ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 16, 2022, 9:02 PM IST

1. ଦିଲ୍ଲୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ, ପୋଲିସ ସମେତ ଏକାଧିକ ଆହତ

ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥରମାଡ । ପୋଲିସ ସମେତ ଏକାଧିକ ଆହତ । ବ୍ୟାପକ ପୋଲିସ ମୁତୟନ ।

2. Bypoll 2022: ଉପନିର୍ବାଚନରେ BJPକୁ ଝଟକା, ବିହାରରେ RJD, ଛତିଶଗଡ ଓ ମହାରାଷ୍ଟ୍ରରେ କଂଗ୍ରେସ ବିଜୟୀ

ଆସିଲା 4ଟି ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳ । ବେଙ୍ଗଲରେ TMC, ବିହାରରେ RJD, ମହାରାଷ୍ଟ୍ର ଓ ଛତିଶଗଡରେ ବାଜି ମାରିଲେ କଂଗ୍ରେସ ପ୍ରାର୍ଥୀ । 4 ଆସନରେ ବିଜେପି ବିଫଳ ।

3. କଥାରଖିଲା AAP ସରକାର: ପଞ୍ଜାବରେ ମାସିକ 300 ୟୁନିଟ ମାଗଣା ବିଜୁଳି

ପଞ୍ଜାବରେ ଆପ ସରକାରଙ୍କ ବଡ ଘୋଷଣା । ପ୍ରତ୍ୟେକ ପରିବାରକୁ ମାସିକ ମାଗଣା 300 ୟୁନିଟ୍ ବିଜୁଳି । ନିଷ୍ପତ୍ତିକୁ କଂଗ୍ରେସର ପରହାସ ।

4. By Poll Result: ବେଙ୍ଗଲରେ ଶତ୍ରୁଘ୍ନ ସିହ୍ନା ଓ ବାବୁଲ ସୁପ୍ରିୟୋ ବିଜୟୀ

ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନ ଓ ବିଧାନସଭା ଆସନରେ ଶତ୍ରୁଘ୍ନ ସିହ୍ନା ଓ ବାବୁଲ ସୁପ୍ରିୟୋ ବିଜୟୀ ।

5. ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ, 30ରୁ ଊର୍ଦ୍ଧ୍ବ ମୃତ ଆଶଙ୍କା

ଆଫଗାନିସ୍ତାନର ଖୋଷ୍ଟରେ ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ ବାୟୂସେନା । 30ରୁ ଊର୍ଦ୍ଧ୍ବ ମୃତ ଆଶଙ୍କା । ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ।

6. ଅନନ୍ତନାଗ ଏନକାଉଣ୍ଟରେ ଜଣେ ଯବାନ ଶହୀଦ, ଏବେବି ଗୁଳି ବିନିମୟ ଜାରି

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଜଣେ ଯବାନ ଶହୀଦ । ଏବେବି ଜାରି ରହିଛି ଅପରେସନ ।

7. MLAs Trip To Chilika: କାଳିଜାଈ ଅନୁଭୂତି ବଖାଣିଲେ ସୁର, କହିଲେ ବିକାଶ କାର୍ଯ୍ୟ ଅଧପନ୍ତରିଆ

କାଳିଜାଈ ଅନୁଭୂତି ବଖାଣିଲେ ସୁର । ସମସ୍ତ ବିଧାୟକ ଚିଲିକା ଭ୍ରମଣରେ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

8. ପିସିସି ସଭାପତି ଦୌଡରେ ମୋକିମ ଆଗରେ, ଖୁବଶୀଘ୍ର ହୋଇପାରେ ଘୋଷଣା !

କିଏ ହେବ ପିସିସି ସଭାପତି ! ସବୁଠି ଲାଗିରହିଛି ଆଲୋଚନା, ପର୍ଯ୍ୟାଲୋଚନା । ଦୌଡର ଆଗରେ ମହମ୍ମଦ ମୋକିମ ଥିବା ଚର୍ଚ୍ଚା ।

9. ହୃଦ୍‌ଘାତରେ ଚାଲିଗଲେ ଗୋଲମାଲ୍‌ ଅଭିନେତ୍ରୀ ମଞ୍ଜୁ ସିଂହ

ଅଭିନେତା ଅମୋଲ ପାଲକେରଙ୍କ ଫିଲ୍ମ ଗୋଲମାଲର ଭେଟେରାନ୍‌ ଅଭିନେତ୍ରୀ ମଞ୍ଜୁ ସିଂହଙ୍କ ଦେହାନ୍ତ ହୋଇଛି । ହୃଦ୍‌ଘାତ ଯୋଗୁଁ ଆଜି ସକାଳୁ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।

10.IPL 2022: ମୁମ୍ବାଇର ଷଷ୍ଠ ପରାଜୟ, ୧୮ ରନ୍‌ରେ ଜିତିଲା ଲକ୍ଷ୍ନୌ

ଆଇପିଏଲ ୨୦୨୨ର ୨୬ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନ୍‌ରେ ହରାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.