ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ୍‌ ଖବର

ନଜର ପକାନ୍ତୁ TOP NEWS@9PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବରTOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 12, 2022, 8:56 PM IST

1. NEW YORK SUBWAY ATTACK: ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଅତର୍କିତ ଗୁଳିମାଡ, 13 ଗୁରୁତର

ନ୍ୟୁୟର୍କର ବ୍ରୁକଲିନ୍ରେ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ । ଏକାଧିକ ମୃତାହତ ଆଶଙ୍କା । ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେ ଗ୍ୟାସ୍ ମାସ୍କ ପିନ୍ଧିଥିବା କୁହାଯାଉଛି ।

2. Watch Video: ଶିଶୁକୁ ନିର୍ଦ୍ଦୟ ଭାବେ ପିଟିଲେ ଜମ୍ମୁ ମହିଳା, ଭିଡ଼ିଓ ଭାଇରାଲ

ଏକ କୋମଳମତି ଶିଶୁ ପ୍ରତି ମହିଳାଙ୍କ ବ୍ୟବହାର ସମସ୍ତ ସୀମା ଅତିକ୍ରମ କରିଛି । ଜଣେ ମହିଳା ଏପରି ନିର୍ଦ୍ଦୟ କିପରି ହୋଇପାରେ ତାହାକୁ ନେଇ ମନରେ ସୃଷ୍ଟି ହେଉଛି ପ୍ରଶ୍ନ ।

3. ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର, ଚଳିତ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଚଳିତ ବର୍ଷ ଭକ୍ତମାନେ ସାମିଲ ହେବେ ବୋଲି ନିଆଯାଇଛି ନିଷ୍ପତ୍ତି ।

4. ରାତି ପାହିଲେ ରାଜଧାନୀ ପାଳିବ ପ୍ରତିଷ୍ଠା ଦିବସ, ରାଜଧାନୀବାସୀଙ୍କ ସହଯୋଗ କାମନା କରିଛନ୍ତି ମେୟର

ବୁଧବାର ୭୪ତମ ପ୍ରତିଷ୍ଠା ଦିବସ ପାଳନ କରିବ ଭୁବନେଶ୍ବର । ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ ।

5. ନିରଞ୍ଜନ ପଟ୍ଟନାୟକଙ୍କୁ ମିଳିବ AICC ଦାୟିତ୍ବ !

ଆଉ ଏଥିରେ ସବୁଠାରୁ ଆଗରେ ଅଛନ୍ତି ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ହେଉଛି ।

6. ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସଫଳତା, ରୋବଟ ଆସିଷ୍ଟଡ ଦ୍ବାରା ହୃଦରୋଗ ଅସ୍ତ୍ରୋପଚାର

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳତା । ଭାରତରେ ପ୍ରଥମ ଥର ରୋବଟ ଆସିଷ୍ଟଡ ଦ୍ବାରା ହୃଦରୋଗ ଅସ୍ତ୍ରୋପଚାର (robotics cardiac surgery) ସମ୍ଭବ କରି ପାରିଛନ୍ତି ଡାକ୍ତରୀ ଟିମ ।

7. ଯଦି WTO ଚାହେଁ, ବିଶ୍ବକୁ ଖାଦ୍ୟ ସାମଗ୍ରୀ ଯୋଗାଇବ ଭାରତ: ପ୍ରଧାନମନ୍ତ୍ରୀ

ଯୁଦ୍ଧ ପାଇଁ ବିଶ୍ବରେ ବୃଦ୍ଧି ପାଇଲାଣି ଖାଦ୍ୟ ସଙ୍କଟ । ଖାଲି ହେବାରେ ଲାଗିଛି ଗଚ୍ଛିତ ଖାଦ୍ୟ ଭଣ୍ଡାର । ବିଶ୍ବ ବାଣିଜ୍ୟ ସଂଗଠନ ଅନୁମତି ଦେଲେ ସାରା ବିଶ୍ବକୁ ଖାଦ୍ୟ ସାମଗ୍ରୀ ଯୋଗାଇବାରେ ସକ୍ଷମ ଭାରତ । ବାଇଡେନଙ୍କ ସହ କଥାବାର୍ତ୍ତା ବେଳେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିବା କହିଲେ ମୋଦି ।

8. ପୁଣି ନୀତିଶ କୁମାରଙ୍କ ସୁରକ୍ଷାରେ ବଡ ତ୍ରୁଟି, ସଭାମଞ୍ଚରେ ଫୁଟିଲା ବୋମା

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସୁରକ୍ଷାରେ ପୁଣି ବଡ ତ୍ରୁଟି । ସଭା ମଞ୍ଚରେ ବୋମା ଫୁଟାଇଲା ଯୁବକ ।

9. ଭାରତ ସହ ଶାନ୍ତିପୂର୍ଣ୍ଣ ଓ ସହଯୋଗୀ ସମ୍ପର୍କ ଚାହୁଁଛୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ଆଜି ପ୍ରତି ଉତ୍ତରରେ ସେ ଧନ୍ୟବାଦ ଜଣାଇଛନ୍ତି ।

10. IPL 2022: ସୁପରକିଙ୍ଗ୍ସ ବିପକ୍ଷରେ ଟସ୍‌ ଜିତିଲା RCB

ବାଙ୍ଗାଲୋର କ୍ୟାପଟେନ୍‌ ଫାଫ ଡୁପ୍ଲେସିସ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେବାସହ ସିଏସକେକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.