ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 21, 2022, 8:58 PM IST

1. Jawans martyred in Nuapada: ଶହୀଦଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

ନୂଆପଡାରେ 3 CRPF ଯବାନ ଶହୀଦଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

2. ନୂଆପଡ଼ାରେ ମାଓ ଆକ୍ରମଣ, 3 CRPF ଯବାନ ଶହୀଦ

ଦୀର୍ଘ ଦିନ ନୀରବତା ପରେ ଓଡ଼ିଶାରେ ପୁନର୍ବାର ସକ୍ରିୟ ହୋଇଛନ୍ତି ମାଓବାଦୀ । ଲାଲ ବାହିନୀ ଓଡ଼ିଶାରେ ଘଟାଇଛନ୍ତି ନାରକୀୟ କାଣ୍ଡ ।

3. Odisha Weather: ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସମଗ୍ର ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

4. ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ରୋମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି ।

5. CM Foreign Visit: ଦୁବାଇରୁ ବଡ଼ ଧରଣର ପୁଞ୍ଜି ଓଡିଶାକୁ ଆସିବାର ଆଶା କହିଲେ ଶିଳ୍ପମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ । ଦୁବାଇରୁ ବଡ଼ ଧରଣର ପୁଞ୍ଜି ଓଡିଶାକୁ ଆସିବାର ଆଶା ରହିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତରେ ଯାଇଥିବା ମନ୍ତ୍ରୀ କହିଛନ୍ତି ।

6. ପୋଲିସ କବ୍ଜାରେ 3 ଆତଙ୍କବାଦୀ ସହଯୋଗୀ

କାଶ୍ମୀରରେ ପୋଲିସକୁ ସଫଳତା । ଗିରଫ ହେଲେ 3 ଆତଙ୍କବାଦୀ ସହଯୋଗୀ । ପଚରା ଉଚରା ଜାରି ରଖିଛି ପୋଲିସ ।

7. Presidential poll: BJPର ସଂସଦୀୟ ଦଳ ବୈଠକ ଜାରି, ପ୍ରଧାନମନ୍ତ୍ରୀ ସାମିଲ

ଦିଲ୍ଲୀରେ ବିଜେପି ସଂସଦୀୟ ଦଳର ବୈଠକ ଜାରି । ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ । ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଜାରି ରହିଛି ବିଚାର ବିମର୍ଶ । ଆଜି ଅପରାହ୍ନରେ ପ୍ରାର୍ଥୀ ସ୍ପଷ୍ଟ କରି ସାରିଛି ମିଳିତ ବିରୋଧୀ ମଞ୍ଚ ।

8.President Elections: ଯଶୱନ୍ତ ସିହ୍ନା କିଏ, କାହିଁକି ତାଙ୍କୁ ପ୍ରାର୍ଥୀ କଲେ ବିରୋଧୀ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ (Chief Minister Mamata Banerjee) ଅଧ୍ୟକ୍ଷତାରେ ବସିଥିବା ମିଳିତ ବିରୋଧୀ ଦଳ ବୈଠକରେ ଯଶୱନ୍ତ ନା ଉପରେ ମୋହର ବାଜିଛି । ବର୍ତ୍ତମାନ ଟିଏମସିରୁ ରାଜ୍ୟସଭା ସାଂସଦ ଥିବା ଯଶୱନ୍ତ ସିହ୍ନା ଆଜି ଟିଏମସିରୁ ଦେଇଛନ୍ତି ଇସ୍ତଫା ।

9. ଶ୍ରୀକାକୁଲମରେ ଭାଲୁ ଆକ୍ରମଣ, ଜଣେ ମୃତ ୬ ଗୁରୁତର

ବନ୍ୟଜନ୍ତୁ ଆକ୍ରମଣରେ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

10. Anubhav-Varsha Marital Discord: ଅନୁଭବଙ୍କ ଘରେ ରହିବେ ବର୍ଷା

ବର୍ଷା ଅନୁଭବଙ୍କ ପାରିବାରିକ ମାମଲାରେ ନୂଆ ମୋଡ଼ । ଅନୁଭବଙ୍କ ଘରେ ବର୍ଷା ରହିବେ ବୋଲି କଟକ ଜିଲ୍ଲା ଜଜ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.