ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 25, 2022, 7:07 PM IST

୧. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୭ ଫୁଟ ଉଚ୍ଚତାର ଚିତ୍ର ଆଙ୍କିଲେ ପଞ୍ଜାବ ଚିତ୍ରକାର

ଦେଶର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କ ପାଇଁ ବିଶାଳ ଫଟୋଚିତ୍ର ଅଙ୍କନ କଲେ ପଞ୍ଜାବ ଚିତ୍ରକାର ଜଗଜୋତ ସିଂ।

୨. ୪ କଂଗ୍ରେସ ସାଂସଦ ଅଧିବେଶନରୁ ନିଲମ୍ବିତ: ଆସନ୍ତାକାଲି ପୂର୍ବାହ୍ନ ୧୧ ଯାଏ ଲୋକସଭା ମୁଲତବୀ

ଆସନ୍ତାକାଲି ପୂର୍ବାହ୍ନ ୧୧ ଯାଏ ଲୋକସଭା ମୁଲତବୀ । ୪ କଂଗ୍ରେସ ସାଂସଦ ମଧ୍ୟ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବିତ ।

୩. ପ୍ରାର୍ଥ ଚାଟାର୍ଜୀଙ୍କ ନାହିଁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା, କୋର୍ଟରେ AIIMS ରିପୋର୍ଟ ଦାଖଲ କଲା ED

ଆସିଲା ପ୍ରାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ । କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବା AIIMS ରିପୋର୍ଟକୁ କୋର୍ଟରେ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭର୍ଚ୍ଚୁଆଲି ଜାରି ରହିଛି ଶୁଣାଣି ।

୪. ଆକାଶ ମାର୍ଗରୁ କନଓ୍ୱାର ଯାତ୍ରାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଆକାଶ ମାର୍ଗରୁ ରାଜ୍ୟରେ ଜାରି ରହିଥିବା ଶ୍ରାବଣର ପ୍ରସିଦ୍ଧ କନଓ୍ବାର ଯାତ୍ରାର ସମୀକ୍ଷା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ।

୫. ୪ କଂଗ୍ରେସ ସାଂସଦ ଅଧିବେଶନରୁ ନିଲମ୍ବିତ: ଆସନ୍ତାକାଲି ପୂର୍ବାହ୍ନ ୧୧ ଯାଏ ଲୋକସଭା ମୁଲତବୀ

୬. କାଶୀପୁରରେ ହଇଜା ସ୍ଥିତି, ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡା କାଶୀପୁରରେ ହଇଜା କେସ୍‌ ସେତେଟା ବଢୁନି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

୭. ଲୋକନାଥ ପୀଠରେ ପ୍ଲାଷ୍ଟିକ କଳସୀରେ ଜଳଲାଗି, କଟକଣା ଲଗାଇବାକୁ ଦାବି

ବଢୁଛି ପ୍ଲାଷ୍ଟିକ କଳସୀର ବ୍ୟବହାର । ଲୋକନାଥ ପୀଠରେ ପ୍ଲାଟିକ କଳସୀରେ ଜଳଲାଗି କଲେ ଅଧିକାଂଶ କାଉଡିଆ ।

୮. ସାଢେ ଚାରିକୋଟି ଓଡିଆଙ୍କ ପାଇଁ ଆଜିର ଦିନ ସ୍ମରଣୀୟ: BJP ରାଜ୍ୟ ସଭାପତି

ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡିଶା ମାଟିର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ।

୯. ଧୋନୀ ଓ ଗାଙ୍ଗୁଲିଙ୍କ କ୍ଲବରେ କ୍ୟାପଟେନ୍‌ ଧାୱନ ସାମିଲ

ଶିଖର ଧାୱନଙ୍କ ନେତୃତ୍ବରେ ଭାରତ ୱେଷ୍ଟଇଣ୍ଡିଜକୁ ହରାଇ ଦିନିକିଆ ସିରିଜ କବଜା କରିନେଇଛି ।

୧୦. Darlings Trailer Out: ଭିନ୍ନ ଅନ୍ଦାଜରେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ଡାର୍ଲିଙ୍ଗସର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ଆଲିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.