ETV Bharat / bharat

ଚାନ୍ଦିପୁରରୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ - ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍‌ ମିସାଇଲ୍ (VL-SRSAM)ର ସଫଳ ପରୀକ୍ଷଣ । ଏହାକୁ ନେଇ DRDO ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

ଚାନ୍ଦିପୁରରୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

author img

By

Published : Jun 24, 2022, 3:44 PM IST

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍‌ ମିସାଇଲ୍ (VL-SRSAM)ର ସଫଳ ପରୀକ୍ଷଣ କରାଯାଇଛି । ଏହାକୁ ନେଇ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ସୂଚନା ଦିଆଯାଇଛି । ଏହି ସର୍‌ଫେସ୍‌ ଟୁ ଏୟାର ମିସାଇଲ ଭାରତୀୟ ନୌସେନା ପକ୍ଷରୁ ପରୀକ୍ଷଣ କରାଯାଇଛି ।

  • Congratulations to DRDO, Indian Navy & the industry for the successful flight test of Vertical Launch Short Range Surface to Air Missile off the coast of Chandipur, Odisha. This success will further enhance the defence capability of Indian Naval Ships against the aerial threats. pic.twitter.com/ltkUyhm0iR

    — Rajnath Singh (@rajnathsingh) June 24, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ DRDOକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "DRDO, ଭାରତୀୟ ନୌସେନାକୁ ସର୍‌ଫେସ୍‌ ଟୁ ଏୟାର ମିସାଇଲର ସଫଳ ପରୀକ୍ଷଣ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି । ଓଡ଼଼ିଶାର ଚାନ୍ଦିପୁର ଘାଟିରେ ହୋଇଥିବା ଏହି ମିସାଇଲ ପ୍ରତିରକ୍ଷା ବାହିନୀକୁ ମଜଭୁତ କରିବା ସହ ନୌସେନାକୁ ଆକାଶ ମାର୍ଗରୁ ମାଡି଼ ଆସୁଥିବା ବିଭିନ୍ନ ଆକ୍ରମଣରୁ ରକ୍ଷା କରିବ ।"

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.