ETV Bharat / bharat

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ at 3pm

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 3, 2022, 3:10 PM IST

୧. ଲଢୁଆ ହେଲିକପ୍ଟର LCH ପ୍ରଚଣ୍ଡରେ ଉଡିଲେ ରାଜନାଥ

ସ୍ବଦେଶୀ ନିର୍ମିତ ହାଲୁକା ତଥା ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର LCHକୁ ଆଜି ଭାରତୀୟ ବାୟୁସେନାରେ ସାମିଲ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

୨. ଉତ୍ତରପ୍ରଦେଶରେ ଜଳିଗଲା ଦୁର୍ଗାପୂଜା ମଣ୍ଡପ: 5 ମୃତ, 60ରୁ ଊର୍ଦ୍ଧ୍ବ ଆହତ

ଉତ୍ତରପ୍ରଦେଶ ଭଦୋହି ଜିଲ୍ଲାରେ ସର୍ଟ ସର୍କିଟରୁ ଜଳିଗଲା ଦୁର୍ଗା ମଣ୍ଡପ । ୨ ଶିଶୁଙ୍କ ସମେତ 5 ଶ୍ରଦ୍ଧାଳୁ ମୃତ ।

୩. କୋଲକାତାରେ ହିନ୍ଦୁ ମହାସଭାର ବିବାଦୀୟ ଦୁର୍ଗା ମେଢ, ମହିଷାସୁରଙ୍କ ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତି

କୋଲକାତାରେ ହିନ୍ଦୁ ମହାସଭାର (Hindu Mahasabha) ବିବାଦୀୟ ଦୁର୍ଗା ମେଢ ।

୪. ବାଜିଲା ବିଗୁଲ, ନଭେମ୍ବର 3ରେ ଧାମନଗର ଉପନିର୍ବାଚନ

ନଭେମ୍ବର 3ରେ ଧାମନଗର ଉପନିର୍ବାଚନ ହେବ । ଅକ୍ଟୋବର 7ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନଭେମ୍ବର 6ରେ ପ୍ରକାଶ ପାଇବ ଫଳ ।

୫. STF ହାତରେ ନାୟକ ଗ୍ୟାଙ୍ଗର ନେଟୱାର୍କ, ୩ ଦିନରେ ୩ ଗିରଫ

STF ଟିମ ହାତରେ ନିଶା ବେପାରୀଙ୍କ ବଡ ଗ୍ୟାଙ୍ଗ୍‌ । ୩ ଦିନରେ ୩ ଜଣଙ୍କୁ ଗିରଫ କଲା ଏସଟିଏଫ ଟିମ । ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ।

୬. କଏଦୀଙ୍କୁ ରୋଜଗାରକ୍ଷମ କରୁଛି ସାଗର ସେଣ୍ଟ୍ରାଲ ଜେଲ

ମଧ୍ୟପ୍ରଦେଶର ସାଗର ସେଣ୍ଟ୍ରାଲ ଜେଲରେ କଏଦୀ ମାନେ ହ୍ୟାଣ୍ଡଲୁମ୍ ସେଣ୍ଟରରେ କଟନ ଓ ଖଦୀରେ ବସ୍ତ୍ର ତିଆରି କରିବାର କୌଶଳ ଶିଖିବା ସହିତ ରୋଜଗାର କ୍ଷମ ହୋଇପାରିଛନ୍ତି ।

୭. ଗାନ୍ଧୀଙ୍କ ବାର୍ତ୍ତା ନେଇ ସାମ୍ପ୍ରଦାୟିକ ସଦଭାବନା ଅଭିଯାନ ଆରମ୍ଭ

ବିଶ୍ଵାମିତ୍ର ଜନସେବା ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଛି ସାମ୍ପ୍ରଦାୟିକ ସଦଭାବନା ଅଭିଯାନ ।

୮. ମଣ୍ଡପରେ ମହାଷ୍ଟମୀ, ଚାନ୍ଦିନୀଚୌକ ପୂଜା ମଣ୍ଡପରେ ମହିଳା ଭକ୍ତଙ୍କ ଭିଡ

ଆଜି ହେଉଛି ପବିତ୍ର ମହାଷ୍ଟମୀ । ପୂଜକଙ୍କ ପୂଜା ପାଠରେ ପ୍ରକମ୍ପିତ ହେଉଛି କଟକ ସହରର ସମସ୍ତ ପୂଜା ମଣ୍ଡପ ।

୯. ସାବରମତି ଆଶ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସାବରମତି ଆଶ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟ ଅର୍ପଣ କରି ଦେଲେ ଶ୍ରଦ୍ଧାଞ୍ଜଳି । ଆଶ୍ରମ ପରିଦର୍ଶନ କରିବା ସହ ବୁଲାଇଲେ ଚରଖା ।

୧୦. ବିମାନ ବନ୍ଦରରେ କରୀନା କପୁରଙ୍କୁ ହଇରାଣ କଲେ ଫ୍ୟାନ୍ସ, ଭିଡିଓ ଭାଇରାଲ

ନିକଟରେ କରୀନା କପୁର ଖାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଏକ ଧଳା ପୋଷାକରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.