ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 25, 2021, 9:03 AM IST

1.ଓଡିଶା ଆସୁଛି ବାତ୍ୟା ‘ୟସ୍’: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା-ପବନ ଜାରି

ବର୍ଷା ସାଙ୍ଗକୁ ଧୀରେ ଧୀରେ ପବନର ବେଗ ବଢୁଛି। ସେହିପରି ବର୍ଷାର ପରିମାଣ ବଢ଼ୁଥିବାରୁ ସହରରେ ଜଳମଗ୍ନ ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ।

2.ଚିତ୍ରକୋଣ୍ଡାରେ ପୁଣି ବୁଡିଲା ଡଙ୍ଗା; ଜଣେ ମୃତ, ୭ ନିଖୋଜ

ଜିଲ୍ଲାର ଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା । ଚିତ୍ରକୋଣ୍ଡାର ବନ୍ଧଗୁଡା ନିକଟସ୍ଥ ସିଲେରୁ ନଦୀରେ ଦୁଇଟି ଡଙ୍ଗା ବୁଡି 7 ନିଖୋଜ । ଜଣେ ଶିଶୁକନ୍ୟା ମୃତ ।

3.ପାରାଦ୍ବୀପଠାରୁ 360କିମି ଦୂରରେ ବାତ୍ୟା ୟସ୍‌, ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ

ଆଜି(ମଙ୍ଗଳବାର) ସକାଳ ସୁଦ୍ଧା ବାତ୍ୟା ୟସ୍‌ ପାରାଦ୍ବୀପଠାରୁ 360କିଲୋମିଟର ଦୂରରେ ରହିଥିବା ବେଳେ 12 ଘଣ୍ଟା ମଧ୍ୟରେ ଏହାର ପ୍ରକୋପ ଆରମ୍ଭ ହେବ ।

4.ବାତ୍ୟା ୟସ୍: ଏପର୍ଯ୍ୟନ୍ତ 15 ହଜାର ଲୋକ ସ୍ଥାନାନ୍ତରିତ

ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ ୟାସ୍ । ୧୨୦ରୁ ୧୬୫ କିମି ପବନର ବେଗ ସହ ଏହା ବାଲେଶ୍ବରରେ ସ୍ଥଳଭାଗ ଛୁଇଁବ । ଏନେଇ ପ୍ରାୟ 15 ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନ୍ତାନ୍ତରିତ କରାଯାଇଛି ।

5.ମାରାତ୍ମକ ହେଉଛି ମହାମାରୀ; ଦିନକରେ 10939 ପଜିଟିଭ ଚିହ୍ନଟ

ଆଜି(ମଙ୍ଗଳବାର) ରାଜ୍ୟରେ ପୁଣି 10 ହଜାର 939 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1298 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

6.‘ଟୀକାକରଣ କେନ୍ଦ୍ରରେ ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ନହେଉ କୌଣସି ଭେଦଭାବ’

ଟୀକାକରଣ କେନ୍ଦ୍ର ଗୁଡିକରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ କୌଣସି ଭେଦଭାବ ନକରିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି ।

7.ପରଲୋକରେ ବିଶିଷ୍ଟ ପ୍ରବଚକ ଚାରଣ ରାମଦାସ

ଆଉ ଶୁଣିବାକୁ ମିଳିବନି ଚାରଣ ରାମ ଦାସଙ୍କ ଭାବଭକ୍ତି ଭରା କଣ୍ଠସ୍ବର । 61 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରବଚକ । କୋରୋନାରେ ଥିଲେ ଆକ୍ରାନ୍ତ ।

8.ଜିରୋ ପଜିଟିଭ ମାମଲା ସହ ଦୃଷ୍ଟାନ୍ତ ସାଜିଲା କରଞ୍ଜରା, ପ୍ରଶଂସା କଲେ ଜିଲ୍ଲାପାଳ

ଉଦାହରଣ ପାଲଟିଲା ଗଞ୍ଜାମ ଜିଲ୍ଲାର କରଞ୍ଜରା ଗ୍ରାମ । କୋଭିଡର ଦୁଇ ଦୁଇଟି ଲହର ସୁଦ୍ଧା ଏଯାବତ୍ ଗ୍ରାମରେ କେହି ଗୋଟିଏ ବି ହୋଇନାହାନ୍ତି ସଂକ୍ରମିତ ।

9.ମିଲଖା ସିଂହ ଅସୁସ୍ଥ, ଅକ୍ସିଜେନ ମାତ୍ରା କମିବା ପରେ ହସ୍ପିଟାଲରେ ଭର୍ତ୍ତି

ଫ୍ଲାଇଂ ଶିଖ ନାମରେ ପରିଚିତ 91 ବର୍ଷୀୟ ମିଲଖା ସିଂହ ଗତ ଗୁରୁବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

10.ପୁଣି ବିବାଦରେ ‘ଇଣ୍ଡିଆନ ଆଇଡଲ’, ଦୁଇ ପ୍ରତିଯୋଗୀଙ୍କୁ ହଟାଇବା ଦାବି

ନିକଟରେ ‘ଇଣ୍ଡିଆନ ଆଇଡଲ’ ଶୋକୁ ବନ୍ଦ କରିବା ଦାବି ହେଉଥିବା ବେଳେ ଏବେ ଦୁଇ ପ୍ରତିଯୋଗୀଙ୍କୁ ହଟାଇବାକୁ କହିଲେ ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.