ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 2, 2022, 11:10 AM IST

1.ରାଜଧାନୀରୁ ଧରାପଡିଲା ୩୨ କେଜି ସୁନା ଅଳଙ୍କାର, ମୁମ୍ବାଇରୁ ଟ୍ରେନ‌ ଯୋଗେ ଆସିଥିଲା ଭୁବନେଶ୍ୱର

ରାଜଧାନୀରୁ ଧରାପଡିଲା ୩୨ କେଜି ସୁନା ଅଳଙ୍କାର ।

2.ପରିବା ଆଳରେ ଚାଲାଣ ହେଉଥିଲା 50 ଲକ୍ଷ ମୂଲ୍ୟର ଗଞ୍ଜେଇ, ପିକଅପ ଭ୍ୟାନରୁ ଜବତ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଜାମାପାଲି ବାଇପାସରୁ ପ୍ରାୟ ୪୧୬କେଜି ୩୦୦ ଗ୍ରାମର ଗଞ୍ଜେଇ ଓ ଗାଡି ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ରାଜଗାଙ୍ଗପୁର ପୋଲିସ ।

3.Odisha Corona Report: ଦିନକରେ ୧୪୩ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫,୩୪୯ରେ ପହଞ୍ଚିଛି ।

4.India Corona: ଦିନକରେ 7554 ନୂଆ ସଂକ୍ରମିତ, 223 ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 7,554 ନୂଆ ସଂକ୍ରମିତ ଚିହ୍ନଟ । ମୃତ୍ୟୁସଂଖ୍ୟାରେ ସାମାନ୍ୟ ବୃଦ୍ଧି ।

5.Russia Ukraine War: ଆମେରିକା ଆକାଶରେ ଉଡିବନି ଋଷ ବିମାନ

ଆମେରିକା ବାୟୁମାର୍ଗରେ ଉଡିବନି ଋଷ ବିମାନ । ଋଷୀୟ ଏୟାରଲାଇନ ପାଇଁ ଆକାଶପଥ ବନ୍ଦ କରିବ ଆମେରିକା । ଘୋଷଣା କଲେ ବାଇଡେନ ।

6.Air Strike in Kharkiv: ଖାର୍କିଭରେ ଏୟାର ଷ୍ଟ୍ରାଇକ କଲା ଋଷ, ୮ ମୃତ

ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଏୟାର ଷ୍ଟ୍ରାଇକ କଲା ଋଷ । ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ।

7.Operation Ganga: ବୁକାରେଷ୍ଟ ଏୟାରପୋର୍ଟରେ ଭାରତୀୟଙ୍କ ସହ କଥା ହେଲେ ସିନ୍ଧିଆ

ବୁକାରେଷ୍ଟ ବିମାନ ବନ୍ଦରରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ଆଶ୍ବାସନା ଦେଲେ ମନ୍ତ୍ରୀ ।

8.ନବୀନଙ୍କୁ ଭେଟିଲେ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ଏଲ ସୁବ୍ରମଣ୍ୟମ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଖ୍ୟାତିନାମା କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ଭାଓଲିନ ବାଦକ ଏଲ. ସୁବ୍ରମଣ୍ୟମ୍ ।

9.ଟ୍ୱିଟରରେ ଟ୍ରେଣ୍ଡ କରୁଛି OdishalovesBJD

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ 2022ରେ ବିଜେଡିର ବୃହତ ବିଜୟ ହାସଲ କରିଛି । ରାଜ୍ୟରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ । ଏହା ପରଠାରୁ ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishalovesBJD

10.ଭାଙ୍ଗିଲା ପାକିସ୍ତନୀ କ୍ରୀଡ଼ାବିତ୍‌ଙ୍କ ରେକର୍ଡ, ନି ଷ୍ଟ୍ରାଇକିଂ ଓଡିଆ ପୁଅଙ୍କ ଗିନିଜ ବୁକ ଅଫ ୱାର୍ଲ୍‌ଡ ରେକର୍ଡ

ପୁଣି ଥରେ ପାକିସ୍ତାନୀ କ୍ରୀଡ଼ାବିତ୍‌ଙ୍କ ରେକର୍ଡ ଭାଙ୍ଗିଲେ ଓଡ଼ିଆ ପୁଅ ସଚିନ ବେହେରା । ନି' ଷ୍ଟ୍ରାଇକିଂ(knee striking)ରେ ଆଉ ଏକ ଗିନିଜ ବୁକ ଅଫ ୱାର୍ଲ୍‌ଡ ରେକର୍ଡ(guinness book of world record) କରିଛନ୍ତି ନୂଆପଡ଼ା ଜିଲ୍ଲାର ପୁଅ ସଚିନ ବେହେରା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.