ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP1 news

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 13, 2021, 1:00 PM IST

Updated : May 13, 2021, 1:13 PM IST

1.ପିଲାଙ୍କ ଟିକା ଟ୍ରାଏଲକୁ DCGIର ଅନୁମୋଦନ

କୋଭାକ୍ସିନ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଗ୍ରୀନ ସିଗନାଲ ।

2. ବଦଳିଲେ ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ

ଜେଲ ସୁପରିଟେଣ୍ଡେଣ୍ଟ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି ।

3.ପୁଣି ବଢ଼ିପାରେ କୋଭିସିଲ୍ଡ ଟିକାର ଡୋଜ ବ୍ୟବଧାନ

ବଢିପାରେ କୋଭିଶିଲ୍ଡ ଟିକା ଡୋଜ୍ ନେବାର ବ୍ୟବଧାନ ଅବଧି ।

4. କୋଭିଡରେ ବାପା ମା’ ହରାଇଥିବା ପିଲାଙ୍କୁ ମଧ୍ୟପ୍ରଦେଶ ସରକାର ଦେବେ ପେନସନ

ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା । କୋରୋନାରେ ବାପା ମା ହରାଇଥିବା ପିଲାଙ୍କୁ ଦେବେ ମାସିକ 5ହଜାର ଟଙ୍କା ପେନସନ ।

5. ଖତ ଖାଉଛି ଭେଣ୍ଟିଲେଟର, ଆଖି ବୁଜୁଛନ୍ତି ରୋଗୀ

ଭେଣ୍ଟିଲେଟର ନ ପାଇ ଅନେକ କୋରୋନା ରୋଗୀ ପ୍ରାଣ ହରାଉଛନ୍ତି ।

6.ବାଲିଆ ବସ୍ତି ଉତ୍ତେଜନା ଘଟଣା, 60ରୁ ଉର୍ଦ୍ଧ୍ବ ବସ୍ତିବାସିନ୍ଦା ଗିରଫ

ମହଙ୍ଗା ପଡିଲା ସରକାରୀ ଅଫିସରଙ୍କୁ ମାଡ଼ ମାରିବା ଘଟଣା । ଏହି ଘଟଣାରେ ୬୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ବସ୍ତି ବାସିନ୍ଦାଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ

7. 550 କୋଭିଡ ବେଡ୍ ବ୍ୟବସ୍ଥା କରିବ MCL, ନିର୍ଦ୍ଦେଶ ଦେଲେ କେନ୍ଦ୍ର ଖଣିମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ 550 ଶଯ୍ୟା ବ୍ୟବସ୍ଥା କରିବାକୁ ଏମସିଏଲକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଖଣିମନ୍ତ୍ରୀ ।

8. ବଢୁଛି ମୃତ୍ୟୁସଂଖ୍ୟା, ବଢୁଛି ଭୟ; ଦିନକରେ ରାଜ୍ୟରେ 19 ମୃତ

ଆଜି ଗୋଟିଏ ଦିନରେ 19ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

9.ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା, ୬ ଗିରଫ

କୋରୋନା ରୋଗୀଙ୍କ ମୃତଦେହ ସତ୍କାରକୁ ନେଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଆକ୍ରମଣ ଘଟଣାରେ 6 ଗିରଫ ।

10. ସରିଗଲାଣି ଶ୍ରୁତି ହାସନଙ୍କ ଟଙ୍କା, କହିଲେ କାମକୁ ଯିବି

ଆର୍ଥିକ ସମସ୍ୟା ବିଷୟରେ ବଡ ଖୁଲାସା କଲେ ଶୃତି । କୋରୋନା ମହାମାରୀରେ ତାଙ୍କୁ ମଧ୍ୟ ଟଙ୍କାର ଆବଶ୍ୟକ ଅଛି ।

Last Updated : May 13, 2021, 1:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.