ETV Bharat / bharat

ମାଓବାଦୀଙ୍କ IED ବିସ୍ପୋରଣ, 2 କୋବ୍ରା ଯବାନ ଆହତ

ଆଜି ମାଓ ପ୍ରଭାବିତ ଲୋହାରଦାଗର ବୁଲବୁଲ ପେଶାରାର ଅଞ୍ଚଳରେ ଆଇଇଡି ବିସ୍ପୋରଣରେ 2 ଜଣ କେନ୍ଦ୍ରୀୟ ସୁରକ୍ଷାବଳ (କୋବ୍ରା) ବାହିନୀର ଯବାନ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

CoBra Jawan
CoBra Jawan
author img

By

Published : Feb 11, 2022, 5:01 PM IST

ଲୋହାରଦାଗ: ଝାଡଖଣ୍ଡ ଲୋହାରଦାଗ ଅଞ୍ଚଳରେ ଜାରି ରହିଛି ଲାଲବାହିନୀର ତାଣ୍ଡବ । ପୁଣି ଥରେ ସୁରକ୍ଷାବଳଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ ।

ଆଜି ମାଓ ପ୍ରଭାବିତ ଲୋହାରଦାଗର ବୁଲବୁଲ ପେଶାରାର ଅଞ୍ଚଳରେ ଲାଲବାହୀନି ଆଇଇଡି(IED) ବିଝାଇଥିଲେ । ଏହି ଆଇଇଡି ବିସ୍ପୋରଣରେ 2 ଜଣ କେନ୍ଦ୍ରୀୟ ସୁରକ୍ଷାବଳ (କୋବ୍ରା) ବାହିନୀର ଯବାନ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଅଧିକରୁ ଅଧିକ ଝାଡଖଣ୍ଡ ପୋଲିସ ଓ CRPF ଯବାନ ଯାଇ ମାଓ କ୍ୟାମ୍ପ ଧ୍ବଂସ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଅନ୍ୟପଟେ 2 ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ସ୍ଥିତ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.