ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 10, 2021, 9:12 AM IST

1. Ganesh Chaturthi: ଆଜି ଗଣେଶ ଚତୁର୍ଥୀ, କଟକଣାରେ କଟିବ ଗଜାନନଙ୍କ ଦିନ

ଆଜି ବିଘ୍ନନାଶନ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା । "ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ନିହତ୍ୟାଷୁ ସର୍ବକାର୍ଯ୍ୟେଷୁ ସର୍ବଦା..." ମନ୍ତ୍ର ଧ୍ବନିରେ ଗୁଞ୍ଜରିତ ହେଉଛି ଗାଁ ଠୁ ସହର ।

2. ଭୁଶୁଡିଲା କୁଚିଣ୍ଡା ଝୁଲାପୋଲ: ଝୁଲି ରହିଛି ଡ଼ମ୍ପର, ଚାପି ହୋଇଗଲେ ଡ୍ରାଇଭର

ଭୁଶୁଡିଲା କୁଚିଣ୍ଡାର ଝୁଲାପୋଲ। ପୋଲରେ ଆଂଶିକ ଭାବେ ଝୁଲି ରହିଛି ଡ଼ମ୍ପର । ଡ୍ରାଇଭର ଚାପି ରହିଥିବା ସୂଚନା ମଳିଛି । ଉଦ୍ଧାର କାର୍ଯ୍ୟ ଜାରି ।

3. ପବିତ୍ର ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପବିତ୍ର ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

4. ବାଲୁକାକଳାରେ ଗଣେଶ ପୂଜାର ଶୁଭେଚ୍ଛା, ବ୍ୟବହାର ହୋଇଛି 7 ହଜାରରୁ ଉର୍ଦ୍ଧ୍ବ କଉଡ଼ି

ପବିତ୍ର ଗଣେଷ ଚତୁର୍ଥୀ ଅବସରରେ ବାଲୁକା କଳା ମାଧ୍ୟମରେ ଆନ୍ତର୍ଜାତୀୟ ବାଳୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା । ପୁରୀ ବେଳାଭୂମିରେ ପ୍ରଭୁ ଗଣେଶଙ୍କର ବିଶାଳ ପ୍ରତିକୃତି । ବ୍ୟବହାର ହୋଇଛି 7 ହଜାରରୁ ଉର୍ଦ୍ଧ୍ବ କଉଡ଼ି ।

5. ଦିଆସିଲି କାଠିରେ ଗଜାନନଙ୍କୁ ଗୁନ୍ଥିଲେ ଶିଳ୍ପୀ ଶାଶ୍ବତ

ଦିଆସିଲି କାଠିରେ ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତି ତିଆରି କଲେ ପୁରୀର ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ।

6. ASSAM BOAT ACCIDENT; ଉଦ୍ଧାର କାର୍ଯ୍ଯ ଜାରି, ୭ ଜଣଙ୍କ ମିଳୁନି ପତ୍ତା

ବ୍ରହ୍ମପୁତ୍ର ନଦୀରେ ବଡ ଧରଣର ଡଙ୍ଗା ଦୁର୍ଘଟଣା । ଆଜିବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ୭ ଜଣ ଏବେବି ରହିଛନ୍ତି ନିଖୋଜ ।

7. ତାଲିବାନକୁ ପୁତିନଙ୍କ ଚେତାବନୀ ! ପଡୋଶୀ ଦେଶ ପାଇଁ ବିପଦ ନହେଉ ଆଫଗାନିସ୍ତାନ

13 ତମ ବ୍ରିକ୍ସ ସମ୍ମିଳନୀ(BRICS Summit)ରେ ଆଫଗାନିସ୍ତାନ ନିଜ ପଡୋଶୀ ଦେଶ ପାଇଁ ବିପଦ ହୋଇ ଛିଡା ନହେଉ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ।

8. ବିରୋଧୀ ଦଳ ନେତାଙ୍କୁ AIIMSରେ ଯାଇ ଭେଟିଲେ ଶକ୍ତିମନ୍ତ୍ରୀ-ସ୍ୱାସ୍ଥ୍ୟମନ୍ତ୍ରୀ

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଏମ୍ସ ଯାଇ ଭେଟିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ ।

9. ଜମ୍ମୁ କାଶ୍ମୀରକୁ ନେଇ ଗୃହମନ୍ତ୍ରୀ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

ଜମ୍ମୁ କାଶ୍ମୀରର ସୁରକ୍ଷା ଓ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିସାରିଥିବାବେଳେ ଏହି ବୈଠକକୁ ବେଶ ଗୁରୁତ୍ବପୂର୍ଣ୍ଣ ଦୃଷ୍ଟିରୁ ଦେଖାଯାଇପାରେ ।

10. ଆଜି ରିଲିଜ ହେବ 'ଥଲାଇଭି', ଦର୍ଶକ ଦେଖିବେ ଜୟଲଳିତାଙ୍କ ଜୀବନୀ

ଆଜି ପରଦାକୁ ଆସିବ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ 'ଥଲାଇଭି' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.