ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା ୭ଟାର ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 10, 2022, 7:04 PM IST

1.Sunil Bansal: ବଦଳିଲେ ରାଜ୍ୟ ବିଜେପି ପ୍ରଭାରୀ, ସୁନୀଲ ବଂଶଲ ନୂଆ ଇନଚାର୍ଜ

ଦକ୍ଷ ସାଂଗଠନିକ ସଂଗଠକ ସୁନୀଲ ବଂଶଲ (Sunil Bansal ) ଙ୍କୁ ପଦନ୍ନୋତି ଦେଇଛି ଦଳ । ଉତ୍ତର ପ୍ରଦେଶ ସଂଗଠନ ସମ୍ପାଦକରୁ ଜାତୀୟ ସାଧାରଣ ସମ୍ପାଦକ ଭାବେ ନୂଆ ନିଯୁକ୍ତି ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

2.New CJI: 49ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ୟୁୟୁ ଲଲିତ

ଜଷ୍ଟିସ ଉଦୟ ଉମେଶ ଳଲିତ ହେଲେ ଦେଶର 49ତମ ପ୍ରଧାନ ବିଚାରପତି । ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟର ବିଜ୍ଞପ୍ତି । 27ରେ ଗ୍ରହଣ କରିବେ ଶପଥ ।

3.୭୯ ବର୍ଷରେ ପାଦ ଥାପିଲେ ସୁର, ନାଚ ଗୀତରେ ଦୁଲୁକିଲା ରାଜଧାନୀ

ଆଜି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଲେ ସୋସିଆଲ ମିଡିଆର କ୍ରେଜ୍ ଭାଙ୍ଗ ଅଜା ।

4.Budgam Encounter: 2 ଆତଙ୍କୀ ନିପାତ, ଗୁଳି ବିନିମୟ ଜାରି

ବଡଗାମ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ ସଫଳତା । ଟଳିଲେ 2 ହାର୍ଡକୋର ଆତଙ୍କୀ । ଏବେ ମଧ୍ୟ ଜାରି ରହିଛି ଅପରେସନ ।

5.Prophet Remarks Row: ନୁପୂର ଶର୍ମାଙ୍କୁ ବଡ ଆଶ୍ୱସ୍ତି, ସମସ୍ତ ମାମଲାର ତଦନ୍ତ କରିବ ଦିଲ୍ଲୀ ପୋଲିସ

ବିବାଦୀୟ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସର୍ବୋଚ୍ଚ କୋର୍ଟରୁ ବଡ ଆଶ୍ବସ୍ତି । ଦେଶବ୍ୟାପୀ ପଞ୍ଜୀକୃତ ହୋଇଥିବା ମାମଲାର ଏକତ୍ରୀକରଣ ସହ ଦିଲ୍ଲୀ ପୋଲିସକୁ ତଦନ୍ତଭାର ହସ୍ତାନ୍ତର ହେଲେ ସୁପ୍ରିମକୋର୍ଟ ।

6.ବଲାଙ୍ଗୀର: ସିଏସଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ସହକର୍ମୀ

ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ବିରୋଧରେ ଥାନାରେ ନିର୍ଯାତନା ଅଭିଯୋଗ କଲେ ମହିଳା କର୍ମଚାରୀ । ନିକଟରେ ସମାନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଥିଲେ ।

7.କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ଭାବେ ମଞ୍ଜୁରୀ

କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ଭାବେ ମଞ୍ଜୁରୀ ଦେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । କୋଭାକ୍ସିନ କିମ୍ବା କୋଭିସିଲ୍ଡର ଦ୍ବିତୀୟ ଡୋଜ ନେଇଥିବା ବ୍ୟକ୍ତି କୋର୍ବେଭ୍ୟାକ୍ସର ବୁଷ୍ଟର ଡୋଜ ନେଇପାରିବେ ।

8.ଗଞ୍ଜାମ: ୨୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ

ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡ଼ାର ରାଜସ୍ବ ନିରୀକ୍ଷକ ଦେବାଶିଷ ମାଝି ।

9.ICC Womens T20I Rankings: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ରେଣୁକା

ବୋଲିଂ ତାଲିକାରେ ଭାରତର ପ୍ରତିଭାବାନ ପେସ ବୋଲର ରେଣୁକା ସିଂହ କ୍ୟାରିୟରର ଶ୍ରେଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

10.Boycott Lal Singh Chadha: ସ୍ୱର୍ଣ୍ଣ ମନ୍ଦିରରେ ଅମିର ଖାନ୍‌, ଫିଲ୍ମର ସଫଳତା ପାଇଁ କଲେ ପ୍ରାର୍ଥନା

ଫିଲ୍ମ ଲାଲ ସିଂ ଚଢା ରିଲିଜ୍‌ ହେବାର ଗୋଟିଏ ଦିନ ପୂର୍ବରୁ ଅମିର ଖାନ ଶ୍ରୀ ହରମନ୍ଦିର ସାହିବ ଅମୃତସରରେ ପହଞ୍ଚିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.