ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM
author img

By

Published : May 14, 2021, 12:59 PM IST

1. ସ୍ଫୁଟନିକ-ଭି ଗୋଟିଏ ଡୋଜର ମୂଲ୍ୟ 995.40 ଟଙ୍କା

ସ୍ଫୁଟନିକ-ଭି ଗୋଟିଏ ଡୋଜର ମୂଲ୍ୟ 995.40 ଟଙ୍କା

2. ଅକ୍ସିଜେନ ଅଭାବ: ଗୋଆରେ 24 ଘଣ୍ଟାରେ 76 ମୃତ

ଗୋଆରେ ଅକ୍ସିଜେନ ଅଭାବରୁ 24 ଘଣ୍ଟାରେ 76 ଜଣଙ୍କର ମୃତ୍ୟୁ ଘଟିଛି ।

3. ଚନ୍ଦନ ଯାତ୍ରାରେ ଜାରି ହେବ 144 ଧାରା, ଲୋକଙ୍କ ସାହାଯ୍ୟ ଲୋଡିଲେ ଏସପି

ପୁରୀର ପ୍ରସିଦ୍ଧ ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀ ଚତୁପାର୍ଶ୍ବ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ 144 ଧାରା ଜାରି ରହିବ ।

4. ଉତ୍ତରପ୍ରଦେଶରେ ଜଳିବନି ବିହାର ମୃତକଙ୍କ ଜୁଇ

ଉତ୍ତରପ୍ରଦେଶରେ ଜଳିବନି ବିହାର ମୃତକଙ୍କ ମୃତଦେହ ।

5. ସାର୍ବଜନିକ ଜୀବନରେ ଅପରାଧୀଙ୍କ ଯୋଗୁଁ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ

ପ୍ରଥମ ସାଧାରଣ ନିର୍ବାଚନ ପରେ ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା ରୂପେ ପ୍ରତିଷ୍ଠିତ ହେବାର 70 ବର୍ଷରେ ପଦାର୍ପଣ କରୁଛି ଭାରତୀୟ ସଂସଦ ।

6. କୃଷକ ଆନ୍ଦୋଳନ ସ୍ଥଗିତ ପାଇଁ ନିବେଦନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଜାତୀୟ ରାଜଧାନୀର ବିଭିନ୍ନ ବର୍ଡରରେ କୃଷକ ଆନ୍ଦୋଳନ ଜାରି ରହିଛି ।

7. ଦୈନିକ 450MT ଅକ୍ସିଜେନ ଯୋଗାଇବାକୁ ମୋଦିଙ୍କୁ ବିଜୟନଙ୍କ ଅନୁରୋଧ

କେରଳରେ ସର୍ବାଧିକ ସକ୍ରିୟ ମାମଲା ରହିଥିବା ବେଳେ ତୁରନ୍ତ 450 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ବିଜୟନ ।

8. ବୃଦ୍ଧି ପାଉଥିବା ବ୍ଲାକ ଫଙ୍ଗସ୍ ସଂକ୍ରମଣ : କିଛି ଜାଣିବା କଥା

କୋଭିଡ ମହାମାରୀ ମଧ୍ୟରେ ଭାରତରେ ବ୍ଲାକ ଫଙ୍ଗଲ ସଂକ୍ରମଣ ବା ମୁକ୍ରୋମାଇକୋସିସ ଏବେ ଆଉ ଏକ ସ୍ୱାସ୍ଥ୍ୟ ଆହ୍ୱାନ ସୃଷ୍ଟି କରିଛି ।

9. ଜଣେ ଯୁବତୀଙ୍କୁ 25 ପିଶାଚଙ୍କ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ

ପୁଣି ଦେଶରେ ଘଟିଛି ଛାତି ଥରାଇଦେବା ଭଳି ଘଟଣା । ଜଣେ ଯୁବତୀଙ୍କୁ 25 ଜଣ କରିଛନ୍ତି ଗଣଦୁଷ୍କର୍ମ ।

10. ଆରପାରିରେ ‘ଲଭ୍ ୟୁ ଜିନ୍ଦେଗୀ’ରେ ଝୁମୁଥିବା କୋରୋନା ପୀଡିତା

ମୁହଁରେ ଅକ୍ସିଜେନ ପାଇପ ଲଗାଇ ଡାକ୍ତରଖାନାରେ ଦିନେ ଲଭ ୟୁ ଜିନ୍ଦେଗୀ ଗୀତରେ ଝୁମି ସାରା ଦୁନିଆର ଆତ୍ମବିଶ୍ବାସ ବଢାଇଥିଲେ ସେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.