ETV Bharat / bharat

ଆଜି କେନ୍ଦ୍ର କ୍ୟାବିନେଟ ବୈଠକ

ଆଜି କେନ୍ଦ୍ର କ୍ୟାବିନେଟ ବୈଠକ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ..

author img

By

Published : Feb 24, 2021, 10:10 AM IST

କେନ୍ଦ୍ର କ୍ୟାବିନେଟ ବୈଠକ
କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ ବୈଠକ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି । ସମୟ 10ଟା30ରେ ଭର୍ଚୁଆଲ ଜରିଆରେ ବୈଠକ ଆରମ୍ଭ ହେବ । ବୈଠକରେ କେଉଁ ଏଜେଣ୍ଡା ବିଷୟ ଉପରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନାହିଁ । ଫେବ୍ରୃଆରୀ 17ରେ ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ଆର୍ଥିକ କ୍ଷମତାର ପୁଞ୍ଜି କ୍ରୟ ଅଧୀନରେ 200 କୋଟି ଟଙ୍କା ପର୍ଯ୍ୟନ୍ତ ଅନୁମୋଦନ କରିଛି କ୍ୟାବିନେଟ ।

ଆଗାମୀ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଚୂଡାନ୍ତ କରିବାକୁ ଭାରତ ନିର୍ବାଚନ ଆୟୋଗଙ୍କୁ ଭେଟିବା ପାଇଁ କ୍ୟାବିନେଟରେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.