1. ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ, ମାର୍ଚ୍ଚ 28ରୁ ଫର୍ମ ଫିଲ୍ଅପ୍
2. Chinese Foreign Minister Arrives: ଦିଲ୍ଲୀରେ ପହଞ୍ଚିଲେ Wang Yi, କାଲି ଜୟଶଙ୍କରଙ୍କ ସହ ବୈଠକ
3. ନୃଶଂସ ମାଆ: ରାଶିଫଳରେ ସମୟ ନଥିଲା ଠିକ୍, ୪ ମାସର ପୁଅକୁ ପିଙ୍ଗିଲା ନଦୀରେ
4. 1990 massacres ! ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଏର
5. ଭାରତର ମହାନତା: ୪ ବର୍ଷର ନାବାଳିକାକୁ ପାକିସ୍ତାନକୁ ହସ୍ତାନ୍ତର କଲା ବିଏସଏଫ୍
6. ଲଗାତାର ୪ ଦିନ ବନ୍ଦ ରହିବ ସରକାରୀ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ
7. ଶ୍ରେଣୀରେ ପ୍ରଥମ-ଦ୍ବିତୀୟକୁ ନେଇ ରାଜନୀତି, ଆତ୍ମହତ୍ୟା କରିଦେଲେ ଛାତ୍ରୀ
8. ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ The Kashmir Files ଟିମକୁ ନିମନ୍ତ୍ରଣ
ଯୋଗୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ଦି କାଶ୍ମୀର ଫାଇଲ୍ସ ଟିମ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଜେପି ନଡ୍ଡା ମଧ୍ୟ ହେଉଛନ୍ତି ସାମିଲ । ଆସନ୍ତାକାଲି ଅପରାହ୍ନରେ ଶପଥ ଗ୍ରହଣ ଉତ୍ସବ ।
9. ବଢିବନି ବିଦ୍ୟୁତ ଶୁଳ୍କ, ଡିଜିଟାଲ ପେମେଣ୍ଟ କଲେ ମିଳିବ 3% ରିହାତି: OIRC
10. Municipal Poll: ସରିଲା ମତଦାନ, ଧାମନଗର NAC-ଭଦ୍ରକ ମ୍ୟୁନିସିପାଲିଟିରେ ହୋଇପାରେ ରିପୋଲିଂ
ଗୁରୁବାର ରାଜ୍ୟରେ ପୌର ନିର୍ବାଚନ ପାଇଁ ମୋଟ ୬୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି ।