ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 28, 2021, 9:02 PM IST

1.କ୍ରୀଡା ପ୍ରୋତ୍ସାହନରେ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ 'ଓଡିଶା'

ଓଡିଶା ପାଇଁ ଐତିହାସିକ ମୂହୂର୍ତ୍ତ । ନିରବଚ୍ଛିନ୍ନ ଭାବେ ଓଡିଶା ସରକାରଙ୍କ କ୍ରୀଡା ପ୍ରୋତ୍ସାହନକୁ ମିଳିଛି ବଡ ପୁରସ୍କାର ।

2.ହେଲମେଟ ନ ପିନ୍ଧାଇବା ପଡିଲା ମହଙ୍ଗା, 3 କିଲୋମିଟର ଚାଲିଲେ ଗର୍ଭବତୀ ମହିଳା

ଗର୍ଭବତୀ ପତ୍ନୀଙ୍କୁ ହେଲମେଟ ନ ପିନ୍ଧାଇବାରୁ ସ୍ବାମୀଙ୍କୁ ପୋଲିସ 4 ଘଣ୍ଟା ଥାନାରେ ଅଟକ ରଖିବା ପରେ ଗର୍ଭବତୀ ମହିଳା 3 କିଲୋମିଟର ଚାଲି ଘରକୁ ଯାଇଥିବା ସୂଚନା ମିଳିଛି ।

3.ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନିନ୍ଦା କଲେ ଉଭୟ କଂଗ୍ରେସ ଓ ବିଜେପି

ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ବିଜୁଳି ଦର ବଢିବା ପରେ ପ୍ରତିବାଦର ସ୍ବର ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

4.ଟିକେଟ୍ ଗ୍ରହଣ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ରୁଦ୍ର ମହାରଥୀ

ପିପିଲିରୁ ପ୍ରାର୍ଥୀ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଛନ୍ତି ରୁଦ୍ର ମହାରଥୀ । ପିପିଲିରୁ ବିଜେଡି ପ୍ରାର୍ଥୀ ହେବାପରେ ରୁଦ୍ର ମହାରଥୀ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

5.ଶିବକୁମାରଙ୍କ ଗାଡିକୁ ଆକ୍ରମଣ

ଅଶ୍ଲୀଳ ସିଡି ସ୍କାଣ୍ଡାଲ ମାମଲାକୁ ନେଇ ବିବାଦରେ ଫସିଥିବା ବିଜେପି ନେତା ରମେଶ ଜାରକିହୋଲିଙ୍କ ସମର୍ଥକମାନେ କର୍ଣ୍ଣାଟକ ପିସିସି ଅଧ୍ୟକ୍ଷ ଡିକେ ଶିବକୁମାରଙ୍କ ଗାଡିକୁ ଆକ୍ରମଣ କରିଛନ୍ତି ।

6.ଶାହା-ପାୱାର ଗୁପ୍ତ ବୈଠକ ପରେ ମହାରାଷ୍ଟ୍ର ରାଜନୀତିରେ ଭୂମିକମ୍ପ

ବଟି ଆଦାୟକୁ ନେଇ ରାଜ୍ୟର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଗମ୍ଭୀର ଅଭିଯୋଗ ଲାଗିବା ପରେ ଅଚାନକ ଏନସିପି ମୁଖିଆ ଶରଦ ପାୱାର ଗୁଜୁରାଟ ଗସ୍ତ କରି ଅମିତ ଶାହଙ୍କୁ ଭେଟିବା ଘଟଣା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି ।

7.ରାଜଧାନୀରେ ବଢିଲା ସଂକ୍ରମଣ, 24 ଘଣ୍ଟାରେ 51 ଆକ୍ରାନ୍ତ

ରାଜଧାନୀ ଭୁବନେଶ୍ବରରୁ ଆଜି 51 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ 11 ଜଣ ସୁସ୍ଥ ହୋଇଛନ୍ତି ।

8.ଆଲେନ ଇନଷ୍ଟିଚ୍ୟୁଟକୁ ସିଲ କଲା ବିଏମସି

ଭୁବନେଶ୍ୱର ଆଲେନ ଇନଷ୍ଟିଚ୍ୟୁଟକୁ ସିଲ କଲା ବିଏମସି । ପୂର୍ବରୁ ୨୫୦ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୯ ଜଣ ଛାତ୍ରଛାତ୍ରୀ ୪ଟି ହଷ୍ଟେଲରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ‌। ଯାହାକୁ ନେଇ ହଷ୍ଟେଲ ଓ ମେସ ଭିତରକୁ ପ୍ରବେଶ ଉପରେ କଟକଣା ଲଗାଇଲା ବିଏମସି।

9.କୋରୋନା କବଳରେ ଏସ ବଦ୍ରିନାଥ, ଟ୍ବିଟ୍ ଯୋଗେ ଦେଲେ ସୂଚନା

କୋରୋନା ସଂକ୍ରମିତ ହେଲେ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ଏସ ବଦ୍ରିନାଥ। ଏହାକୁ ନେଇ ବଦ୍ରିନାଥ ଟ୍ବିଟ କରି ସୂଚନା ଦେଇଛନ୍ତି।

10.ବିଗ ବିଙ୍କୁ ଘାଇଲା କଲା କ୍ରିତି

ନିକଟରେ କ୍ରିତି ସାନନ ନିଜର ଏକ ଗ୍ଲାମରସ୍ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏବେ ବିଗ୍ ବି କ୍ରିତିଙ୍କ ଫଟୋକୁ ଲାଇକ କରିବା ସହ ପ୍ରଂଶସା ମଧ୍ୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.