ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 14, 2022, 9:02 AM IST

Updated : May 14, 2022, 9:19 AM IST

1.ମଧ୍ୟପ୍ରଦେଶରେ ପୋଲିସ-ଶିକାରୀ ଏନକାଉଣ୍ଟର, 3 ପୋଲିସ କର୍ମଚାରୀ ସହିଦ

ମଧ୍ୟ ପ୍ରଦେଶର ଗୁନାରେ ପୋଲିସ ଓ ଶିକାରୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ତିନି ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି ।

2.ଆସିକା ପୂର୍ବତନ ବିଧାୟକ ନିଖୋଜ, ୩୬ ଘଣ୍ଟା ପରେ ବି ମିଳୁନି ପତ୍ତା

ଗଞ୍ଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ । ଘଟଣାର ୩୬ ଘଣ୍ଟା ପରେ ମଧ୍ୟ ତାଙ୍କର କିଛି ଖୋଜ ଖବର ମିଳିନାହିଁ ।

3.Raipur Helicopter Crash: ରାୟପୁରରେ ହେଲା ଓଡିଆ ପାଇଲଟଙ୍କ ଅନ୍ତିମ ସଂସ୍କାର

ଛତିଶଗଡ଼ ରାୟପୁରରେ ଗୁରୁବାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଓଡ଼ିଆ ପାଇଲଟ କ୍ୟାପଟେନ ଗୋପାଳ ପଣ୍ଡା ।

4.Delhi Munda Fire: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି, ବିଲ୍ଡିଂ ମାଲିକ ଫେରାର

ଦିଲ୍ଲୀରେ ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି । ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ।

5.Sangrama Yatra: ଆଜି ଶାହାଙ୍କ ତେଲେଙ୍ଗାନା ଗସ୍ତ, NCFLର କରିବେ ଉଦଘାଟନ

ଆଜି ତେଲେଙ୍ଗାନା ଆସୁଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା । ନ୍ୟାସନାଲ ସାଇବର ଫରେସନସିକ ଲ୍ୟାବରୋଟୋରୀକୁ(NCFL) କରିବେ ଉଦ୍‌ଘାଟନ ।

6.ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କେନ୍ଦ୍ର, ରାଜ୍ୟକୁ ନୋଟିସ ଜାରି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ । ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାଏର ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟ ।

7.Twitter ନେଇ ନୂଆ ଟ୍ୱିଷ୍ଟ: ଫେକ୍ ୟୁଜର୍ସ ଡାଟା ମାଗିଲେ ମସ୍କ, ସ୍ଥଗିତ ରଖିଲେ ଡିଲ୍

ପୁଣି ଟ୍ବିଟରକୁ ନେଇ ନୂଆ ଟ୍ବିଷ୍ଟ ଆଣିଲେ ଏଲନ ମସ୍କ । ଟ୍ବିଟର କିଣିବା ଚୁକ୍ତିକୁ ସାମୂହିକ ଭାବେ କିଛି ଦିନ ଲାଗି ସ୍ଥଗିତ ରଖିଲେ ଏଲନ ମସ୍କ ।

8.ଚିନ୍ତନ ଶିବିର: କଂଗ୍ରେସରେ ପରିବର୍ତ୍ତନ ଆବଶ୍ୟକ କହିଲେ ସୋନିଆ

ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚାଲିଥିବା ଚିନ୍ତନ ଶିବିରରେ ଶୁକ୍ରବାର କଂଗ୍ରେସ ଅଧ୍ୟାକ୍ଷା ସୋନିଆ ଗାନ୍ଧୀ ଦଳର ବିକାଶ ଲାଗି ମୁଖିଆ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କହିଛନ୍ତି ।

9.IPL 2022: ପଞ୍ଜାବର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ, ଆଶଙ୍କାରେ ଆରସିବି

କାମ ଦେଲା ବେୟାରଷ୍ଟୋ ଓ ଲିଭିଙ୍ଗଷ୍ଟୋନଙ୍କ ଅର୍ଦ୍ଧଶତକ । ବାଙ୍ଗାଲୋର(RCB)କୁ ୫୪ ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ ।

10.Aashram 3 Trailer OUT: ଭଣ୍ଡ ବାବା ଭୂମିକାରେ ପୁଣି ଫେରିଲେ ବବି ଦେଓଲ

ଆଶ୍ରମ ୩ର ଟ୍ରେଲର୍ ରିଲିଜ୍ ହୋଇଛି । ଟ୍ରେଲର ସହିତ ନିର୍ମାତା ଦର୍ଶକଙ୍କ ପାଇଁ ଏକ ବଡ ସୂଚନା ମଧ୍ୟ ସେୟାର କରିଛନ୍ତି।

Last Updated : May 14, 2022, 9:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.