ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 11, 2021, 9:01 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ଆଜି ବସିବ ୫୧ତମ ରାଜ୍ୟପାଳ ସମ୍ମିଳନୀ, ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି

ଆଜି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ବସିବ ୫୧ତମ ରାଜ୍ୟପାଳ ସମ୍ମିଳନୀ ।

2. ଆଜି 142ଟି ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କରିବେ ମୁଖ୍ୟମନ୍ତ୍ରୀ । କଟକ, ବାଲେଶ୍ବର, ନବରଙ୍ଗପୁର, ସୁନ୍ଦରଗଡ ଓ କନ୍ଧମାଳ ଜିଲ୍ଲାରେ ମୋଟ ୧୪୨ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ରହିଛି ।
3. କଟକରେ KBN ଗ୍ୟାଙ୍ଗ; ଜଣେ ଅଟକ, ବନ୍ଧୁକ ନକଲି

ଭୁବନେଶ୍ବର ପରେ ଏବେ ଭାଇରାଲ ହେଉଛି କଟକ କେବିଏନ ଗ୍ୟାଙ୍ଗର ଭିଡିଓ । ବନ୍ଧୁକ ଧରି ଭିଡିଓ କରିବା ମାମଲାରେ ଜଣେ ଯୁବକ ଗିରଫ ।

4. T-20 WC, ଆଜି ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ-ପାକିସ୍ତାନ ଫାଇଟ

ଚଳିତ ଟି-ଟେଣ୍ଟି ବିଶ୍ବକପରେ ଆଜି(ଗୁରୁବାର) ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଅପରାଜେୟ ପାକିସ୍ତାନ ସହ ଖେଳିବ ଅଷ୍ଟ୍ରେଲିଆ ।

5. ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ

ଆସନ୍ତା ୧୩ରେ ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । 295 କୋଟି 9 ଲକ୍ଷ ଟଙ୍କାର ଜନକଲ୍ୟାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନର କର୍ଯ୍ୟକ୍ରମ ରହିଛି ।

6. 'ଘୁଷୁରି ସହ ଲଢିଲେ ଆବର୍ଜନାରେ ଘାଣ୍ଟି ହେବାକୁ ପଡିବ'

ଏନସିପି ନେତା ନୱାବ ମଲିକଙ୍କ 'ହାଇଡ୍ରୋଜେନ ବମ'କୁ ଫୁଲଝରୀ ସହ ମଧ୍ୟ ତୁଳନା କଲା ବିଜେପି । ଫଡନାଭିସ କହିଲେ ଘୁଷୁରି ସହ ଲଢିଲେ ଆବର୍ଜନାରେ ଘାଣ୍ଟି ହେବାକୁ ପଡିବ ।

7. Tamil Nadu rains: ମୃତ୍ୟୁସଂଖ୍ୟା 12କୁ ବୃଦ୍ଧି, ପୁଣି ରେଡ ଆଲର୍ଟ ଜାରି

ଜାରିରହିଛି ତାମିଲନାଡୁରେ ବର୍ଷା ବିତ୍ପାତ । ମୃତ୍ୟୁସଂଖ୍ୟା ୧୨କୁ ବଢିଲା, ଆଗାମୀ ୩ ଘଣ୍ଟା ପରେ ପୁଣି ପ୍ରବଳ ବର୍ଷା । ଆଲର୍ଟ କଲା ପାଣିପାଗ ବିଭାଗ ।

8. T-20 WC, ମ୍ୟାଚ ପଲଟେଇଲେ ମିଚେଲ, ଇଂଲଣ୍ଡକୁ ହରାଇ ଫାଇନାଲରେ ନ୍ୟୁଜିଲାଣ୍ଡ

ଚଳିତ ଟି-ଟେଣ୍ଟି ବିଶ୍ବକପ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ନ୍ୟୁଜିଲାଣ୍ଡ । ବୁଧବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ।

9. ଆଜି କୋର୍ଟରେ ହାଜର ହେବେ ଡ୍ରଗ୍ସ ପାର୍ଟି ମାମଲାର NCB ସାକ୍ଷୀ କିରଣ ଗୋସାଭି

ନ୍ୟାୟିକ ହେପାଜତକୁ ଗଲେ ଗିରଫ ହୋଇଥିବା କ୍ରୁଜ ଡ୍ରଗ୍ସ ପାର୍ଟି ମାମଲରା ଏନସିବି ସାକ୍ଷୀ କିରଣ ଗୋସାଭି

10. ପ୍ରିୟଙ୍କାଙ୍କୁ ଭେଟିଲେ ଗେହଲଟ, ବଢିଲା ରାଜସ୍ଥାନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

ଦିଲ୍ଲୀ ଗସ୍ତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଦଳୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସହ କଲେ ଆଲୋଚନା । ରାଜସ୍ଥାନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ବଢିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.