ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 21, 2021, 11:05 AM IST

1. କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୈଠକ ଆରମ୍ଭ, ଦିନ ତମାମ କରିବେ ସମୀକ୍ଷା

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ଆରମ୍ଭ ।

2. ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; DFO ସଂଗ୍ରାମ କେଶରୀଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାକୁ ଆଜି DFOଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ।

3. INDIA CORONA: 34,457 ପଜିଟିଭ ଚିହ୍ନଟ, 375 ମୃତ

ଦିନକୁ ଦିନ ଖସୁଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଚାରେ 34 ହଜାର 457 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏହାସହ 375 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

4. ‘ସକରାତ୍ମକତା, ସ୍ପନ୍ଦନ, ଭାଇଚାରା, ସମନ୍ୱୟ ସହ ଜଡ଼ିତ ଓନମ ’

କେରଳବାସୀଙ୍କ ପ୍ରମୁଖ ପର୍ବ ଓନମ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପିଏମ କହିଛନ୍ତି ଯେ ଏହି ଉତ୍ସବ “ସକରାତ୍ମକତା, ସ୍ପନ୍ଦନ, ଭାଇଚାରା ଏବଂ ସମନ୍ୱୟ” ସହିତ ଜଡିତ ।

5. Odisha Corona Update; 24 ଘଣ୍ଟାରେ ୧୧୬ ଶିଶୁ ପଜିଟିଭ ଚିହ୍ନଟ

ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୯୧୧ କୋରୋନା ପଜିଟିଭ ଚିହ୍ନଟ ।

6. BJP ବିରୋଧରେ ବିରୋଧିଙ୍କ ମେଳି, ଆସନ୍ତା ମାସରେ 10ଦିନ କରିବେ ବିକ୍ଷୋଭ

ଆସନ୍ତା ସେପ୍ଟେମ୍ବର 20ରୁ30 ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ 19 ବିରୋଧୀ ଦଳ । ଏକାଠି ହୋଇ ନେଲେ ନିଷ୍ପତ୍ତି ।

7. ସୁରକ୍ଷାକର୍ମୀଙ୍କୁ ସଫଳତା; ଅବନ୍ତିପୋରା ଏନକାଉଣ୍ଟରରେ 3 ଆତଙ୍କୀ ନିପାତ

ପୁଣି ସୀମାରେ ଗୁଳି ବନିମୟ । ଜମ୍ମୁ କାଶ୍ମୀର ଅବନ୍ତିପୋରାରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏଥିରେ ତିନି ଜଣ ଆତଙ୍କୀ ଟଳି ପଡିଛନ୍ତି ।

8. କାବୁଲରୁ ଲୋକଙ୍କୁ ଉଦ୍ଧାର କରିବା ସବୁଠୁ ବଡ ଚ୍ୟାଲେଞ୍ଜ: ବାଇଡେନ

ଆଫଗାନ ସଙ୍କଟ ସମୟରେ ସାମ୍ନାକୁ ଆସୁଥିବା ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଲେ ଜୋ ବାଇଡେନ ।

9. ରାଜସ୍ଥାନରେ ମାଟି ଅତଡା ଖସି ୫ ମୃତ

ରାଜସ୍ଥାନ ଜାଲ୍ଲୋର ଜିଲ୍ଲାରେ ଅଘଟଣ । ପାଣିଟାଙ୍କି ପାଇଁ କାମ କନଷ୍ଟ୍ରକସନ ସାଇଟରେ ଏପରି ଘଟଣା ଘଟିଛି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ମଧ୍ୟ ଜଣାପଡିଛି ।

10. ଓଡିଆ ହକି ଖେଳାଳିଙ୍କ ସହ ରାତ୍ର ଭୋଜନ କଲେ ଧର୍ମେନ୍ଦ୍ର ପ୍ରଧାନ

ଅଲମ୍ପିକ୍ସରେ ସ୍ଥାନ ପାଇଥିବା ପୁରୁଷ ଓ ମହିଳା ଦଳର ଓଡିଆ ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ରାତ୍ର ଭୋଜନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.