1.STATE CORONA;ଦିନକରେ 3456 ପଜିଟିଭ ଚିହ୍ନଟ
2.ଆଜି କେନ୍ଦ୍ର କ୍ୟାବିନେଟ ବୈଠକ
ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିନ 11ଟାରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ ।
3.ଅଜା ଘରୁ ଆସେ ବକୁଳ କାଠ, ଶ୍ରୀଅଙ୍ଗରେ ଲାଗେ ସେନାପଟା ବାହୁଟ
4.International Olympic Day; ବିଶ୍ବର ସବୁଠୁ ବଡ କ୍ରୀଡା ପ୍ରତିଯୋଗିତା ଅଲମ୍ପିକ
5.+2 ପ୍ରାକ୍ଟିକାଲ ପରୀକ୍ଷା ପାଇଁ SOP ଜାରି, 25ରୁ ମିଳିବ ଆଡମିଟ କାର୍ଡ
6.ସରକାରୀ କଲେଜରେ ବାକି ପଡିଛି ବିଦ୍ୟୁତ ବିଲ, ପୈଠ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି
7.‘ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ଅତି ସତର୍କତାର ସହ ନେବା ଉଚିତ’
8.ଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ
ଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ରିକ୍ଟର ସ୍କେଲରେ ଯାହାର ତୀବ୍ରତା 4.6 ରହିଥିଲା ।
9.ସ୍ଥାନାନ୍ତର ବେଳେ ଭାଙ୍ଗିଯାଇପାରେ ଘୋଡା: ଐତିହାସିକ ଅନୀଲ ଧୀର
ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡା ସ୍ଥାନାନ୍ତର ଏକ ଭୁଲ ନିଷ୍ପତ୍ତି ବୋଲି ଐତିହାସିକ ଅନୀଲ ଧୀରଙ୍କ ମତ ।
10.‘ଥଲାଇଭି’ର ତାମିଲ ଭର୍ସନକୁ ମିଳିଲା 'ୟୁ' ସାର୍ଟିଫିକେଟ
ସାମ୍ନାକୁ ଆସିଲା ବଡ ଖବର । ‘ଥଲାଇଭି’ର ମେକର୍ସଙ୍କୁ ମିଳିଲା ବଡ ଖୁସି । ସେପଟେ ଖୁସି ନଜର ଆସିଲେ କଙ୍ଗନା।