ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 21, 2022, 8:55 PM IST

୧. ୭ ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ, ଲୋ-ଭୋଲ୍‌ଟେଜ ସମସ୍ୟା ଦୂର ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି

ରାଜ୍ୟରେ ୭ଟି ବିଦ୍ୟୁତ ପ୍ରକଳ୍ପର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨. ଓଡ଼ିଶାରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇନାହିଁ, ଏଥିରେ ଡ଼ରିବାର ନାହିଁ: RMRC

ଟମାଟୋ ଫ୍ଲୁକୁ ନେଇ RMRCର ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ, ଓଡ଼ିଶାରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇନାହିଁ । ସାଧାରଣତଃ ପ୍ରତିବର୍ଷ ଏହି ସମୟରେ ପିଲାଙ୍କ ଶରୀରରେ ଫଳିବା ଦେଖାଦେଇଥାଏ ।

୩. ସଂଶୋଧିତ ଆଇନ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ହାନି କରୁଛି: ଉତ୍କଳ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି

ତିନିମାସ ପାଇଁ ଓଡ଼ିଶା ବିଶ୍ବବଦ୍ୟାଳୟ ସଂଶୋଧନ ଆଇନ ସ୍ଥଗିତାଦେଶ ଜାରି କରିବା ସହ ଚାରି ସପ୍ତାହ ମଧ୍ୟରେ ଜବାବ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଲେ ପୂର୍ବତନ କୁଳପତି ଏବଂ ରାଜନେତା ।

୪. Contentious Social Media post: ଗିରଫ ପରେ ଜାମିନ ପାଇଲେ ପ୍ରଫେସର ରତନ ଲାଲ

ଜ୍ଞାନବ୍ୟାପୀ ମସଜିଦ ମାମଲାରେ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଚ କରି ଗିରଫ ହୋଇଥିବା ପ୍ରଫେସର ରତନ ଲାଲଙ୍କୁ ମିଳିଲା ଜାମିନ । ମଙ୍ଗଳବାର ହୋଇଥିଲେ ଗିରଫ ।

୫. Australian senate polls: ବିଦେଶରେ ନିର୍ବାଚନ ଲଢୁଛନ୍ତି ୬ ପଞ୍ଜାବୀ ପ୍ରାର୍ଥୀ

ଚାକିରୀ କିମ୍ବା ବ୍ୟବସାୟ ପାଇଁ ପଞ୍ଜାବରୁ ଅନେକ ଯୁବକ ଅଷ୍ଟ୍ରେଲିଆ ଗସ୍ତ କରନ୍ତି । ସେଠାରେ ଅନେକ ସଫଳତା ମଧ୍ୟ ଲାଭ କରନ୍ତି । ତେବେ ଅଷ୍ଟ୍ରେଲିଆ ସିନେଟ ନିର୍ବାଚନରେ ୬ ଜଣ ପଞ୍ଜାବୀ ପ୍ରାର୍ଥୀ ଅଂଶଗ୍ରହଣ କରି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି ।

୬. ଆସାମ ନାଗାଓଁରେ ଉତ୍ତେଜନା, ପୋଲିସ ଷ୍ଟେସନରେ ନିଆଁ ଲଗାଇଲେ ସ୍ଥାନୀୟ ବାସିନ୍ଦା

ଆସାମ ନାଗାଓଁରେ ପୋଲିସ ଷ୍ଟେସନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଲେ ଗ୍ରାମବାସୀ ।

୭. ଲୋକଙ୍କୁ ଆଶ୍ୱସ୍ତି: ପେଟ୍ରୋଲ ଦର 9.50 ପଇସା, ଡିଜେଲ 7 ଟଙ୍କା କମିଲା, ଗ୍ୟାସରେ ମିଳିବ 200 ଟଙ୍କା ସବସିଡି

ପେଟ୍ରୋଲ ଦର ଲିଟର ପିଛା ୯.୫୦ ପଇସା ଓ ଡିଜେଲ ଦର ୭ ଟଙ୍କା ହ୍ରାସ । ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ।

୮. କେଦାରନାଥ ଧାମରେ କୁକୁରକୁ ନେଇ ପୂଜାର୍ଚ୍ଚନା ଘଟଣା, ଆରମ୍ଭ ହୋଇସାରିଛି ତଦନ୍ତ ପ୍ରକ୍ରିୟା

ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ଓ ସରକାର କହିଥିଲେ ଯେ ଚଳିତ ଥର ଯାତ୍ରାବେଳେ କୌଣସି ପ୍ରକାରର ଅବ୍ୟବସ୍ଥା ଉପୁଜିବ ନାହିଁ ।

୯. IPL ୨୦୨୨: ଭର୍ଚୁଆଲ କ୍ବାର୍ଟର-ଫାଇନାଲରେ ଦିଲ୍ଲୀ ବିପକ୍ଷରେ ଟସ୍‌ ଜିତିଲା ମୁମ୍ବାଇ

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି ।

୧୦. Cannes film festival: ଐଶ୍ୱର୍ଯ୍ୟା ରାୟଙ୍କୁ ଭେଟିଲେ ହେଲି ଶାହା, ଫଟୋ ସେୟାର କରି ଲେଖିଲେ ଏମିତି

75ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ 2022ରେ ହେଲି ଶାହା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଭେଟିଥିଲେ । ଏହି ସମୟରେ, ହେଲି ବହୁତ ଖୁସି ଦେଖାଯାଉଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.