ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9amର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Feb 2, 2021, 9:00 AM IST

1.ସଂସଦ ଅଧିବେଶନ; ରାଜ୍ୟସଭାରେ ଆଗତ ହେବ ତିନୋଟି ବିଲ୍‌

ଆଜି ରାଜ୍ୟସଭାରେ ଆଗତ ହେବ ତିନୋଟି ବିଲ୍‌ । ସକାଳ 9ଟାରୁ 2ଟା ଯାଏ ଚାଲିବ ଗୃହକାର୍ଯ୍ୟ ।

2.ମାଓ ଅପରେସନ ବେଳେ ଲ୍ୟାଣ୍ଡମାଇନ ଠାବ, ଅଳ୍ପକେ ବର୍ତ୍ତିଲେ ଯବାନ

ଛତିଶଗଡ ସୀମାନ୍ତରୁ ଲ୍ୟାଣ୍ଡମାଇନ ଉଦ୍ଧାର । ମାଓଦମନ ପାଇଁ 206 ବାଟାଲିୟନର ସିଆରପିଏଫ ଯବାନଙ୍କ ଅପରେସନ ବେଳେ ଲ୍ୟାଣ୍ଡମାଇନ ଠାବ କରାଯାଇଥିଲା ।

3.ଚାଷୀ ଆନ୍ଦୋଳନ: ଫେବୃଆରୀ 6ରେ 3 ଘଣ୍ଟା ଚକା ଜାମ

ଫେବୃଆରୀ 6ରେ ଚକା ଜାମ କରିବେ କୃଷକ ସଙ୍ଗଠନ । ମଧ୍ୟାହ୍ନ 12ଟାରୁ ଅପରାହ୍ନ 3ଟା ଯାଏ ଜାତୀୟ ଓ ରାଜ୍ୟ ରାଜପଥ ବନ୍ଦ କରିବେ ଚାଷୀ ।

4.ମଦୁରାଇରେ ଭୁଶୁଡିଲା 2 ମହଲା କୋଠା, 3 ମୃତ

ତାମିଲନାଡୁରେ ଅଘଟଣ । ମଦୁରାଇରେ ଭୁଶୁଡିଲା 2 ମହଲା ବିଶିଷ୍ଟ କୋଠା। ଘଟଣାସ୍ଥଳରେ 3 ମୃତ। ଉଦ୍ଧାର କାର୍ଯ୍ୟ ପରେ ଜାରି ରହିଛି ତଦନ୍ତ।

5.ଟିଏମସି ଛାଡିବା ପରେ ରାଜୀବଙ୍କୁ ମମତା ଭୟ, ସୁରକ୍ଷା ବଢାଇଲା କେନ୍ଦ୍ର

ପୂର୍ବତନ ଟିଏମସି ବିଧାୟକ ରାଜୀବ ବାନାର୍ଜୀଙ୍କ ସୁରକ୍ଷା। ଏହି ବିଧାୟକ ଜଣକ ବିଜେପିରେ ସାମିଲ ହେବା ପରେ ପଶ୍ଚିମବଙ୍ଗରେ ତାଙ୍କୁ ‘Z’ କାଟାଗୋରୀର ସୁରକ୍ଷା ପ୍ରଦାନ କରାଯାଇଛି।

6.ଭୟାବହ ଅଗ୍ନିକାଣ୍ଡରେ ୪ ବଖରା ଘର ଭସ୍ମୀଭୂତ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତ ମାଙ୍କଡ଼ବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଏହି ଭୟାଭୟ ଅଗ୍ନିକାଣ୍ଡରେ ମାଙ୍କଡ଼ବେଡା ଗ୍ରାମର ଭଦ୍ରାନନ୍ଦ ମହାନ୍ତଙ୍କ ୪ ବଖରା ଚାଳ ଘର ସହ ୨୦ କୁଇଣ୍ଟାଲ ଧାନ ଚାଉଳ ନଷ୍ଟ ହୋଇଯାଇଛି ।

7.ଦୁର୍ଘଟଣାରେ ଯିବନି ଜୀବନ, ହାଇୱେ ପାଟ୍ରୋଲିଂ ଗାଡି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୩୬ଟି ହାଇୱେ ପାଟ୍ରୋଲିଂ ଗାଡିକୁ ଭିସି ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଉଭୟ ଗଞ୍ଜାମ ଏବଂ ବ୍ରହ୍ମପୁରରେ ଏହି ହାଇୱେ ପାଟ୍ରୋଲିଂ ଗାଡିର ଉଦଘାଟନ କରାଯାଇଛି ।

8.ଉଦଘାଟିତ ହେଲା କ୍ଷୁଦ୍ରମେଳା, ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ଜଙ୍ଗଲଜାତ ପଦାର୍ଥ

କୋରୋନା କଟକଣା ମଧ୍ୟରେ ବୌଦ୍ଧରେ ଚଳିତ ବର୍ଷର ପ୍ରଥମ କ୍ଷୁଦ୍ର ମେଳା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ମେଳାରେ ମୁଖ୍ୟ ଆକର୍ଷଣ ଥିଲା ଜଙ୍ଗଲଜାତ ପଦାର୍ଥ ଓ ଗୃହ ପ୍ରସ୍ତୁତ ମସଲା ।

9.ଏମଜିଏମ ମହିଳା ଟି20 ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ରେଡ୍‌ର ବାଜିମାତ୍‌

ସରିଲା ଏମଜିଏମ ଓଡିଶା ମହିଳା ଟି-20 ଟୁର୍ଣ୍ଣାମେଣ୍ଟ। ଫାଇନାଲ ମ୍ୟାଚରେ ଓଡିଶା ରେଡର ବାଜିମାତ୍‌ ।

10.‘ହାପି ଏଣ୍ଡିଙ୍ଗ’ର ମ୍ୟୁଜିକ ରିଲିଜ

ପରଦାରେ ଏଥର ଆକ୍ସନ ଡ୍ରାମା ଚଳଚ୍ଚିତ୍ର ଦେଖିବାକୁ ମିଳିବ । ଯାହାର ମ୍ୟୁଜିକ ରିଲିଜ ସୋମବାର ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.