ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 16, 2022, 7:02 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. Gujarat ATS Operation: ମୋଦିଙ୍କ ଗସ୍ତ ପୂର୍ବରୁ ୫ ଗିରଫ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି ଗୁଜୁରାଟ ଏଟିଏସ ।

୨. ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣା, ତଦନ୍ତ କରିବ 3 ଜଣିଆ ସ୍ପେଶାଲ ଟିମ

ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ । ହାତୀ ମୃତ୍ୟୁ ଓ ହାତୀର କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ଗଠନ ହେଲା 3 ଜଣିଆ ସ୍ପେଶାଲ ଟିମ ।

୩. Antanag Encounter: ସେନା ଗୁଳିରେ 2 ଆତଙ୍କୀ ନିହତ

କଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟରରେ ସେନାକୁ ସଫଳତା । 2 ଆତଙ୍କୀ ନିପାତ ।ଏବେ ବି ଗୁଳି ବିନିମୟ ଜାରି । ଘଟଣାସ୍ଥଳକୁ କର୍ଡନ କରିଛି ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ ।

୪. ସୁପ୍ରିମକୋର୍ଟ ବିଚାରପତିଙ୍କୁ ହୃଦଘାତ: ଦିଲ୍ଲୀକୁ ଏୟାର ଲିଫ୍ଟ, ସ୍ବାସ୍ଥ୍ୟବସ୍ଥା ସ୍ଥିର

ସୁପ୍ରିମକୋର୍ଟ ବିଚାରପତିଙ୍କୁ ହୃଦଘାତ । ହିମାଚଳ ପ୍ରଦେଶରୁ ଦିଲ୍ଲୀ ଏୟାର ଲିଫ୍ଟ ହେଲେ ବିଚାରପତି ଏମ.ଆର ଶାହ । ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ।

୫. Anti Agnipath Protests Turn Violent: ବିହାରରେ ଜାଳିଦେଲେ ଟ୍ରେନ

କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ବିହାରରେ ତୀବ୍ର ବିରୋଧ । ଏକାଧିକ ସ୍ଥାନରେ ସେନା ଆଶାୟୀଙ୍କ ଦ୍ବାରା ବିରୋଧ ପ୍ରଦର୍ଶନ ବେଳେ ହିଂସା । ଟ୍ରେନ ଜାଳିଦେଲେ ଆନ୍ଦୋଳନକାରୀ ।

୬. କଂଗ୍ରେସକୁ ଧକ୍କା, ରାଜନୀତିକୁ ଆସିବେ ନାହିଁ ନରେଶ ପଟେଲ

କଂଗ୍ରେସର ଏହି ରଣନୀତି ଫସର ଫାଟିଗଲା । କାରଣ ଯେଉଁ ନରେଶ ପଟେଲଙ୍କ ଜରିଆରେ ବିଜେପି ବିରୋଧରେ ଲଢିବାକୁ ଯୋଜନା କରିଥିଲା କଂଗ୍ରେସ, ଏବେ ସେହି ନରେଶ ପଟେଲ ରାଜନୀତିକୁ ଆସିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

୭. President Poll: ସମସ୍ତ ଦଳ ସହମତି ଭିତ୍ତିରେ ପ୍ରାର୍ଥୀ ଦେଲେ ଗଣତନ୍ତ୍ର ପାଇଁ ଶୁଭଙ୍କର

ଆସନ୍ତା ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

୮. 4 ମାସ ପାଇଁ ଭାରତୀୟ ଗହମ ଆମଦାନୀ ବନ୍ଦ କଲା UAE

4 ମାସ ପାଇଁ ଭାରତରୁ ଗହମ ଆମଦାନୀ କରିବ ନାହିଁ UAE ।

୯. ରାଜଧାନୀ ମଧୁରମୟୀ ଆଶ୍ରମରେ ରଜ ମଉଜ

ଗଣପର୍ବ ରଜକୁ ନେଇ ସାରା ରାଜ୍ୟ ଉତ୍ସବମୁଖର ରହିଛି । ଏଥିରୁ ରାଜଧାନୀ ଭୁବନେଶ୍ବର ବି ବାଦ ପଡ଼ିନି ।

୧୦. ଶାଢୀ ପିନ୍ଧି କୀର୍ତ୍ତିଙ୍କ Diva ଲୁକ୍‌, ଫ୍ୟାନ୍ସଙ୍କ ହାର୍ଟରେ କଲେ ରାଜ୍‌

ଜାତୀୟ ପୁରସ୍କାର ପ୍ରାପ୍ତ ତଥା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଅଭିନେତ୍ରୀ କୀର୍ତ୍ତି ସୁରେଶ ନିଜ ସୋସିଆଲ ହ୍ୟାଣ୍ଡେଲରେ ଶାଢୀ ପିନ୍ଧା ଫଟୋରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.