ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 8, 2021, 9:05 AM IST

1. ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଆଜି (ଗୁରୁବାର) ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ସନ୍ଧ୍ୟା 5ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କ୍ୟାବିନେଟ ବୈଠକ ପରେ ସନ୍ଧ୍ୟା 7ଟା ରେ ବସିବ ମନ୍ତ୍ରୀ ପରିଷଦ ବୈଠକ ।

2. ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ; ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 87ବର୍ଷ ବୟସ ହୋଇଥିଲା ।

3.ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ Civil Aviation; ପିତା ମାଧବ ରାଓ ସିନ୍ଧିଆ ବି ଦିନେ ଥିଲ ଏହି ମନ୍ତ୍ରୀ

ସଂଯୋଗ ହେଉଛି ବର୍ତ୍ତମାନ ସିନ୍ଧିଆ ଯେଉଁ ମନ୍ତ୍ରଣାଳୟର ମନ୍ତ୍ରୀ ହୋଇଛନ୍ତି, ସେହି ମନ୍ତ୍ରଣାଳୟର ମନ୍ତ୍ରୀ ଦିନେ ସିନ୍ଧିଆଙ୍କ ପିତା ସ୍ବର୍ଗତ ମାଧବ ରାଓ ସିନ୍ଧିଆ(Madhav Rao Scindia) ଥିଲେ ।

4. STATE CORONA: ଦିନକରେ 2542 ପଜିଟିଭ ଚିହ୍ନଟ

24 ଘଣ୍ଟା ମଧ୍ୟରେ ରାଜ୍ୟରେ 2542 କୋରୋନା ପଜିଟିଭ ଚିହ୍ନଟ ।

5. +2 ପ୍ରାକ୍ଟିକାଲ ବିଷୟରେ ହ୍ବାଟ୍ସଆପ ଭିଡିଓ ପଠାଇବେ ଛାତ୍ରଛାତ୍ରୀ

ପ୍ରାକ୍ଟିକାଲ ପେପରରେ ମାର୍କ ପାଇଁ ନୂଆ ଉପାୟ ଅବଲମ୍ବନ କଲେ ମୂଲ୍ୟାୟନ ବିଶେଷଜ୍ଞ । ଏହି ବିଷୟ ଗୁଡିକର ହ୍ଵାଟ୍ସଆପ ଅଡ଼ିଓ ଓ ଭିଡିଓ କ୍ଲିପ ପସ୍ତୁତ କରି ଦାଖଲ କରିବାକୁ ନିର୍ଦ୍ଦେଶ ।

6. ରଥଯାତ୍ରା ପ୍ରସ୍ତୁତି: ଆଜିଠୁ ସେବାୟତଙ୍କ କୋରୋନା ଟେଷ୍ଟ

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେରେ ବସିଥିଲା ବୈଠକ ।

7. ମହାପ୍ରଭୁଙ୍କୁ ଲାଗି ହେଲା ଖଳି ପ୍ରସାଦ

ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ହୋଇଛି । ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର ,ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଛି ।

8. ପ୍ରେମରେ ସାଇକୋ ପାଲଟିଥିଲା ଜଗନ୍ନାଥ, ଗୀତ ଗାଇ ହସ୍ପିଟାଲରେ ହେଉଛି ଛଟପଟ

ପ୍ରିୟଙ୍କାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଏବେ ହସ୍ପିଟାଲ ଆଇସିୟୁ ବେଡରେ ଛଟପଟ ହେଉଛି କିଲର ପ୍ରେମିକ ଜଗନ୍ନାଥ । ।

9. ମହାମାରୀ ବିରୋଧରେ ଲଢେଇ; 36 କୋଟିରୁ ଅଧିକ ନେଲେଣି ଟିକା

ସଂକ୍ରମଣ ବିରୋଧରେ ଦେଶରେ ଜାରି ରହିଛି ଟୀକାକରଣ । ଦେଶବାସୀଙ୍କୁ ଏପର୍ଯ୍ୟନ୍ତ 36.45 କୋଟି ଟୀକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

10. ଟିକା ଅଭାବ; ଆଜି 4 ଜିଲ୍ଲାରେ ଟୀକାକରଣ ବନ୍ଦ

ରାଜ୍ୟରେ କୋଭିସିଲ୍ଡ ଟିକା ଅଭାବ । ଆଜି ପୁଣି ଆଉ 4ଟି ଜିଲ୍ଲାରେ ବନ୍ଦ ରହିଛି ଟୀକାକରଣ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.