ETV Bharat / bharat

UP assembly polls: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ଦିଦି

author img

By

Published : Feb 8, 2022, 12:27 PM IST

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଖିଳେଶ କହିଲେ ଆମେ ନିଶ୍ଚିତ କ୍ଷମତାକୁ ଫେରିବୁ । ଅଧିକ ପଢନ୍ତୁ

ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ଦିଦି
ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ଦିଦି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ଟିଏମସି ମୁଖ୍ୟ ତଥା ରଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଆଜି ଲକ୍ଷ୍ନୌରେ ପହଞ୍ଚିଛନ୍ତି । ଅଖିଳେଶ ମମତାଙ୍କୁ ସ୍ବାଗତ କରିବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଅଖିଳେଶ କହିଛନ୍ତି ଦିଦିଙ୍କୁ ଏହା ମୋର ପ୍ରତିଶ୍ରୁତି ଯେ ଆମେ ରାଜ୍ୟରେ କ୍ଷମତା ହାସଲ କରି ସରକାର ଗଠନ କରିବୁ ।

  • बंगाल में मिलकर हराया था अब यूपी में हराएंगे
    दीदी से अपना वादा है हम फिर जीतकर आएंगे

    यूपी में दीदी का हार्दिक स्वागत एवं अभिनंदन! pic.twitter.com/ItWn9g7B2W

    — Akhilesh Yadav (@yadavakhilesh) February 7, 2022 " class="align-text-top noRightClick twitterSection" data=" ">

ସେହିପରି ଆସନ୍ତାକାଲି (ଫେବୃଆରୀ 8) ରେ ଅଖିଳେଶ ଯାଦବଙ୍କ ସହ ମିଳିତ ସମାବେଶକୁ ସମ୍ବୋଧିତ କରିବେ ମମତା ବାନାର୍ଜୀ । ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ଅଖିଳେଶ ଯାଦବଙ୍କ ସହ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.