ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

Etv Bharat
Etv Bharat
author img

By

Published : Sep 29, 2022, 1:12 PM IST

1.ଭୁବନେଶ୍ବରରେ ଜେପି ନଡ୍ଡା, କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

2.ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ

ଆଜି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ । ଦିନ ୩ଟା ସମୟରେ ପ୍ରକାଶ ପାଇବ ଏହି ପରୀକ୍ଷା ଫଳ ।

3.PFI ଅଫିସିଆଲ ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର

PFIକୁ 5 ବର୍ଷ ପାଇଁ କେନ୍ଦ୍ର ସରକାର ବ୍ୟାନ କରିବା ସଂଗଠନର ଅଫିସିଆଲ ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର (Twitter withholds PFIs official account)।

4.କଶ୍ମୀରରେ ଦୁଇଟି ସ୍ଥାନରେ ବସରେ ବିସ୍ଫୋରଣ, 2 ଆହତ

କଶ୍ମୀରର ଉଦ୍ଧମପୁରରେ 8 ଘଣ୍ଟା ମଧ୍ୟରେ ଦୁଇଟି ପୃଥକ ସ୍ଥାନରେ ଖାଲି ବସରେ ବିସ୍ଫୋରଣ (several injured in blasts in bus)। ଦୁଇ ଆହତ ହସ୍ପିଟାଲରେ ଭର୍ତ୍ତି ।

5.ଜଗତପୁର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ ଘଟଣା, ମୃତ ହାତୀ ଗର୍ଭବତୀ ଥିବା ସୂଚନା

ଜଗତପୁର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ ଘଟଣା 2 ଜଣଙ୍କ ମୃତ୍ୟୁ ହେବା ସହ ଗୋଟିଏ ହାତୀର ମଧ୍ୟ ମୃତ୍ୟୁ ହୋଇଛି ।

6.NSE Co-location scam: ଚିତ୍ରା ରାମକୃଷ୍ଣ-ସୁବ୍ରମଣ୍ୟମଙ୍କୁ ମିଳିଲା ଜାମିନ

ଏନଏସଇ ରିଲୋକେଶନ ମାମଲାରେ ଚିତ୍ରା ରାମକୃଷ୍ଣ ଏବଂ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଜାମିନ ।

7.ଅବକାରୀ ନୀତି ଦୁର୍ନୀତିରେ ସମୀର ମହେନ୍ଦ୍ରୁ ଗିରଫ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଣ୍ଡୋ ସ୍ପିରିଟ କମ୍ପାନୀ ମାଲିକ ସମୀର ମହେନ୍ଦ୍ରୁ ଗିରଫ ।

8.ଫିଲ୍ମ ପ୍ରମୋସନ ସମୟରେ ଅଭିନେତ୍ରୀଙ୍କୁ ଅସଦାଚରଣ

ଅଭିନେତ୍ରୀଙ୍କୁ ଅସଦାଚରଣ । ଦୁଇ ମାଲାୟଲମ ଅଭିନେତ୍ରୀ ସେମାନଙ୍କ ଫିଲ୍ମ ପ୍ରମୋସନ ପାଇଁ ଏକ ମଲକୁ ଯାଇଥିଲେ ।

9.Coolio Passes Away: ଆଉ ନାହାନ୍ତି ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓ

ରାପର୍ କୁଲିଓ (Rapper Coolio) 59 ବର୍ଷ ବୟସରେ ଦେହାନ୍ତ ହୋଇଛି । କୁଲିଓ ଜଣେ ଗ୍ରାମୀ ପୁରସ୍କାର ବିଜେତା ।

10.ଏକତା କପୁରଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶିକା ଏକତା କପୁରଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.