ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

top-news-at-9-am
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 22, 2022, 9:00 AM IST

1.ଆଜି ରାଜ୍ୟ କ୍ୟାବିନେଟ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଭିସି ଜରିଆରେ ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ।

2.ଆଜିଠୁ ଯୁକ୍ତ ଦୁଇ ପାଠପଢା

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ପାଠପଢା । ପ୍ରଥମ ପର୍ଯ୍ୟାୟରେ ଆଡମିଶନ କରିଥିବା ଛାତ୍ରଛାତ୍ରୀଙ୍କୁ ୨୪ ତାରିଖ ଯାଏଁ ସ୍ବାଗତ ସହ ଇଣ୍ଡକ୍ସନ କ୍ଲାସ କରାଯିବ।

3.ଗଣଦୁଷ୍କର୍ମ ପରେ ପୀଡିତାଙ୍କୁ ନିବସ୍ତ୍ର କରି ଛାଡିଲେ, ଭିଡିଓ ଭାଇରାଲ

ଗଣଦୁଷ୍କର୍ମ ପରେ ପୀଡିତାଙ୍କୁ ନିବସ୍ତ୍ର କରି ରାସ୍ତାରେ ଛାଡିଲେ । ଭାଇରାଲ ହେଉଛି ଏହି ଭିଡିଓ ।

4.ତିସ୍ତା ସେତଲବାଦଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା SIT

୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ତିସ୍ତା ସେତଲବାଦଙ୍କ ସମେତ ୩ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା SIT ।

5.Millet snacks During Officials Meeting: ଏଣିକି ସରକାରୀ ବୈଠକରେ ମିଳିବ ମାଣ୍ଡିଆ ସ୍ନାକ୍ସ

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ କର ।

6.ବନ୍ୟା ପ୍ରବଣ ଅଞ୍ଚଳରେ ନିର୍ମାଣ ହେବ ଅଧିକ ବନ୍ୟାଆଶ୍ରୟସ୍ଥଳୀ: ମୁଖ୍ୟ ଶାସନ ସଚିବ

ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ୱୀକୃତି ହାସଲ କରିଛି ଓଡ଼ିଶା ।

7.ଆତଙ୍କ ଖେଳାଉଥିଲା ମହାବଳ ବାଘ, ଫାଶରେ ପକାଇଲା ବନବିଭାଗ

କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ଆତଙ୍କ ଖେଳାଇଥିବା ବାଘକୁ କାବୁ କଲା ବନବିଭାଗ ।

8.Ind vs Eng Womens ODI: ସିରିଜ କବଜା କଲା ଭାରତ

ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦିନିକିଆ ସିରିଜକୁ ସିଲ କରିଛି ଟିମ ଇଣ୍ଡିଆ ।

9.ICC T20I Rankings: ପଛରେ ପଡିଲେ ବାବର, ଉଠିଲେ ସୂର୍ଯ୍ୟକୁମାର ଯାଦବ

ଜାରି ହୋଇଥିବା ନୂତନ ଆଇସିସି ଟି-୨୦ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ତୃତୀୟ ସ୍ଥାନ ଅଧିକାର କରିବାରେ ସଫଳ ହୋଇଛନ୍ତି ।

10.ରାଜୁଙ୍କ ଦେହାନ୍ତରେ ଭାଙ୍ଗି ପଡିଲେ ପତ୍ନୀ, କହିଲେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଲଢିଥିଲେ

ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ହାସ୍ୟ ଅଭିନେତାଙ୍କ ପତ୍ନୀ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଶିଖା ରୟ କହିଛନ୍ତି, ମୁଁ ବର୍ତ୍ତମାନ କଥାବାର୍ତ୍ତା କରିବାର ଅବସ୍ଥାରେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.