ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@11AM, ନଜର ପକାନ୍ତୁ ବର୍ତ୍ତମାନର ବଡ଼ ଖବର...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jun 9, 2021, 10:59 AM IST

1.ଲକ୍ଷେ ତଳେ ସଂକ୍ରମଣ ସଂଖ୍ୟା, ଦିନକରେ 92596 ନୂଆ ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ଦେଶରେ 92 ହଜାର 596 ନୂଆ ସଂକ୍ରମିତ ଚିହ୍ନଟ ଏବଂ 2 ହଜାର 219 ମୃତ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

2.ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ IAS ଅନୁପ ଚନ୍ଦ୍ର ପାଣ୍ଡେ

ନୂଆ ନିର୍ବାଚନ କମିଶନର ହେଲେ ଉତ୍ତରପ୍ରଦେଶର ପୂର୍ବତନ ଆଇଏଏସ କ୍ୟାଡର ଅଫିସର ଅନୁପ ଚନ୍ଦ୍ର ପାଣ୍ଡେ ।

3.ତୃତୀୟ ଲହର ଭୟ: ଆଜିଠୁ ଗଞ୍ଜାମରେ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ

ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗଞ୍ଜାମରେ ଆଜି(ବୁଧବାର) ଠାରୁ ଆରମ୍ଭ ହେବ ଶିଶୁମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ । ଘରକୁ ଘର ବୁଲି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

4.ସମସ୍ତ ମେଡିକାଲରେ ECMO ମେସିନ ବ୍ୟବସ୍ଥା ପାଇଁ ହାଇକୋର୍ଟରେ ମାମଲା

ECMO ମେସିନ୍ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆବେଦନ ଦାୟର କଲେ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ।

5.୨୫୮ଟି ବିଦ୍ୟାଳୟରେ ଆରମ୍ଭ ହେଲା IBM ଷ୍ଟେମ୍ ସୁବିଧା; ଶିଖାଇବ ଜୀବନକୌଶଳ

ରାଜ୍ୟର 30ଟି ଜିଲ୍ଲାର 258ଟି ବିଦ୍ୟାଳୟରେ ଆଇବିଏମ ଷ୍ଟେମ ସୁବିଧାର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।

6.ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି(ବୁଧବାର) ରାଜ୍ୟ କ୍ୟାବିନେଟ୍ ବୈଠକ । ଭିସି ଯୋଗେ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

7.12ବର୍ଷରୁ କମ୍ ପିଲାଙ୍କଠାରେ ଟିକା ପରୀକ୍ଷଣ ବୃଦ୍ଧି କଲା ଫାଇଜର

ଅଳ୍ପ ସଂଖ୍ୟକ ଛୋଟ ପିଲାଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ଅଧ୍ୟୟନ ପରେ 12ବର୍ଷ ଭିତରେ ପିଲାମାନଙ୍କଠାରେ କୋଭିଡ-19 ଟିକାର ପରୀକ୍ଷାକୁ ବୃଦ୍ଧି କରିଛି ଫାଇଜର ।

8.ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା-୨ ବି ବ୍ୟବହାରକୁ DCGIର ଅନୁମତି

ହସ୍ପିଟାଲରେ ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା-୨ ବି ବ୍ୟବହାର କରିବାକୁ DCGI ର ଅନୁମତି ।

9.ସୋନୁ ସୁଦଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ଚାଲିଚାଲି ମୁମ୍ବାଇ ଗଲେ ଛାତ୍ର

କୋରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିବା ଅଭିନେତା ସୋନୁ ସୁଦ ବର୍ତ୍ତମାନ ଲୋକଙ୍କ ପାଇଁ ପାଲଟିଛନ୍ତି 'ଭଗବାନ' ।

10.ସୁସ୍ଥ ଅଛନ୍ତି ଦିଲ୍ଲୀପ, ଘରକୁ ଫେରିବେ ଖୁବଶୀଘ୍ର

ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସାଧିନରେ ଦିଲ୍ଲୀପ । ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସୂଚନା ଦେଲେ ଚିକିତ୍ସା କରୁଥିବା ଡାକ୍ତର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.