ETV Bharat / bharat

ତାମିଲନାଡୁ ଫଳାଫଳ: ଭୋଟ ଗଣତି କେନ୍ଦ୍ରରେ ପହଞ୍ଚିଲେ ଷ୍ଟାଲିନ

author img

By

Published : May 2, 2021, 10:05 AM IST

ଭୋଟ ଗଣତି କେନ୍ଦ୍ର ନିକଟରେ ପହଞ୍ଚିଲେ ଚେପକ ବିଧାନ ସଭା ଆସନର ପ୍ରାର୍ଥୀ ଉଦ୍ଧାୟନିଧି ଷ୍ଟାଲିନ । ଚେପକ ବିଧାନ ସଭା ଆସନରେ ଡିଏମକେ ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ଉଦ୍ଧାୟନିଧି ଷ୍ଟାଲିନ । ଅଧିକ ପଢ଼ନ୍ତୁ...

ତାମିଲନାଡ଼ୁ ନିର୍ବାଚନ: ଭୋଟ ଗଣତି କେନ୍ଦ୍ରରେ ପହଞ୍ଚିଲେ ଷ୍ଟାଲିନ

ଚେନ୍ନାଇ: ଭୋଟ ଗଣତି କେନ୍ଦ୍ର ନିକଟରେ ପହଞ୍ଚିଲେ ଚେପକ ବିଧାନ ସଭା ଆସନର ପ୍ରାର୍ଥୀ ଉଦ୍ଧାୟନିଧି ଷ୍ଟାଲିନ । ଚେପକ ବିଧାନ ସଭା ଆସନରେ ଡିଏମକେ ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ଉଦ୍ଧାୟନିଧି ଷ୍ଟାଲିନ । ସ୍ଥାନୀୟ କୁଇନ୍ସ ମାରୀ କଲେଜରେ ଜାରି ରହିଛି ଭୋଟ ଗଣତି । ଉଦ୍ଧାୟନିଧି ଷ୍ଟାଲିନଙ୍କ ସହ ତାଙ୍କ କିଛି ସମର୍ଥକ ମଧ୍ୟ ରହିଛନ୍ତି ।

ବର୍ତ୍ତମାନ ଏଆଇଡିଏମକେ ତାମିଲନାଡ଼ୁରେ 8ଟି ଆସନରେ ଆଗୁଆ ରହିଛି । ସେହିଭଳି ଡିଏମକେ ଗୋଟିଏ ବିଧାନସଭା ଆସନରେ ଆଗୁଆ ରହିଛି । ପିଏମକେ ମଧ୍ୟ ଦୁଇଟି ବିଧାନସଭା ଆସନରେ ଆଗୁଆ ରହିଛି ।

ସେପଟେ କନ୍ୟାକୁମାରୀ ଲୋକସଭା ଆସନରୁ କଂଗ୍ରେସ ଦଳ ଆଗୁଆ ରହିଛି । ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ପି.ବସନ୍ତ ଆଗୁଆ ରହିଛନ୍ତି । ଆଜି (ରବିବାର) ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । କୋରୋନା ଗାଇଡଲାଇନ ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.