ନୂଆଦିଲ୍ଲୀ: ଆସନ୍ତା ଜୁନ ମାସରେ ହେବ ୟୁଜିସି-ନେଟ ପରୀକ୍ଷା (Universal Grant Commission- National Eligibility test) । ଚଳିତ ବର୍ଷ ଜୁନ ମାସର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରବେଶିକା ପରୀକ୍ଷା ହେବ । ଏନେଇ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର ଗତକାଲି (ରବିବାର) ସୂଚନା ଦେଇଛନ୍ତି ।
-
For the merged cycles of December 2021 and June 2022, the next UGC-NET will be conducted in first/second week of June 2022. The exact schedule will be announced once NTA finalizes the dates. pic.twitter.com/nmkkfxjsoW
— Mamidala Jagadesh Kumar (@mamidala90) April 10, 2022 " class="align-text-top noRightClick twitterSection" data="
">For the merged cycles of December 2021 and June 2022, the next UGC-NET will be conducted in first/second week of June 2022. The exact schedule will be announced once NTA finalizes the dates. pic.twitter.com/nmkkfxjsoW
— Mamidala Jagadesh Kumar (@mamidala90) April 10, 2022For the merged cycles of December 2021 and June 2022, the next UGC-NET will be conducted in first/second week of June 2022. The exact schedule will be announced once NTA finalizes the dates. pic.twitter.com/nmkkfxjsoW
— Mamidala Jagadesh Kumar (@mamidala90) April 10, 2022
୨୦୨୧ ଡିସେମ୍ବର ଟର୍ମ ଓ ଚଳିତ ବର୍ଷର ଜୁନ୍ ଟର୍ମକୁ ମିଶାଇ ଦୁଇଟି ଟର୍ମର ପ୍ରବେଶିକା ପରୀକ୍ଷା ଏକା ସାଙ୍ଗରେ କରାଯିବ । ତେବେ ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ NTA (National Testing Agency) ତରଫରୁ ପରୀକ୍ଷା ତାରିଖ ନେଇ ସବିଶେଷ ସୂଚୀ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଟ୍ବିଟ କରି କହିଛନ୍ତି ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର ।
@ANI