ETV Bharat / bharat

TOP NEWS@9am: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 17, 2021, 8:58 AM IST

1.Chopper crash: ଆଜି ହେବ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଶେଷକୃତ୍ୟ

ବିମାନବନ୍ଦରରୁ ବରୁଣଙ୍କ ପାର୍ଥିବ ଶରୀରକୁ ସନସିଟି କଲୋନୀରେ ତାଙ୍କ ବାସଭବନକୁ ନିଆଯିବ । ଆଜି (ଶୁକ୍ରବାର) ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ (Last rites of Group captain Varun Singh)।

2.ଆଜି ସର୍ବଭାରତୀୟ ମେୟର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ସର୍ବ ଭାରତୀୟ ମେୟର ସମ୍ମିଳନୀକୁ(All India Mayors Conference) ଉଦଘାଟନ କରିବା ସହିତ ସମ୍ବୋଧିତ କରିବେ ।

3.2022-23 Budget ପୂର୍ବରୁ ଆଜି ବିଭିନ୍ନ ବିଭାଗର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ

2022-23 ବଜେଟ(Budget) ପୂର୍ବରୁ ଆଜି(ଶୁକ୍ରବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Finance Minister Nirmala Sitharaman) ବିଭିନ୍ନ ସେକ୍ଟରରେ ଥିବା ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ।

4.Omicron Scare: ଦେଶରେ ୮୭କୁ ବଢିଲା ଓମିକ୍ରନ ମାମଲା

ଦେଶରେ କ୍ରମାଗତ ଭାବେ ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି ।

5.୧୯ ବର୍ଷ ଜେଲରେ ସଜା କାଟିବା ପରେ ନିର୍ଦ୍ଦୋଷରେ ମୁକୁଳିଲେ ହାବିଲ ସିନ୍ଧୁ

ହତ୍ୟା କରିଥିବା ଅଭିଯୋଗରେ ସେ ଜେଲ ଯାଇଥିଲେ ଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁ । ହେଲେ ପ୍ରମାଣ ଅଭାବରୁ ୧୯ ବର୍ଷ ଜେଲରେ କଟିବା ପରେ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

6.ମିଳିଲାନି ଠିକ୍‌ ଟୋକନ, ମଣ୍ଡିରେ ଚାଲିଗଲା ଚାଷୀଙ୍କ ଜୀବନ

୨୪ କ୍ବିଣ୍ଟାଲ ବଦଳରେ ୬ କ୍ବିଣ୍ଟାଲ ଧାନ ବିକ୍ରିର ଟୋକନ ଆସିଥିବା ଦେଖି ହୃଦଘାତରେ ମଣ୍ଡିରେ ହିଁ ଟଳି ପଡିଛନ୍ତି ଚାଷୀ ।

7.କୃଷି ବିଭାଗର କଡା ଆଭିମୁଖ୍ୟ: ଦୁର୍ନୀତି ଓ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ

କାର୍ଯ୍ୟକାରିତାରେ ଦୁର୍ନୀତି ଏବଂ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ । କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ସ୍ବଚ୍ଛତା ପାଇଁ ଏଭଳି ନିର୍ଦ୍ଦେଶ ଦେଲେ କୃଷିମନ୍ତ୍ରୀ ଅରୁଣ ସାହୁ ।

8.BJD MPs meet Nitin Gadkari: ନୀତିନଙ୍କୁ ଭେଟିଲେ ବିଜେଡି ସାଂସଦ

ରାଜ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ନେଇ ଆଜି (ଗୁରୁବାର) କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ କରିଛନ୍ତି ବିଜୁ ଜନତା ଦଳ ( Biju Janata Dal) ବିଜେଡି ସାଂସଦ ଗଣ ।

9.PMAY Yojana: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଜେପି ସାଂସଦ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (Pradhan Mantri Awas Yojana)କୁ 2024 ପର୍ଯ୍ୟନ୍ତ ବଢାଇବା ସହିତ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ନେଇ ଓଡିଶା ବିଜେପି ସାଂସଦ ।

10.Earthquake: ମିଜୋରାମରେ ୪.୨ ତୀବ୍ରତାର ଭୂମିକମ୍ପ

ମିଜୋରାମର ଚମ୍ପାଇରେ ୪.୨ ତୀବ୍ରତାର ଭୂମିକମ୍ପ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ତରଫରୁ ସୂଚନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.