ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 9, 2021, 9:09 AM IST

1-ଆଜି ପ୍ରକାଶ ପାଇବ +3 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଆଜି ପ୍ରକାଶ ପାଇବ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। 13 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଜାରି ରହିବ ନାମ ଲେଖା ।

2-ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣା, ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ଚିଲିକା ବିଧାୟକ

ବିଜେପି କର୍ମୀଙ୍କୁ ଆକ୍ରମଣ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । ଯଦି ଜନସେବା କରିବାରୁ ମୋତେ ଦବଙ୍ଗଗିରି ପରିଚୟ ମିଳିଛି ତେବେ ମୋର କିଛି କହିବାର ନାହିଁ ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ ।

3-ଚେକିଂ ବେଳେ ବିଚରାସ୍ତାରେ ମହିଳା ପୋଲିସଙ୍କୁ ଆକ୍ରମଣ, ବନ୍ଧା ହେଲେ ପୂର୍ବତନ ସାମରିକ କର୍ମଚାରୀ

ମୁହାଁମୁହିଁ ହେଲେ ପୂର୍ବତନ ସାମରିକ କର୍ମଚାରୀଙ୍କ ସହ ମହିଳା କନେଷ୍ଟବଳ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ତିନିମୁହାଣୀରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

4-ପିପିଲି ଉପନିର୍ବାଚନ, ରାଜନୈତିକ ଦଳର ଘନଘନ ବୈଠକ

ପିପିଲି ଉପନିର୍ବାଚନ ନେଇ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳର କସରତ ଆରମ୍ଭ । ଭୋଟରଙ୍କୁ ମନାଇବା ପାଇଁ ଆରମ୍ଭ ହୋଇଯାଇଛି ରଣନୀତି ।

5-ଶିଳ୍ପ ସଂସ୍ଥା ବଢାଉଛି ବାୟୁ ପ୍ରଦୂଷଣ; ଚିନ୍ତାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ପ୍ରଦୂଷଣ ନେଇ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିନ୍ତା ପ୍ରକଟ । ଏନେଇ ଅନୁଗୋଳରେ ବିଶ୍ୱ ମୁକ୍ତ ବାୟୁ ଦିବସ ପାଳିତ ।

6-ଆଜିଠୁ ଦୁଇଦିନିଆ ଜମ୍ମୁ ଗସ୍ତରେ ରାହୁଲ, ପ୍ରଥମେ ବୈଷ୍ଣୋ ଦେବୀ ଦର୍ଶନ

ଆଜିଠୁ ଜମ୍ମୁ କାଶ୍ମୀର ଗସ୍ତରେ ବାହାରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଚାଲିଚାଲି କାତ୍ରାଠାରୁ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବେ ବୋଲି ସୂଚନା ଦେଇଛନ୍ତି ଦଳର ଜମ୍ମୁ କାଶ୍ମୀର ୟୁନିଟ୍ ସଭାପତି ଗୁଲାମ ଅହମ୍ମଦ ମୀର ।

7-ଭୁଲରେ ଭାରତ ପଳାଇ ଆସିଥିଲା ପାକିସ୍ତାନୀ ନାବାଳକ, ଫେରାଇଲା ସେନା

ଜଣେ ପାକିସ୍ତାନୀଙ୍କୁ ନିଜ ଦେଶକୁ ଫେରାଇଲା ସେନା । ଏଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଫିରୋଜେପୁର ସେକ୍ଟରରେ ।

8-ବାର୍ଷିକ ରିପୋର୍ଟ କାର୍ଡ ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁ । ଏଥିସହ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

9-ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରିଲେ ଟ୍ରକ ମାଲିକ

ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କଲେ ଟ୍ରକମାଲିକମାନେ । ମା ତାରିଣୀ ନାମକ ଜଣେ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ ଗତକାଲି(ବୁଧବାର) ଶତାଧିକ ଟ୍ରକ ମାଲିକମାନେ ମିଳିତ ହୋଇ ଟାଉନ ଥାନା ଘେରାଉ କରିଥିଲେ ।

10-ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ବ ସମୁଦାୟକୁ ଜାତିସଂଘ ମୁଖ୍ୟଙ୍କ ଆହ୍ବାନ

ଆଫଗାନିସ୍ତାନ ପ୍ରସଙ୍ଗରେ ଜାତିସଂଘ ମୁଖ୍ୟଙ୍କ ଆହ୍ବାନ। ସମସ୍ତ ସାମର୍ଥ୍ୟ ଖଟାଇବା ପାଇଁ ବିଶ୍ବ ସମୁଦାୟକୁ ଦେଲେ ଆହ୍ବାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.