ETV Bharat / bharat

ଘୁଞ୍ଚିଲା ସିଭିଲ ସର୍ଭିସ ପରୀକ୍ଷା - ସିଭିଲ ସର୍ଭିସ ପରୀକ୍ଷା

ସଂଘ ଲୋକସେବା ଆୟୋଗ(UPSC) ପକ୍ଷରୁ ଆୟୋଜିତ ସିଭିଲ ସର୍ଭିସ ପରୀକ୍ଷା 2021କୁ ଘୁଞ୍ଚାଇ ଦିଆଯାଇଛି । ଏବେ ଏହି ପରୀକ୍ଷା 10 ଅକ୍ଟୋବର 2021ରେ ଆୟୋଜିତ ହେବ । ଅଧିକ ପଢନ୍ତୁ...

ଘୁଞ୍ଚିଲା ସିଭିଲ ସର୍ଭିସ ପରୀକ୍ଷା
ଘୁଞ୍ଚିଲା ସିଭିଲ ସର୍ଭିସ ପରୀକ୍ଷା
author img

By

Published : May 13, 2021, 3:03 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣର ଭୟାବହତାକୁ ଦେଖି ସଂଘ ଲୋକସେବା ଆୟୋଗ(UPSC) ପକ୍ଷରୁ ଆୟୋଜିତ ସିଭିଲ ସର୍ଭିସ ପରୀକ୍ଷା 2021କୁ ଘୁଞ୍ଚାଇ ଦିଆଯାଇଛି । ଏବେ ଏହି ପରୀକ୍ଷା 10 ଅକ୍ଟୋବର 2021ରେ ଆୟୋଜିତ ହେବ ।

3ଟି ପର୍ଯ୍ୟାୟ ଯଥା ପ୍ରିଲିମ, ମେନ୍‌ ଓ ସାକ୍ଷାତକାର ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ଆୟୋଜିତ କରିଥାଏ ୟୁପିଏସସି । ଏହି ପରୀକ୍ଷା ଜରିଆରେ ଭାରତୀୟ ପ୍ରଶାସନିକ ସେବା(IAS), ଭାରତୀୟ ବୈଦେଶିକ ସେବା(IFS) ଓ ଭାରତୀୟ ପୋଲିସ ସେବା (IPS) ଅଧିକାରୀଙ୍କୁ ଚୟନ କରାଯାଏ ।

ୟୁପିଏସସି ପକ୍ଷରୁ ସୂଚନା ଜାରି କରି କୁହାଯାଇଛି, କୋରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆୟୋଗ 2021 ଜୁନ୍ 27ରେ ହେବାକୁ ଥିବା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷାକୁ ସ୍ଥଗିତ ରଖିଛି । ବର୍ତ୍ତମାନ ଏହି ପରୀକ୍ଷା 10 ଅକ୍ଟୋବର, 2021ରେ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.