1.ଖସୁଛି ସଂକ୍ରମଣ, ଦିନକରେ ୬୧୧୮ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଧିରେ ଧିରେ କମୁଛି ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
2.ଆଜି ବାତ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରିବ କେନ୍ଦ୍ରୀୟ ଟିମ୍
ଭୁବନେଶ୍ବରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ । ଟିମରେ ଅଛନ୍ତି 7 ସଦସ୍ୟ ।
3.Vaccination:18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଆଜିଠୁ ଦ୍ୱିତୀୟ ଡୋଜ ଟୀକାକରଣ
4.ବାନ୍ଦ୍ରାରେ ଅଘଟଣ; ଚାରି ମହଲା ଘର ଭୁଶୁଡି ଜଣେ ମୃତ, 4 ଆହତ
5.ରୋଗ ପ୍ରତିରୋଧକ ଶକ୍ତି ବଢାଉଛି କୋଭିସିଲ୍ଡ-କୋଭାକ୍ସିନ
6.3 ସପ୍ତାହ ପରେ ଦିଲ୍ଲୀରେ ମେଟ୍ରୋ ସେବା ସ୍ବାଭାବିକ, 50% ଯାତ୍ରୀଙ୍କୁ ନେଇ ଚାଲିବ ଟ୍ରେନ
7.Sputnik-V ପ୍ରସ୍ତୁତ ଲାଗି ଟେକ୍ନୋଲୋଜି ଯୋଗାଇବ ଋଷିଆ
Sputnik-V ଟିକାର ପ୍ରସ୍ତୁତ ଲାଗି ଋଷିଆ ଟେକ୍ନୋଲୋଜି ଯୋଗାଇବ ବୋଲି ରାଷ୍ଟ୍ରପତି ପୁଟିନ କହିଛନ୍ତି ।
8. ଆଜିଠୁ ଦିଲ୍ଲୀ AIIMSରେ କୋଭାକ୍ସିନ ପରୀକ୍ଷା ପାଇଁ ପିଲାଙ୍କ ସ୍କ୍ରିନିଂ ଆରମ୍ଭ
ପାଟନା AIIMS ପରେ ଆଜି ଦିଲ୍ଲୀ AIIMSରେ କୋଭାକ୍ସିନ ପରୀକ୍ଷା ପାଇଁ ପିଲାଙ୍କ ସ୍କ୍ରିନିଂ ଆରମ୍ଭ ହେବ ।
9.ଉତ୍ତରାଖଣ୍ଡରେ ଜୁନ୍ 15 ପର୍ଯ୍ୟନ୍ତ ବଢିଲା ଲକଡାଉନ
ଉତ୍ତରାଖଣ୍ଡରେ ଜୁନ୍ 15 ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର ।
10.ଫ୍ରେଞ୍ଚ ଓପନ: କ୍ବାର୍ଟର ଫାଇନାଲରେ ବୋପାନ୍ନା-ସ୍କୁଗର ଯୋଡି