ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବିଶେଷ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 24, 2021, 9:11 AM IST

1.ଆଜି ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ ବାତ୍ୟା ୟାସ୍‌

ସୋମବାର ସାମୁଦ୍ରିକ ଝଡରେ ରୂପାନ୍ତରିତ ହେବାକୁ ଯାଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍‌ ।

2.ଆଜି ରାଜ୍ୟରେ 11,059 ନୂଆ ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ରାଜ୍ୟରେ ଲକଡାଉନ ସତ୍ତ୍ବେ ସଂକ୍ରମଣରେ ଲାଗୁନି ବ୍ରେକ । ଆଜି(ସୋମବାର) ରାଜ୍ୟରେ ନୂଆ 11,059 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

3.ଆଜିଠାରୁ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯିବେ ଏସ.ଜୟଶଙ୍କର

ଆଜିଠାରୁ(ସୋମବାର) ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।

4.ଉତ୍ତରାଖଣ୍ଡର 3 ଜିଲ୍ଲାରେ ଭୂକମ୍ପ ଝଟକା

ମଧ୍ୟରାତ୍ରିରେ ଉତ୍ତରାଖଣ୍ଡର 3ଟି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ।

5.ଯଦି ବଞ୍ଚିଛ ତେବେ ଦିଲ୍ଲୀ ଆସ: ରାକେଶ ଟିକାୟତ

ଚାଷୀଙ୍କୁ ଏକତ୍ରିତ କରିବାରୁ 'ଯଦି ବଞ୍ଚିଛ ତେବେ ଦିଲ୍ଲୀ ଆସ' ସ୍ଲୋଗାନ ମାଧ୍ୟମରେ ଅନୁରୋଧ କରିଛନ୍ତି ଭାରତୀୟ କିଶାନ ସଂଘର ମୁଖପାତ୍ର ରାକେଶ ଟିକାୟତ ।

6.କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ 8 ମାସର ଗର୍ଭବତୀ ଡାକ୍ତର

କୋରୋନା ଯୁଦ୍ଧରେ ହାରିଗଲେ 8 ମାସର ଗର୍ଭବତୀ ଡାକ୍ତର କାର୍ତ୍ତିଗା ।

7.ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ ଜେନାଙ୍କ ସହିତ କଥା ହୋଇଛନ୍ତି ।

8.ବନ କର୍ମଚାରୀ ହତ୍ୟା ଘଟଣା, ଦୁଇ ଶିକାରୀ ଗିରଫ

ବଲାଙ୍ଗୀରରେ ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଆଜି ପୋଲିସ ଦୁଇ ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି ।

9.ଦ୍ରୁତ ବୋଲରଙ୍କୁ ପିଚ ସୁହାଇଲେ ସଂଘର୍ଷ କରିବ ଭାରତ: ପନିସର

ୟୁକେରେ ବର୍ତ୍ତମାନ ପାଗ ବର୍ଷା ଓ ଶୀତ ପାଗ ରହିଛି । ଜୁନ 18ରୁ ଆରମ୍ଭ ହେବାକୁ ଥିବା WTC ଫାଇନାଲ ପର୍ଯ୍ୟନ୍ତ ଯଦି ଏହିପରି ପାଗ ଲାଗି ରୁହେ ତେବେ ଏହା ନ୍ୟୁଜିଲାଣ୍ଡକୁ ଅଧିକ ସୁହାଇବ କହିଛନ୍ତି ପନିସର ।

10.ମୁମ୍ବାଇ ପୋଲିସକୁ ଜ୍ୟାକଲିନଙ୍କ ସଲାମ

ଟ୍ବିଟ କରି ମୁମ୍ବାଇ ପୋଲିସକୁ ଧନ୍ୟବାଦ ଜଣାଇଲେ ଜ୍ୟାକଲିନ । ସେମାନଙ୍କ କ୍ରମାଗତ ଭାବେ କରୁଥିବା ମୁମ୍ବାଇବାସୀଙ୍କ ସେବା ପାଇଁ ପ୍ରଶଂସା କରିଛନ୍ତି ଅଭିନେତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.