ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 5, 2022, 9:26 AM IST

1.Teachers Day 2022: ଗୁର-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ଗୁରୁ ଦିବସ

ଆଜି ପବିତ୍ର ଗୁରୁ ଦିବସ । ଇଶ୍ବରଙ୍କ ଅନ୍ୟ ରୂପ ଗୁରୁ । ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ବ ହେଲେ ଗୁରୁ । ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା ।

2.ମେଲଣରେ ଅଘଟଣ, ଦୋଳି ଖସିପଡିବାରୁ ୫୦ ଆହତ

ପଞ୍ଜାବ ମୋହାଲିର ମେଲଣରେ ଅଘଟଣ । ହଠାତ୍‌ ୫୦ ଫୁଟ ଉଚ୍ଚତାରୁ ଦୋଳି ଖସିପିଡିବାରୁ ୫୦ ଜଣ ଆହତ ହୋଇଥିବା ସୂଚନା ।

3.ଗଙ୍ଗାରେ ଡଙ୍ଗା ବୁଡି, 10 ନିଖୋଜ

ବିହାର ଗଙ୍ଗା ନଦୀରେ ଅଘଟଣ ହୋଇଛି । ଡଙ୍ଗା ବୁଡି 10 ଜଣ ନିଖୋଜ ଅଛନ୍ତି । ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

4.Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

5.Vegetable Price, କେଉଁଠି କେତେ ରହିଛି ଆଜି ପରିବା ଦର

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

6.ଦିଲ୍ଲୀରୁ ଟ୍ବିଟ ପରେ ଓଡ଼ିଶାରେ ଆକ୍ସନ, ଆଶୁତୋଷଙ୍କୁ ମିଳିଲା ସ୍ବାସ୍ଥ୍ୟ ସେବା

ବ୍ରେନ୍ ଟ୍ୟୁମରରେ ପୀଡିତ ଯାଜପୁରର ଆଶୁତୋଷ । ରାସନ କାର୍ଡରେ ନାମ ନଥିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(Biju Swasthya Kalyan Yojana)ରେ ମିଳୁନଥିଲା ସୁବିଧା ।

7.ବିହାରରେ RCP ସିଂଙ୍କୁ ଏକନାଥ ସିନ୍ଧେ କରିବାକୁ ଚାହୁଁଛି BJP: ନୀତିଶ

ଆରସିପି ସିଂଙ୍କୁ ବିହାରରେ ଏକନାଥ ସିନ୍ଧେଙ୍କ ପରି ବ୍ୟବହାର କରିବାକୁ ବିଜେପି ଚାହୁଁଥିବା କହିଲେ ନୀତିଶ କୁମାର (Bihar cm Nitish Kumar on RCP Singh) ।

8.ଗାଁ ଗଣ୍ଡଗୋଳ ନେଲା ଉଗ୍ରରୂପ, ଆକ୍ରମଣରେ ମହିଳାଙ୍କ ଗର୍ଭ ନଷ୍ଟ ଅଭିଯୋଗ

ଦୁଇ ପରିବାର ମଧ୍ୟରେ‌ ଗଣ୍ଡଗୋଳରେ ଆକ୍ରମଣ ଯୋଗୁଁ ଗୋଟିଏ ପରିବାରର ମହିଳାଙ୍କ ଗର୍ଭ ନଷ୍ଟ ଅଭିଯୋଗ ।

9.ଓଡିଶା ଜଗର୍ନଟ୍ସ ଅଲଟିମେଟ୍‌ Kho Kho ଚମ୍ପିଆନ

ପୁନେରେ ଆୟୋଜିତ ଅଲଟିମେଟ ଖୋ ଖୋ ଲିଗ୍‌ ଫାଇନାଲ ମ୍ୟାଚରେ ତେଲୁଗୁ ଯୋଦ୍ଧାସକୁ ହରାଇ ଟ୍ରଫି ହାତେଇଛି ଓଡିଶା ଜଗର୍ନଟ୍ସ ।

10.ଆଗାମୀ ସିଜିନରେ CSK କ୍ୟାପଟେନ ରହିବେ ଧୋନୀ

କ୍ୟାପଟନ କୁଲ ତଥା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସିଏସକେ ( Chennai Super Kings ) ପକ୍ଷରୁ ଆଗାମୀ ସିଜନରେ ନେତୃତ୍ବ ଜାରି ରଖିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.