ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@9AM, ନଜର ପକାନ୍ତୁ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jun 19, 2021, 9:07 AM IST

1. STATE CORONA: ଦିନକରେ 3,427 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ 3 ହଜାର 427 କୋରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ।

2. କୋରୋନା ଲଢେଇରେ ହାରିଗଲେ ଫ୍ଲାଇଂ ଶିଖ୍ ମିଲଖା ସିଂହ

91 ବର୍ଷ ବୟସରେ ଆଖି ବୁଜିଲେ ଉଦିୟମାନ କ୍ରୀଡାବିତ ମିଲଖା ସିଂହ । କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ।

3.ପରଲୋକରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ । ସେ ୫୬ ବର୍ଷ ବୟସରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

4. 'କୃଷି ଆଇନ ପ୍ରତ୍ୟାହାର ହେବନି, ଆମେ କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ'

କେନ୍ଦ୍ର କୃଷି ଆଇନ ବିରୋଧି ଆନ୍ଦୋଳନ ଥମିବାର ନାଁ ଧରୁନି । ଏବେ ବି ଦିଲ୍ଲୀ ବର୍ଡର କୃଷକମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଏନେଇ ସରକାରଙ୍କ ପକ୍ଷରୁ ଏକ ବୟାନ ପ୍ରକାଶ ପାଇଛି । ଏହି ଆଇନ ରଦ୍ଧ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

5. ଭୂକମ୍ପରେ ଥରିଲା କୁଚ

ଭୂକମ୍ପରେ ଥରିଲା ଗୁଜୁରାଟ । ରିକ୍ଟର ସ୍କେଲରେ 4.2 ମ୍ୟାଗ୍ନିଚ୍ୟୁଟରେ ଭୂକମ୍ପ ହୋଇଥିବା ଜଣାପଡିଛି ।

6. ଶ୍ରୀଶୈଳମ୍ ମନ୍ଦିର ପରିଦର୍ଶନ କଲେ CJI

ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ସ୍ଥିତ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ବାମୀ ମନ୍ଦିର ପରିଦର୍ଶନ କଲେ CJI ଏନଭି ରମନ୍ନା ତାଙ୍କ ସହ ପତ୍ନୀ ମଧ୍ୟ ଥିଲେ ଉପସ୍ଥିତ ।

7. SCB ସମ୍ପ୍ରସାରଣ ନେଇ ରାଜସ୍ବ ଆୟୁକ୍ତ ଡାକିଲେ ସମୀକ୍ଷା ବୈଠକ

SCB ବଡ଼ ମେଡିକାଲ ସମ୍ପ୍ରସାରଣ ପାଇଁ ବସିଲା ସମୀକ୍ଷା ବୈଠକ । ଜବରଦଖଲ ଉଚ୍ଛେଦ ଓ ସମ୍ପ୍ରସାରଣକୁ ନେଇ ଉଭୟ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କ ମତ ଲୋଡ଼ିବା ସହ ଏହି ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି ଆରଡିସି ।

8. ରାଜଧାନୀରେ ଛୁଆ ବିକ୍ରିର ଡିଲ୍‌, ୧୦ ଦିନର ଛୁଆକୁ ୧୦ ହଜାରେ ବିକ୍ରି !

ରାଜଧାନୀରେ ୧୦ ଦିନର ଛୁଆକୁ ୧୦ ହଜାରରେ ବିକ୍ରି ଅଭିଯୋଗ । ଡିଲ୍ ସମୟର ଭିଡିଓ ଭାଇରାଲ ।

9. ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଡିଓ ଓ ଅନ୍ୟ ଅଧିକାରୀ

କୋରୋନା ମହାମାରୀ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିବା ସହ ଅନେକଙ୍କ ହସଖୁସିର ପରିବାର ଉଜାଡି ଦେଇଛି । ତେବେ ବୌଦ୍ଧରେ ଦୁଇଟି ପରିବାରର ଶିଶୁମାନେ କୋରୋନାରେ ବାପା ମା’ଙ୍କୁ ହରାଇ ଅନାଥ ହୋଇଯାଇଥିବା ବେଳେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ।

10. ଆରପାରିରେ ଫ୍ଲାଇଂ ଶିଖ୍ ମିଲଖା, ଶୋକ ପ୍ରକାଶ କଲା ବି-ଟାଉନ

91 ବର୍ଷ ବୟସରେ ଆଖି ବୁଜିଲେ ଉଦିୟମାନ କ୍ରୀଡାବିତ ମିଲଖା ସିଂହ । କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା । ଶ୍ରଦ୍ଧାଞ୍ଜଳି ଦେଲେ ସେଲିବ୍ରିଟି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.