ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM
TOP NEWS 9AM
author img

By

Published : Oct 31, 2022, 9:00 AM IST

1.Morbi Cable Bridge Collapse: 132ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଗୁଜୁରାଟର ମୋରବୀରେ ମାଞ୍ଚୁ ନଦୀରେ କେବୁଲ ବ୍ରିଜ ଭୁଶୁଡ଼ିବା ଘଟଣାରେ (Gujarat Morbi cable bridge collapses) ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି ।

2.ଆଜିଠୁ ଜୟପୁରକୁ ଉଡି଼ବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜିଠୁ ରାଜଧାନୀରୁ ଜୟପୁର ସହରକୁ ଉଡ଼ିବ ବିମାନ ।

3.Dhamnagar Bypoll: ଆଜି VC ଜରିଆରେ ପ୍ରଚାର କରିବେ ନବୀନ, ଅବନ୍ତୀଙ୍କ ପାଇଁ ମାଗିବେ ଭୋଟ

ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ପ୍ରଚାର ଶେଷର ଦିନକ ପୂର୍ବରୁ ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

4.ଡିନାମାଇଟ ଲଗାଇ କରାଯାଉଛି ପଥର ଉତ୍ତୋଳନ, ଆତଙ୍କିତ ଗ୍ରାମବାସୀ

ଡିମିରିମୁଣ୍ଡା ଗ୍ରାମବାସୀଙ୍କ ପାଇଁ କ୍ରସର ହୋଇଛି କାଳ । କ୍ରସର ପାଇଁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିସ୍ଫୋରକ ବ୍ୟବହାର କରାଯାଇ ପଥର ଉତ୍ତୋଳନ କରାଯାଉଥିବାରୁ ଏହାର କୁପରିଣାମ ଭୋଗୁଛନ୍ତି ଗ୍ରାମବାସୀ ।

5.ରାଷ୍ଟ୍ରୀୟ ଏକତା ଦିବସ: ୫୩୧ ଧାନରେ ଲୌହ ମାନବଙ୍କ ଫଟୋଚିତ୍ର

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ ।

6.ବରଗଡ଼ରେ ଚାଞ୍ଚଲ୍ୟ, ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର

ବରଗଡ଼ରେ ଚାଞ୍ଚଲ୍ୟ । ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର । ବରଗଡ଼ ଜିଲ୍ଲା ଜାଣ୍ଡୋଲ ଗ୍ରାମରେ ଘଟିଛି ଚାଞ୍ଚଲ୍ୟକର ଘଟଣା ।

7.Danger Game: ଗେମ୍‌ ଖେଳୁ ଖେଳୁ ଚାଲିଗଲା ଯୁବକଙ୍କ ଜୀବନ

ଗେମ୍‌ ଖେଳୁ ଖେଳୁ ଚାଲିଗଲା ଯୁବକଙ୍କ ଜୀବନ । ତେଲେଙ୍ଗାନାର ବିକ୍ରବାଦ ନିକଟ ରିଜର୍ଟରେ ଡେଞ୍ଜର ଗେମ୍‌ ଖେଳୁ ଖେଳୁ ଚାଲିଗଲା ଯୁବକଙ୍କ ଜୀବନ ।

8.ସେଫ୍ଟି ଟାଙ୍କିର ସଟର ଖୋଲିବାକୁ ଯାଇ 3 ଶ୍ରମିକଙ୍କ ମୃତ୍ୟୁ

ସେଫ୍ଟି ଟାଙ୍କିର ସଟର ଖୋଲିବାକୁ ଯାଇ 3 ଶ୍ରମିକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କାନପୁର ସ୍ଥିତ ବିଥୋର ପୋଲିସ ଷ୍ଟେସନ ପରିସର ଚକ୍ରାନ୍ତପୁର ଗ୍ରାମରେ ।

9.T20 World Cup: ଭାରତର ବିଜୟ ରଥ ରୋକିଲା ଦକ୍ଷିଣ ଆଫ୍ରିକା, ୫ ୱିକେଟରେ ବିଜୟୀ ପ୍ରୋଟିଆଜ୍‌

ଭାରତର ବ୍ୟାଟିଂ ବିପର୍ଯ୍ୟୟ ପରେ ମହଙ୍ଗା ବୋଲିଂ । ଦକ୍ଷିଣ ଆଫ୍ରିକାଠାରୁ ୫ ୱିକେଟରେ ପରାସ୍ତ ହେଲା ଭାରତ ।

10.Kantara Controversy: ଗୀତର ସ୍କ୍ରିନିଂ ବନ୍ଦ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

କନ୍ନଡ ଫିଲ୍ମ 'କାନ୍ତାରା' ରିଲିଜ ହେବା ଦିନଠାରୁ ଅଡୁଆ ବଢ଼ିବାରେ ଲାଗିଛି । ଗୀତକୁ ନକଲ କରିଥିବା ଅଭିଯୋଗରେ ରାୟ ଶୁଣାଇଛନ୍ତି କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.