ETV Bharat / bharat

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 25, 2022, 9:04 AM IST

1.କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା,୯ ମୃତ

କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କ୍ରୁଜର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ।

2.ଆଜି ଶ୍ରୀଜିଉଙ୍କ କୃଷ୍ଣ ବଳରାମ ବେଶ

ଆଜି (ଗୁରୁବାର) ଶ୍ରୀନ୍ଦିରରେ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଏ ବେଶ ଦର୍ଶନ ପାଇଁ ଭକ୍ତ ମହଲରେ ଉତ୍କଣ୍ଠା ଭରି ରହିଛି ।

3.ସ୍ମାର୍ଟ ଇଣ୍ଡିଆ ହାକାଥନ ଉଦଯାପନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ରାତି 8 ଟାରେ ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ର ଭବ୍ୟ ଉଦଯାପନୀ ସମାରୋହକୁ ଭିସି ଯୋଗେ ସମ୍ବୋଧନ କରିବେ ।

4.ମହାରାଷ୍ଟ୍ର ସମେତ ଜମ୍ମୁ କଶ୍ମୀରରେ ଭୂମିକମ୍ପ ଝଟ୍‌କା

ମହାରାଷ୍ଟ୍ରର କୋହ୍ଲାପୁର ସମେତ ଜମ୍ମୁ କଶ୍ମୀରରେ ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ । କାହାର କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ନାହିଁ ।

5.ସ୍କୁଲରେ ଛାତ୍ର ବନ୍ଦୀ ଘଟଣା, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଅଭିଯୋଗ

ଫି ନ ଦେବାରୁ ସ୍କୁଲରେ ଛାତ୍ର ବନ୍ଦୀ ଘଟଣା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଅଭିଯୋଗ କଲେ ସର୍ବଭାରତୀୟ ଅଭିଭାବକ ସଙ୍ଘ ।

6.ମଶାଣି ଜମି କବ୍ଜା କରିଛି କମ୍ପାନୀ, ନଦୀପାର ହେଲେ ଜଳୁଛି ଜୁଇ

ମଶାଣି ଜମିକୁ ମାଡ଼ି ବସିଛି କମ୍ପାନୀ । ଅନ୍ତିମ ସଂସ୍କାର ପାଇଁ ଦଉଡ଼ି ସାହାଯ୍ୟରେ ବିପଦଜନକ ଭାବେ ନଦୀପାର ହେଉଛନ୍ତି ଲୋକେ ।

7.ମାରାତ୍ମକ ନୁହେଁ ଟମାଟୋ ଫ୍ଲୁ, କହିଲେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ

ଟମାଟୋ ଫ୍ଲୁ ନେଇ ଘାରୁଛି ଚିନ୍ତା । ଏହାକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।

8.ଲାଞ୍ଚ ନେବାବେଳେ ଧରାପଡିଲେ ଲୋଇସିଂହା ଥାନା ଅଧିକାରୀ

୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବଲାଙ୍ଗୀର ଲୋଇସିଂହା ଥାନା ଅଧିକାରୀ ।

9.Asia Cup 2022, ଲକ୍ଷ୍ମଣ ଟିମ୍ ଇଣ୍ଡିଆ କୋଚ

ଏସିଆ କପ୍ ମ୍ୟାଚ ପାଇଁ ଜାତୀୟ କ୍ରିକେଟ୍‌ ଏକାଡେମୀ (NCA)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣ ଟିମ୍‌ ଇଣ୍ଡିଆର ଅନ୍ତରୀଣ କୋଚ୍ ହୋଇଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।

10.Reaction On Phailoed Comment, ଆଲିଆଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ରଣବୀର

ନିକଟରେ ରଣବୀର ପତ୍ନୀ ଆଲିଆଙ୍କ ବେବି ବମ୍ପକୁ ନେଇ ଥଟ୍ଟା କରିଥିଲେ । ବର୍ତ୍ତମାନ ରଣବୀର ସର୍ବସାଧାରଣରେ ଆଲିଆ ଭଟ୍ଟଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.