲିନ ଦେଲେ ଭୋଟ୍

ଡିଏମକେ ସଭାପତି ଏମ.କେ ଷ୍ଟାଲିନ ଟେନାମ୍ପେଟରେ ଭୋଟ୍ ଦେଇଛନ୍ତି ।  ତାଙ୍କ ସହ  ପତ୍ନୀ ଦୁର୍ଗା ଏବଂ ପୁଅ ଉଦୟାନିଧି ଷ୍ଟାଲିନ ଉପସ୍ଥିତ ଅଛନ୍ତି ।  ଉଦୟାନିଧି ଷ୍ଟାଲିନ ମଧ୍ୟ ଚେପକ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । 

08:36 April 06

ଏନଆର କଂଗ୍ରେସ ମୁଖ୍ୟ ଏନ ରଙ୍ଗସ୍ବାମୀ ଦେଲେ ଭୋଟ୍

ଏନଆର କଂଗ୍ରେସ ମୁଖ୍ୟ ଏନ ରଙ୍ଗସ୍ବାମୀ ଆପା ପାଏଥିୟମ୍ ସ୍ବାମୀ ମନ୍ଦିର ପରିଦର୍ଶନ କରିଛନ୍ତି । ଏହାପରେ ସେ ଥିଲାସପେଟର ସରକାରୀ ବାଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି। ସେ ପୁଡୁଚେରୀର ଥାଟନଚାଭାଡି ଏବଂ ୟାନାମ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। 

07:54 April 06

ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ମୋଦିଙ୍କ ନିବେଦନ

  • Elections are taking place in Assam, Kerala, Puducherry, Tamil Nadu and West Bengal. I request the people in these places to vote in record numbers, particularly the young voters.

    — Narendra Modi (@narendramodi) April 6, 2021 " class="align-text-top noRightClick twitterSection" data=" ">

ଆଜି 5ଟି ରାଜ୍ୟରେ ନିର୍ବାଚନୀ ମତଦାନ । ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, ‘ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଛି। ମୁଁ ଏହି ସ୍ଥାନଗୁଡିକର ଲୋକଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରୁଛି, ବିଶେଷ କରି ଯୁବ ଭୋଟରଙ୍କୁ ଆଗେଇ ଆସିବାକୁ ନିବେଦନ କରୁଛି ’ । 

07:50 April 06

ପି. ଚିଦାମ୍ବରମ୍ ଦେଲେ ଭୋଟ୍

ପି. ଚିଦାମ୍ବରମ୍ ଦେଲେ ଭୋଟ୍
ପି. ଚିଦାମ୍ବରମ୍ ଦେଲେ ଭୋଟ୍

କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍ ସିଭଗଙ୍ଗା ଜିଲ୍ଲାର କାନ୍ଦାନୁରର ଚିତ୍ତ ଆଚି ମେମୋରିଆଲ୍ ହାଇସ୍କୁଲରେ ମତଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି,  ତାମିଲନାଡୁର ଲୋକେ ପରିବର୍ତ୍ତନ ଚାହାଁନ୍ତି ତେଣୁ ଆମର ଧର୍ମନିରପେକ୍ଷ ପ୍ରଗତିଶୀଳ ମିଳିତ ମଞ୍ଚ ନିଶ୍ଚିତ ବିଜୟ ପାଇଁ ପ୍ରସ୍ତୁତ ରହିଛି । 

07:39 April 06

ଭୋଟ୍ ଦେଲେ ରଜନୀକାନ୍ତ

ଭୋଟ୍ ଦେଲେ ରଜନୀକାନ୍ତ

ଅଭିନେତା ରଜନୀକାନ୍ତ ଥାଉଜେଣ୍ଟଲାଇଟ୍ ନିର୍ବାଚନମଣ୍ଡଳୀର ଷ୍ଟେଲା ମାରିସରେ ଏକ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି । 

07:39 April 06

ଭୋଟ୍ ଦେଲେ କମଲ ହାସନ

ଭୋଟ୍ ଦେବା ପାଇଁ  ଅପେକ୍ଷା କରିଛନ୍ତି ବେଳେ ମକ୍କାଲ୍ ନିଧି ମାୟାମ ମୁଖ୍ୟ କମଲ ହାସନ ।  ତାଙ୍କ ସହ ଝିଅ ଶ୍ରୁତି ହାସନ ଏବଂ ଅକ୍ଷରା ହାସନ ମଧ୍ୟ ଧାଡିରେ ଛିଡା ହୋଇଛନ୍ତି। 

07:15 April 06

‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ୍ ଦେଲେ ଭୋଟ୍

‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ୍ ଦେଲେ ଭୋଟ୍
‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ୍ ଦେଲେ ଭୋଟ୍

‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ୍ କେରଳ ପୋନ୍ନାନିର ଏକ  ମତଦାନ ବୁଥରେ ଭୋଟ୍ ଦେଇଛନ୍ତି । ବିଡେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଇ ଶ୍ରୀଧରନ୍ । ଏହି ଅବସରରେ ସେ କହିଛନ୍ତି, ଚଳିତ ଥର ବିଜେପି ଏକ ପ୍ରଭାବଶାଳୀ ପ୍ରଦର୍ଶନ କରିବ, ଏଥିରେ କୌଣସି ସନ୍ଦେହ ନାହିଁ । ମୁଁ ପାଲାକଡ ନିର୍ବାଚନମଣ୍ଡଳୀରୁ ଏକ ବଡ଼ ବ୍ୟବଧାନରେ ଜିତିବି । ମୋର ବିଜେପିରେ ପ୍ରବେଶ ଦଳକୁ ଏକ ଭିନ୍ନ ଚିତ୍ର ଦେଇଛି । 

06:57 April 06

ପୁଡୁଚେରୀର ଆଜି ଭାଗ୍ୟନିର୍ଦ୍ଧାରଣ କରିବେ ମତଦାତା

ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଗଣନା ଆରମ୍ଭ ହୋଇଛି,  30 ଟି ନିର୍ବାଚନମଣ୍ଡଳୀରେ 324 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। 30 ଟି ବିଧାନସଭା ଆସନ ମଧ୍ୟରୁ 5 ଟି ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ । ପ୍ରଚାର ଶେଷ ହେବା ପରେ ଉଭୟ ଏନଡିଏ ଏବଂ କଂଗ୍ରେସ ପୁଡୁଚେରୀରେ ସରକାର ଗଠନ କରିବେ ବୋଲି ଆତ୍ମବିଶ୍ବାସ ପ୍ରକାଶ କରିଛନ୍ତି। ପ୍ରଚାର ସମୟରେ ରାହୁଲ ଗାନ୍ଧୀ କଂଗ୍ରେସର ଆଭିମୁଖ୍ୟ ନେଇ ପ୍ରଚାର  କରିଥିବାବେଳେ ବିଜେପିର ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କ ଏକ ଉଚ୍ଚସ୍ତରୀୟ ସମାବେଶ ଦେଖିବାକୁ ମିଳିଥିଲା। ଅଭିନେତା-ରାଜନେତା କମଲ ହାସନ ମଧ୍ୟ ପୁଡୁଚେରୀରେ ତାଙ୍କ ଦଳ ପାଇଁ ପ୍ରଚାର କରିଥିଲେ।

06:57 April 06

କେରଳରେ ଆଜି 2 କୋଟି ଲୋକ ଦେବେ ଭୋଟ୍

ନିର୍ବାଚନ ଆୟୋଗ ଅନୁଯାୟୀ, କେରଳର ମୋଟ 2,67,31,509 ଭୋଟର ଅଛନ୍ତି। ଏହା ମଧ୍ୟ ମନେ ରଖିବା ଉଚିତ ଯେ ମହିଳା ଭୋଟର ପୁରୁଷଙ୍କ ତୁଳନାରେ ଅଧିକ। ମହିଳା 1,37,79,263 ଭୋଟର ଥିବାବେଳେ କେରଳର ଭୋଟର ତାଲିକାରେ କେବଳ 1,29,52,025 ପୁରୁଷ ଏବଂ 221 କିନ୍ନର ଅଛନ୍ତି। କେରଳର 2.74 କୋଟି ଜନଚା 140ଟି ଆସନ ପାଇଁ 957 ପ୍ରାର୍ଥୀଙ୍କ ଭାଗ୍ୟନିରୂପଣ ଆଜି । 

06:22 April 06

ତାମିଲନାଡୁରେ ଆଜି ବିଧାନସଭା ନିର୍ବାଚନ ପାଇଁ ମତଦାନ

ଦେଶବାସୀଙ୍କ ନଜର ଆଜି ତାମିଲନାଡୁ ଉପରେ ରହିବ । ମତଦାନ ପରେ କିଛିଟା ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ତେବେ ଏଆଇଏଡିଏମକେ ହ୍ୟାଟ୍ରିକ୍ ମାରିବ ନା ରାଜ୍ୟରେ ଏକ ଦଶନ୍ଧୀ ପରେ ଡିଏମକେ ପୁଣି ଫେରିବ, ସେ ନେଇ ସମସ୍ତଙ୍କ ନଜର ରହିବ । 6.28 କୋଟି ମତଦାତା ରାଜ୍ୟରେ  3998 ପ୍ରାର୍ଥୀଙ୍କ ମଧ୍ୟରୁ 234 ଜଣଙ୍କୁ ବାଛିବେ । ଏହି ନିର୍ବାଚନରେ ​​ସିଏମ ପାଲାନିସ୍ବାମୀ, ଉପମୁଖ୍ୟମନ୍ତ୍ରୀ  ଓ. ପନ୍ନିରସେଲଭମ ଏବଂ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ସମେତ କମଲ ହାସନ ଓ ବିଜେପି ମୁଖ୍ୟ ଏଲ୍ ମୁରଗନଙ୍କ ଭଳି ପ୍ରମୁଖ ଚେହେରାକୁ ଦେଖିବାକୁ ମିଳିବ । 

Last Updated : Apr 6, 2021, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.