ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ଖବର
author img

By

Published : Mar 7, 2021, 9:02 AM IST

1.ଜଙ୍ଗଲ ନିଆଁରେ ଜଳିଗଲା L&T କମ୍ପାନୀର ଅସ୍ଥାୟୀ କ୍ୟାମ୍ପ

କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ଖୁଣ୍ଟାପଡା ନିକଟ ପାଞ୍ଚ ଗଛିଆ ଜଙ୍ଗଲରେ ବିଳମ୍ବିତ ରାତିରେ ନିଆଁ ଲାଗିଛି..

2.ଓଡିଶାକୁ ଭୂସ୍ବର୍ଗରୁ ଆମନ୍ତ୍ରଣ

ଓଡିଶାକୁ ଆମନ୍ତ୍ରଣ କଲା ଜମ୍ମୁ-କାଶ୍ମୀର ପର୍ଯ୍ୟଟନ ବିଭାଗ । ଭୂସ୍ବର୍ଗର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଅନୁରୋଧ କରିଛି ଜମ୍ମୁ-କାଶ୍ମୀର..

3.ସିଲଭର ସିଟିରେ ପର୍ଯ୍ୟଟନକୁ ଫୋକସ; ପ୍ରସ୍ତାବିତ ପ୍ରକଳ୍ପ ବୁଲି ଦେଖିଲେ ମନ୍ତ୍ରୀ

ଟିରୁଜିମର ବିକାଶ ସହିତ ଆର୍ଥିକ ବିକାଶକୁ ଅଗ୍ରାଧିକାର ଦିଆଯାଇ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛି ଜିଲ୍ଲା ପ୍ରଶାସନ..

4.‘ଆମେଠୀକୁ କେରଳ ସହ ତୁଳନା କରିବା ଆମେଠୀବାସୀଙ୍କ ପ୍ରତି ଅପମାନ ’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଶନିବାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଥିବା ଦେଖିବାକୁ ମିଳିଛି..

5.ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରେ ମହୋତ୍ସବ: ନିରଞ୍ଜନ

ମୋ ଗାଁ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଯୋଗ ଦେଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ..

6.କ୍ରିକେଟରୁ ଅବସର ନେଲେ ପ୍ରୀତମଜିତ

କ୍ରିକେଟରୁ ଅବସର ନେଲେ ଅଲରାଉଣ୍ଡର ପ୍ରୀତମଜିତ ଦାସ...

7.ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଜବାବ ରଖିଲେ ଗଜପତି

ଶ୍ରୀମନ୍ଦିର ବିକାଶ ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଚିଠିର ଜବାବ ରଖିଲେ ଗଜପତି ମହାରାଜା..

8.ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, 13 ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ 13 ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ..

9.ରାଜସ୍ଥାନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡେନମାର୍କ ରାଷ୍ଟ୍ରଦୂତ, ଜୟପୁରରେ ପ୍ରତିଷ୍ଠା ହେବ ଡାଏରି ଏକ୍ସଲେନ୍ସ ସେଣ୍ଟର

ରାଜସ୍ଥାନ ଗସ୍ତରେ ଡେନମାର୍କର ରାଷ୍ଟ୍ରଦୂତ ଫ୍ରେଡିସ୍ ସଭାନେ..

10.କୋରୋନା ଟିକା ନେଲେ ଜନି ଲିଭର

ଆଜି ଟିକା ନେଲେ ଫେମସ କମେଡି ଅଭିନେତା ଜନି ଲିଭର..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.