ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 4, 2022, 7:26 PM IST

୧. PM Modi in Andhra Pradesh: ଅଲ୍ଲୁରୀ ସୀତାରାମ ରାଜୁ ଆମ ପାଇଁ ପ୍ରେରଣା: ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶ ଭୀମାୱରମ ସ୍ଥିତ ସ୍ବାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ(Alluri Sitarama Raju in Bhimavaram) ଙ୍କ 125 ତମ ଜନ୍ମ ଜୟନ୍ତୀ ସମାରୋହରେ ସାମିଲ ହୋଇଥିଲେ ।

୨. ଆସନ୍ତା ୬ରେ ମାଟ୍ରିକ୍ ଫଳାଫଳ, ଅପରାହ୍ଣ ୧ଟାରୁ ୱେବସାଇଟରେ ଉପଲବ୍ଧ

ଜୁଲାଇ ୬ରେ ପ୍ରକାଶ ପାଇବ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ। ମାଟ୍ରିକ ପରୀକ୍ଷା ଫଳ ନେଇ ବୋର୍ଡ ପକ୍ଷରୁ ପ୍ରେସ୍‌ମିଟ୍‌ କରାଯାଇଛି ।

୩. ଶ୍ରମକାର୍ଡ ପ୍ରସ୍ତୁତିରେ ଅନିୟମିତତା, ହିତାଧିକାରୀଙ୍କ ବିକ୍ଷୋଭ

ବାଲେଶ୍ବରରେ ଶ୍ରମକାର୍ଡ ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଅଭିଯୋଗ । ହାତରେ କୋଦାଳ, ବେଲଚା ଓ ଝାଡୁ ଧରି ବିକ୍ଷୋଭ ପ୍ରଦର୍ଶନ କଲେ ସାମାଜିକ ନ୍ୟାୟ ଅଧିକାର ମଞ୍ଚର ହିତାଧିକାରୀ ।

୪. ଡକାୟତୀ ଘଟଣାରେ ୩ ଅଭିଯୁକ୍ତ ଗିରଫ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୋଲିସ ଡକାୟତୀ ଘଟଣାରେ ତିନି କୁଖ୍ୟାତ ଅପରାଧୀ ଗିରଫ ।

୫. ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ, ପତ୍ନୀ ଦେହରେ କିରୋସିନ ଢାଳି ନୃସଂଶ ହତ୍ୟା ଘଟଣା

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ । ପତ୍ନୀ ଦେହରେ କିରୋସିନ ଢାଳି ହତ୍ୟା କରିବା ଘଟଣାର ଆସିଲା ରାୟ ।

୬. କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ: ଦ୍ରୌପଦୀଙ୍କୁ ସମର୍ଥନ କରିବନି ଦଳ କହିଲେ ଶରତ

ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶା କଂଗ୍ରେସ କୌଣସି ପରିସ୍ଥିତିରେ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବକୁ କରିବନି ସମର୍ଥନ ।

୭. Student Missing: ମାମୁଁଙ୍କ ନାଁ ସଫେଇ ଦେଇ ହଷ୍ଟେଲରୁ ଛାତ୍ରୀ ନିଖୋଜ !

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ନିଖୋଜ। ମାମୁଁ ନାଁରେ ସଫେଇ ଦେଇ ହଷ୍ଟେଲରୁ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି ।

୮. ଆସନ୍ତା 8ରେ ନବୀନଙ୍କୁ ଭେଟିବେ ଦ୍ରୌପଦୀ !

ଜୁଲାଇ ୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

୯. India-England Test: ଭାରତ 245 ରନରେ ଅଲଆଉଟ୍, ଇଂଲଣ୍ଡ ଆଗରେ ଟାର୍ଗେଟ 378

ଏଜବଷ୍ଟନରେ ଚାଲିଥିବା ଘରୋଇ ଇଂଲଣ୍ଡ ଏବଂ ଭାରତ ଟେଷ୍ଟ ସିରିଜର ପଞ୍ଚମ ଟେଷ୍ଟର ଆଜି ଚତୁର୍ଥ ଦିନ ।

୧୦. Kaali Poster Controversy: କାଳୀ ମାଆଙ୍କ ହାତରେ ସିଗାରେଟ୍‌, ଫିଲ୍ମ ମେକର୍ସଙ୍କୁ ଗିରଫ ଦାବି

ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଲୀନା ମଣିମେକାଲାଇଙ୍କ ଡକ୍ୟୁମେଣ୍ଟାରୀ କାଳୀର ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ବିବାଦ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.