ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 17, 2021, 9:01 AM IST

Updated : May 17, 2021, 9:17 AM IST

1.ତାଣ୍ଡବ ରଚୁଛି ତାଉ'ତେ: ଗଲାଣି 8 ଜୀବନ, ଗୋଆ CMଙ୍କ ସହ ଆଲୋଚନା କଲେ ଗୃହମନ୍ତ୍ରୀ

ଭାରତୀୟ ତଟରକ୍ଷୀ ବାହିନୀ ଅନୁସାରେ, ମହାରାଷ୍ଟ୍ରର 4526 ମତ୍ସ୍ୟଜୀବୀଙ୍କ ଡଙ୍ଗା ଏବଂ ଗୁଜୁରାଟର 2258 ଡଙ୍ଗା ନିରାପଦ ସହ କୂଳରେ ପହଞ୍ଚିଛି ।

2.ଆଜି ବସିବ ସର୍ବଦଳୀୟ ବୈଠକ, ଲକଡାଉନ ସପକ୍ଷରେ ମତ ରଖିବେ ବିରୋଧୀ

ରାଜ୍ୟରେ ଦିନକୁ ଦିନ କୋଭିଡ୍ ସ୍ଥିତି ଅତି ଗମ୍ଭୀର ହେବାକୁ ବସିଲାଣି । ଏହାରି ମଧ୍ୟରେ ଆଜି ବସିବ ସର୍ବଦଳୀୟ ବୈଠକ ।

3.ଆଜି DRDOର ଆଣ୍ଟି କୋଭିଡ ଔଷଧ ରିଲିଜ କରିବେ ପ୍ରତିରକ୍ଷା ମନ୍ତ୍ରୀ

ଆଜି(ସୋମବାର) କୋରୋନା ବିରୁଦ୍ଧରେ ଡିଆରଡିଓର ପ୍ରସ୍ତୁତ ଆଣ୍ଟି କୋଭିଡ ଔଷଧ 2-ଡିଜିର ପ୍ରଥମ ପର୍ଯ୍ୟାୟରେ 10ହଜାର ଡୋଜ ରିଲିଜ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

4.ଜାମ୍ମୁ କାଶ୍ମୀର: ସୁରକ୍ଷାବାହିନୀ ଓ ଆତଙ୍କବାଦ ମଧ୍ୟରେ ଏନକାଉଣ୍ଟର ଜାରି

ଜାମ୍ମୁ କାଶ୍ମୀର ଶ୍ରୀନଗର ଖାନମୋହ ଅଞ୍ଚଳରେ ଆତଙ୍କବାଦ ଓ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ହୋଇଛି ।

5.ଫିଟିଲା କେଦାରନାଥ ମନ୍ଦିର ଦ୍ବାର

ଆଜି ଭୋର 5ଟାରେ ଖୋଲିଲା ପ୍ରସିଦ୍ଧ କେଦାରନାଥଙ୍କ ମନ୍ଦିର ଦ୍ବାର । 11 କ୍ବିଣ୍ଟାଲ ଫୁଲରେ ସଜାଯାଇଛି ମନ୍ଦିର ।

6.ବାତ୍ୟା ପୂର୍ବରୁ ଗୁଜୁରାଟରେ 4.8 ତୀବ୍ରତାର ଭୂକମ୍ପ

ଆଜି(ସୋମବାର) ଭୋର 3ଟାରେ ଉତ୍ତର ରାଜକୋଟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.8 ଆକଳନ ହୋଇଥିବା ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି ।

7.‘ଲକଡାଉନରେ ଗରିବ ଲୋକଙ୍କୁ ମିଳୁ ମାସିକ 6000’

ଗରିବ ଓ ଅଭାବୀ ଲୋକଙ୍କୁ ମାସକୁ 6ହଜାର ଟଙ୍କା ଦିଆଯାଉ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।

8.18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ଗଠନ ହେଲା କମିଟି

18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ଗଠନ ହେଲା ଏକ କମିଟି। ଏହି କମିଟି ଅଧ୍ୟକ୍ଷତା କରିବେ ରାଜ୍ୟ ସ୍ୱାସ୍ଥ୍ୟ ବିଭଗାର ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀ ।

9.ଆଇପିଏଲ 2021: ଆଜି ସ୍ବଦେଶରେ ପହଞ୍ଚିବେ ଅଷ୍ଟ୍ରେଲୀୟ ଖେଳାଳି

ଚଳିତ ବର୍ଷ ଆଇପିଏଲ ସ୍ଥଗିତ ହେବା ପରେ ମାଳଦ୍ବୀପରେ ଫସି ରହିଥିବା ଅଷ୍ଟେଲୀୟ ଖେଳାଳି ସୋମବାର ସ୍ବଦେଶ ଫେରିବେ ବୋଲି ଜଣାପଡିଛି ।

10.ମାସ୍କ ପିନ୍ଧିବା ସହ ଟିକା ନେବାକୁ ଅନୁରୋଧ କଲେ ମାଧୁରୀ

ଭିଡିଓ ସେୟାର କରି କୋରୋନା ନିୟମ ପାଳନ କରିବାକୁ କହିଲେ ମାଧୁରୀ । ଏହା ଟୀକାକରଣ ପାଇଁ ମଧ୍ୟ ଅପିଲ କଲେ ।

Last Updated : May 17, 2021, 9:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.