ETV Bharat / bharat

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 8, 2022, 3:09 PM IST

୧. Mithali Announced Retirement: ସମାପ୍ତ ହେଲା ୨୩ବର୍ଷର କ୍ରିକେଟ କ୍ୟାରିଅର୍, ସବୁ ଫର୍ମାଟରୁ ଅବସର କଲେ ମିତାଲି

କ୍ରିକେଟ ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କଲେ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଧିନାୟିକା ମିତାଲି ରାଜ ।

୨. ମରୁଡି ସହାୟତା ଦାବିରେ ଗର୍ଜିଲେ ଚାଷୀ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ବିଭିନ୍ନ ସମସ୍ୟା ଓ ମରୁଡି ସହାୟତା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧରଣା ଦେଇଛନ୍ତି ଶତାଧିକ ଚାଷୀ ।

୩. ବସରେ ନାବାଳିକାକୁ ଗଣଦୁଷ୍କର୍ମ, 2 ଗିରଫ

ବିହାର ପଶ୍ଚିମ ଚମ୍ପାରଣରେ ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି ହୋଇଛି । ବସରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।

୪. Odisha Assembly Speaker Election: ଆସନ୍ତା 13ରେ ବାଚସ୍ପତି ନିର୍ବାଚନ

ଆସନ୍ତା ଜୁନ 13ରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ । ବିଧାନସଭାର ସଚିବାଳୟ ପକ୍ଷରୁ ସୂଚନା ।

୫. ସୁନା ପରେ ଏବେ ବିହାରରେ ମିଳିଛି ପେଟ୍ରୋଲର ସନ୍ଧାନ

ବକ୍ସର ଗଙ୍ଗା ଅବବାହିକା ଅଞ୍ଚଳ ଓ ସମସ୍ତିପୁରାରେ ପେଟ୍ରୋଲ ଥିବା ନେଇ ମିଳିଛି ସୂଚନା ।

୬. ବାୟା କଲା Pubg: ମା’କୁ ହତ୍ୟା କରି ଘରେ 3ଦିନ ଲୁଚାଇ ରଖିଲା 16 ବର୍ଷୀୟ ପୁଅ

ପବଜି ଗେମ୍ ପାଇଁ ହତ୍ୟାକାରୀ ସାଜିଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଆଇଜି (PGI area of ​​Lucknow) ଅଞ୍ଚଳରେ ।

୭. ଏକାମ୍ର ହାଟରେ ଜମିବ ରଜ ଉତ୍ସବ: ପୁଚି ଖେଳ ସହ ବାସିବ ପିଠାର ମହକ

ଏକାମ୍ର ହାଟରେ ପ୍ରୟାସ ପକ୍ଷରୁ ଅନୁଷ୍ଠିତ ହେବ ରଜ ଉତ୍ସବ । କୋରୋନା ପାଇଁ ଦୁଇ ବର୍ଷ ହେବ ଏହି ମହୋତ୍ସବ ବନ୍ଦ ଥିବା ବେଳେ ଚଳିତ ବର୍ଷ ୧୪ ୧୫ ଏବଂ ୧୬ ତିନି ଦିନ ଚିଲିବ ।

୮. ମହାନଦୀରେ ଫସିଛନ୍ତି ଦୁଇ ହାତୀ, ନଜର ରଖିଛି ବନ ବିଭାଗ

ନଦୀ ପାର ହେଉଥିବା ବେଳେ ମହାନଦୀରେ ଫସିଲେ ଦୁଇ ହାତୀ ।

୯. ICC Ranking: ମିଥାଲିଙ୍କ ସ୍ଥାନ ସ୍ଥିର, ନବମରେ ସ୍ମୃତି

ପ୍ରକାଶ ପାଇଛି ସଦ୍ୟତମ ମହିଳା ଦିନିକିଆ ତାଲିକା । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ପ୍ରକାଶିତ ମହିଳା ଦିନିକିଆ ରାଙ୍କିଙ୍ଗରେ ଭାରତୀୟ ତାରକା ମିଥାଲି ରାଜ ପୂର୍ବପରି ସପ୍ତମ ସ୍ଥାନରେ ରହିଥିବାବେଳେ ସ୍ମୃତି ମାନ୍ଧନା ନବମ ସ୍ଥାନରେ ରହିଛନ୍ତି ।

୧୦. ବେବିମୁନରୁ ଫେରି ଭିଡିଓ ସେୟାର କଲେ ସୋନମ କପୁର

ସୋନମ କପୁର ସ୍ୱାମୀ ଆନନ୍ଦ ଅହୁଜାଙ୍କ ସହ ବେବିମୁନରେ ଯାଇଥିଲେ ଏବଂ ବର୍ତ୍ତମାନ ଅଭିନେତ୍ରୀ ଫେରି ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.