ETV Bharat / bharat

ବଢୁଛି ଆତଙ୍କୀଙ୍କ ଉତ୍ପାତ, ପୁଣି ୨ ସାଧାରଣ ନାଗରିକଙ୍କୁ ହତ୍ଯା

author img

By

Published : Oct 17, 2021, 7:38 AM IST

ସୀମାରେ ବଢିଚାଲିଛି ଆତଙ୍କୀଙ୍କ ଉତ୍ପାତ । କାଶ୍ମୀର ଦୁଇ ପୃଥକ ପୃଥକ ଘଟଣାରେ ଆତଙ୍କୀ ଗୁଳିରେ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ପୁଣି ୨ ସାଧାରଣ ନାଗରିକଙ୍କୁ ହତ୍ଯା
ପୁଣି ୨ ସାଧାରଣ ନାଗରିକଙ୍କୁ ହତ୍ଯା

ଶ୍ରୀନଗର: ସୀମାରେ ବଢିଚାଲିଛି ଆତଙ୍କୀଙ୍କ ଉତ୍ପାତ । କେତେବେଳେ ସୁରକ୍ଷାକର୍ମୀ ତ ପୁଣି କେତେବେଳେ ସାଧାରାଣ ନାଗରିକଙ୍କ ଉପରେ ଗୁଳିମାଡ କରୁଛନ୍ତି ଆତଙ୍କୀ । କାଶ୍ମୀର ଦୁଇ ପୃଥକ ପୃଥକ ଘଟଣାରେ ଆତଙ୍କୀ ଗୁଳିରେ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

  • I strongly condemn the brutal killings of Arvind Kumar Shah and Sagir Ahmad by terrorists. My heartfelt condolences to the families who have lost their loved ones. UT Govt stands in solidarity with the bereaved families in this hour of grief.

    — Office of LG J&K (@OfficeOfLGJandK) October 16, 2021 " class="align-text-top noRightClick twitterSection" data=" ">

ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କୀମାନେ ଜଣ ଗୁପଚୁପ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି । ମୃତ ଜଣକ ହେଲେ ଅରବିନ୍ଦ କୁମାର ଶହ ସେ ବିହାର ବାସିନ୍ଦା । ଅନ୍ୟପଟେ ପୁଲୱାମାରେ ଜଣେ ଶ୍ରମିକଙ୍କୁ ଆତଙ୍କୀମାନେ ହତ୍ୟା କରିଛନ୍ତି । ତାଙ୍କ ନାମ ସଜିର । ସେ ଉତ୍ତରପ୍ରଦେଶର ସହାରନମୁନ ଜିଲ୍ଲା ବାସିନ୍ଦା । ସେ ସେଠାକାର ସ୍ଥାନୀୟ ମିଲରେ କାଠ କାରିଗର ଭାବରେ କାମ କରୁଥିଲେ ।

  • Strongly condemn today’s attack on a street vendor who sadly succumbed. Such unfortunate incidents only reinforce the immediate need to reach out to the people of J&K by initiating a constructive dialogue.

    — Mehbooba Mufti (@MehboobaMufti) October 16, 2021 " class="align-text-top noRightClick twitterSection" data=" ">

ଭଭୟ ଘଟଣାରେ ପୋଲିସ ସମ୍ପୃକ୍ତ ଅଞ୍ଚଳକୁ ସିଲ କରିଦେବା ସହ ଆତଙ୍କୀଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି । ଗତ ଦୁଇ ସପ୍ତାହରେ ସାଧାରଣ ନାଗରିକଙ୍କୁ ଆତଙ୍କୀବାମାନେ ହତ୍ୟା କରିବାର ଏହା ୯ମ ଘଟଣା । ଗତ ଅକ୍ଟୋବର ୭ରେ ଇଦଗାହ ଅଞ୍ଚଳରେ ଆତଙ୍କୀମାନେ ଦୁଇଜଣ ଶିକ୍ଷକଙ୍କୁ ହତ୍ୟା କରିଥିଲେ । ସେହପରି ୫ ତାରିଖରେ ବାନ୍ଦିପୋରା ଅଞ୍ଚଳରେ ୩ଜଣ ନାଗରିକଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଏହି ଘଟଣାକୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ତୀବ୍ର ନିନ୍ଦା କରିଛନ୍ତି ।

  • Perpetrators of these heinous attacks will be punished soon. We have intensified our efforts to crush terrorists & their ecosystem.They will have to pay a very heavy price for killing innocent civilians.I urge people to speak in one voice & join hands in the fight against terror.

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.