ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS@9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 27, 2021, 9:06 PM IST

1. ଚୀନ-ପାକିସ୍ତାନ ଛାତିରେ ଛନକା: Agni-Vର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା 5000 KM

ପ୍ରତିରକ୍ଷା କ୍ଷେତ୍ରରେ ବଢିଲା ଭାରତର ଶକ୍ତି । ଓଡିଶା ଉପକୂଳ ଧାମରା ନିକଟବର୍ତ୍ତୀ ଅବଦୁଲ କଲାମ ଦ୍ବୀପରୁ ଅଗ୍ନୀ-୫ର ସଫଳ ପରୀକ୍ଷଣ କଲା ଡିଆରଡିଓ । ୫ ହଜାର କିମି ରହିଛି ଲକ୍ଷ୍ଯଭେଦ କ୍ଷମତା ।

2. ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ: ବଢୁଛି ଅବଧି, ସରୁନି କାମ

ରାଜ୍ୟରେ କଚ୍ଛପ ଗତିରେ ଚାଲିଛି ଜାତୀୟ ରାଜପଥର ୨୦ ପ୍ରକଳ୍ପ । କାମ ସରୁନଥିବା ଯୋଗୁଁ ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଏ ନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ର ପରିବହନ ସଚିବ ଗିରିଧର ଅରମାନେ ।

3. ପ୍ରାଣୀ ଉଦ୍ୟାନ ସଫାରିରେ ଭାଲୁ ଆକ୍ରମଣର ଶିକାର ହେଲେ ଗାଇଡ

ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ । ବସ ସିଟ୍ରୁ ଉଠି ଖାଦ୍ୟ ଦେଉଥିବାବେଳେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

4. T-20 WC: ବାଂଲାଦେଶ ବିପକ୍ଷରେ ଇଂଲଣ୍ଡର ସହଜ ବିଜୟ

ବାଂଲାଦେଶକୁ ୮ ୱିକେଟ ମାତ୍‌ ଦେଲା ଇଂଲଣ୍ଡ । ମାତ୍ର ୧୫ ଓଭରରେ ଦଳ ବିଜୟ ଲକ୍ଷ୍ୟ ହାସଲ କରି ଦୁଇ ପଏଣ୍ଟ ହାସଲ କରିଛି ଇଂଲଣ୍ଡ ।

5. ଓଡ଼ିଶା ଗସ୍ତରେ ସଞ୍ଜୟ ସିଂହ, ବିଜେଡିକୁ କଲେ ଟାର୍ଗେଟ

ଓଡ଼ିଶା ଗସ୍ତରେ ଆସିଛନ୍ତି ଆମ ଆଦମୀ ପାର୍ଟିର ଓଡ଼ିଶା ପ୍ରଭାରୀ ସଞ୍ଜୟ ସିଂହ । ଏହି ଅବସରରେ ସେ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ।

6. ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ

ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ବୁଧବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

7. ଅନଲାଇନ ପରୀକ୍ଷା ଦାବିରେ ରାଜଧାନୀର ବିଭିନ୍ନ କଲେଜ ଛାତ୍ରୀଙ୍କ ଧାରଣା

ଅନଲାଇନ ପରୀକ୍ଷା ଦାବିରେ ରାଜରାସ୍ତାରେ ରାଜଧାନୀର ବିଭିନ୍ନ କଲେଜ ଛାତ୍ରୀଙ୍କ ଧାରଣା। ଭୁବନେଶ୍ବରର ବିଭିନ୍ନ କଲେଜରେ ଅନଲାଇନ ପରୀକ୍ଷା ଦାବିରେ ଛାତ୍ରୀ ମାନେ ଆଜି(ବୁଧବାର) କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ।

8. ମମିତା ହତ୍ୟାକାଣ୍ଡ ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ମମିତା ହତ୍ୟାକାଣ୍ଡ ଘଟଣାରେ ଜୋର ଧରିଛି ଚର୍ଚ୍ଚା । ଆଉ ଏହି ଘଟଣାରେ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ସହ ଶୂନ୍ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

9. ସମୀର ଓ୍ବାଙ୍ଖଡେଙ୍କ ଧର୍ମକୁ ନେଇ ନଓ୍ବାବ ମଲିକଙ୍କ ଟାର୍ଗେଟ, ଫଟୋ ଜାରି କରି ପ୍ରମାଣ ଦେଖାଇଲେ କ୍ରାନ୍ତି ରେଡକର

(ଏନସିବି) ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଧର୍ମକୁ ନେଇ ଏନସିପି ନେତା ନଓ୍ବାବ ମଲିକଙ୍କ ମନ୍ତବ୍ୟ ପରେ ଉତ୍ତର ରଖିଲେ ପତ୍ନୀ କ୍ରାନ୍ତି ରେଡକର ଓ୍ବାଙ୍ଖଡେ । ଅଭିଯୋଗକୁ ନେଇ ଜାରି କଲେ ଫଟୋ । ସେପଟେ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାର ତଦନ୍ତ ସମୀର ଜାରି ରଖିବା ନେଇ ସ୍ପଷ୍ଟ କଲା NCB ।

10. ICC T-20 RANKINGS: ଖସିଲେ ବିରାଟ-ରାହୁଲ

ଆଇସିସି ପକ୍ଷରୁ ଜାରି ହୋଇଛି ନୂଆ ଟି-୨୦ ମାନ୍ୟତା । ସଦ୍ୟତମ ଜାରି ହୋଇଥିବା ବିଶ୍ବ ଟି-୨୦ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.