1. ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସ୍ବର୍ଣ୍ଣ ଅଳଙ୍କାରରେ ଝଟକିବେ ଶ୍ରୀବିଗ୍ରହ
2. ୟୁପି ନିର୍ବାଚନକୁ ନେଇ ଟିକାୟତ ଦେଲେ ବିସ୍ଫୋରକ ବୟାନ
3. ଗାଜିଆବାଦରେ ଅଘଟଣ; ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ମୃତ
4.ପଞ୍ଚାୟତ, ପୌର ଆଇନ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର
5. ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ଦେହାନ୍ତ, ଶୋକ ପାଳିବ ପାକିସ୍ତାନ
୯୧ ବର୍ଷ ବୟସରେ ଜମ୍ମୁକାଶ୍ମୀରର ବିଚ୍ଛିନ୍ନତାବାଦୀ ହୁରିୟତ ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ଦେହାନ୍ତ ।
6. ଗାଈକୁ ଜାତୀୟ ପଶୁ ମାନ୍ୟତା, କେନ୍ଦ୍ରକୁ ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ
ଗୋହତ୍ୟାକୁ ନିଷେଧ କରିବା ସହ ଗାଈକୁ ଜାତୀୟ ପଶୁ ଘୋଷଣା କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ ।
୭. Eng vs Ind 4th test, କମବ୍ୟାକ ଲକ୍ଷ୍ୟରେ ବିରାଟ ବାହିନୀ
୮. କୋଟିଆ ଓଡିଶାର,ଏଥିପାଇଁ ଆଲୋଚନା ଅନାବଶ୍ୟକ: ପୂର୍ବତନ ଜିଲ୍ଲାପାଳ
୯. ହରିଶଙ୍କର ଓ ନୃସିଂହନାଥରେ ବିକାଶର ନକ୍ସା, ଡିସେମ୍ବର 2022 ସୁଦ୍ଧା କାର୍ଯ୍ୟ ସାରିବା ଲକ୍ଷ୍ୟ
୧୦. ଡବଲ ଡୋଜ ଟିକା ପରେ ବି ଫରାହଙ୍କୁ କୋରୋନା